Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଯୁଆଡ଼େ ଯାଉଚୁ ଯା ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ - Juade Jauchu Jaa Gadibala Nadia Mo Neijibu Lyrics

== ଓଡ଼ିଆ ==

ଭଜନ : ଯୁଆଡ଼େ ଯାଉଚୁ ଯା ଗାଡ଼ିବାଲା ନଡ଼ିଆ ମୋ
ଭାଷା : ଓଡ଼ିଆ
ଆଲବମ : ସିନ୍ଦୁରବତୀ
କଣ୍ଠ : ନମିତା ଅଗ୍ରୱାଲ
ଗୀତିକାର : ଅଲେଖ ବିଶ୍ୱାଳ
ସଂଗୀତ ନିର୍ଦ୍ଦେଶକ : ଭାରତୀକୃଷ୍ଣ



ଯୁଆଡ଼େ ଯାଉଚୁ ଯା
ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ
ଯୁଆଡ଼େ ଯାଉଚୁ ଯା
ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ
ସମ୍ବଲପୁର ଯାଉଥିଲେ
ସମ୍ବଲପୁର ଯାଉଥିଲେ
ତାକୁ ମଙ୍ଗୁଳି ଛକରେ ଥୋଇବୁ
ଯୁଆଡ଼େ ଯାଉଚୁ ଯା
ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ
ଯୁଆଡ଼େ ଯାଉଚୁ ଯା
ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ ॥


ତାରିଣୀ ନଡ଼ିଆ ଦେଖି ଗାଡ଼ିବାଲା
ଜାତି ଧର୍ମ ଭୁଲିଯାଏ
ଖୀରସ୍ତାନ ଅବା ଯବନ ହେଉ ସେ
ଶରଧାରେ ନେଇଯାଏ
ତାରିଣୀ ନଡ଼ିଆ ଦେଖି ଗାଡ଼ିବାଲା
ଜାତି ଧର୍ମ ଭୁଲିଯାଏ
ଖୀରସ୍ତାନ ଅବା ଯବନ ହେଉ ସେ
ଶରଧାରେ ନେଇଯାଏ
ତୁ ଯେଉଁ ଜାତି ହୋଇଥା
ମୋ ନଡ଼ିଆଟେ ନେଇଯା
ତୁ ଯେଉଁ ଜାତି ହୋଇଥା
ମୋ ନଡ଼ିଆଟେ ନେଇଯା
ବାଲେଶ୍ୱର ଆଡ଼େ ଯାଉଥିଲେ
ବାଲେଶ୍ୱର ଆଡ଼େ ଯାଉଥିଲେ
ତାକୁ ପାଣିକୋଇଲିରେ ଥୋଇବୁ
ଯୁଆଡ଼େ ଯାଉଚୁ ଯା
ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ
ଯୁଆଡ଼େ ଯାଉଚୁ ଯା
ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ ॥୧॥


ତାରିଣୀ ଭକତ ସବୁଠି ଅଛନ୍ତି
ମା' ସିଏ ଜଗତର
ସବୁରି ନଡ଼ିଆ ପାଉଚି ତାରିଣୀ
ନାହିଁ ପାଖ ନାହିଁ ଦୁର
ତାରିଣୀ ଭକତ ସବୁଠି ଅଛନ୍ତି
ମା' ସିଏ ଜଗତର
ସବୁରି ନଡ଼ିଆ ପାଉଚି ତାରିଣୀ
ନାହିଁ ପାଖ ନାହିଁ ଦୁର
ତୁ ଯେଉଁ ବାଟେ ଯିବୁ ଯା
ମୋ ନଡ଼ିଆଟେ ନେଇଯା
ତୁ ଯେଉଁ ବାଟେ ଯିବୁ ଯା
ମୋ ନଡ଼ିଆଟେ ନେଇଯା
ଏତିକି ସେବା ତୁ କରିଥିଲେ
ଏତିକି ସେବା ତୁ କରିଥିଲେ
ମା' ତାରିଣୀ କରୁଣା ପାଇବୁ
ଯୁଆଡ଼େ ଯାଉଚୁ ଯା
ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ
ଯୁଆଡ଼େ ଯାଉଚୁ ଯା
ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ ॥୨॥


ଶବ୍ଦାର୍ଥ
ଖୀରସ୍ତାନ - ଖ୍ରୀଷ୍ଟଧର୍ମ ଅବଲମ୍ବୀ, ଯବନ - ମ୍ଳେଚ୍ଛ, ଶୂଦ୍ର, ବୈଦିକ ଧର୍ମ ବିରୋଧୀ


YouTube ରେ ଯୁଆଡ଼େ ଯାଉଚୁ ଯା ଗାଡ଼ିବାଲା



== English ==

Bhajan : Juade Jauchu Jaa Gadibala Nadia Mo
Language : Odia
Album : Sindurabati
Singer : Namita Agrawal
Lyricist : Alekh Biswal
Music Director : Bharatikrushna



Juade jauchu jaa
Gadibala nadia mo neijibu
Juade jauchu jaa
Gadibala nadia mo neijibu
Sambalpur jauthile
Sambalpur jauthile
Taku Manguli chhakare thoibu
Juade jauchu jaa
Gadibala nadia mo neijibu
Juade jauchu jaa
Gadibala nadia mo neijibu ॥


Tarini nadia dekhi gadibala
Jati dharma bhulijae
Khirastana aba jabana heu se
Sharadhare neijae
Tarini nadia dekhi gadibala
Jati dharma bhulijae
Khirastana aba jabana heu se
Sharadhare neijae
Tu jeun jati hoitha
Mo nadiate neija
Tu jeun jati hoitha
Mo nadiate neija
Baleshwar ade jauthile
Baleshwar ade jauthile
Taku Panikoilire thoibu
Juade jauchu jaa
Gadibala nadia mo neijibu
Juade jauchu jaa
Gadibala nadia mo neijibu ॥1॥


Tarini bhakata sabuthi achhanti
Maa’ sie jagatara
Saburi nadia pauchi Tarini 
Nahin pakha nahin dura
Tarini bhakata sabuthi achhanti
Maa’ sie jagatara
Saburi nadia pauchi Tarini 
Nahin pakha nahin dura
Tu jeun bate jibu jaa
Mo nadiate neija
Tu jeun bate jibu jaa
Mo nadiate neija
Etiki seba tu karithile
Etiki seba tu karithile
Maa’ Tarini karuna paibu
Juade jauchu jaa
Gadibala nadia mo neijibu
Juade jauchu jaa
Gadibala nadia mo neijibu ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ