Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଅତସୀ କୁସୁମ ସମ ଶ୍ୟାମ - Atasi Kusuma Sama Shyama Lyrics

== ଓଡ଼ିଆ ==

ଗୀତ : ଅତସୀ କୁସୁମ ସମ ଶ୍ୟାମ
ଭାଷା : ଓଡ଼ିଆ
କଣ୍ଠ : ଶ୍ୟାମାମଣି ପଟ୍ଟନାୟକ
ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ
ସଂଗୀତ ନିର୍ଦ୍ଦେଶନା : ଭୁବନେଶ୍ଵର ମିଶ୍ର


ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି
ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି

ଅଳି ତୁମ୍ଭର ନିବିଡ଼ ଅସହିଷ୍ଣୁ ସେ ଯେ ବଡ଼
ଅଳି ତୁମ୍ଭର ନିବିଡ଼ ଅସହିଷ୍ଣୁ ସେ ଯେ ବଡ଼
ଅବଶ୍ୟ ତ ଛାମୁରେ ମୁଁ ନିବେଦନ କଲିଟି
ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୧॥


ଅଧ ଅଧରରେ ସ୍ମିତ ଉଲ୍ଲସି ହେଲେ ଲଜ୍ଜିତ
ଅଧ ଅଧରରେ ସ୍ମିତ ଉଲ୍ଲସି ହେଲେ ଲଜ୍ଜିତ
ଊହିବି ଏହିଟି ବୋଲି କୃପାକଳ୍ପବଲ୍ଲୀଟି
ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୨॥


ଆରକତ କଲେ ମୁଖ ଅଖଣ୍ଡ ସୁଧାମୟୂଖ
ଆରକତ କଲେ ମୁଖ ଅଖଣ୍ଡ ସୁଧାମୟୂଖ
ଆବୁର ସରିବ ମୋର ଜୀଇଲେ ହେଁ ମଲିଟି
ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୩॥


ଅଦୃଷ୍ଟବଳୁଁ କିଶୋରୀ ଅଙ୍ଗୀକାର କଲେ ସରି
ଅଦୃଷ୍ଟବଳୁଁ କିଶୋରୀ ଅଙ୍ଗୀକାର କଲେ ସରି
ଅଭାବେ ଉଚ୍ଛନ୍ନ ହେବ ଏ ବଲ୍ଲବପଲ୍ଲୀଟି
ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୪॥


ଉଗ୍ରନିର୍ଦ୍ଦେଶ ନୃପର ଉପବନ ଗୋପପୁର
ଉଗ୍ରନିର୍ଦ୍ଦେଶ ନୃପର ଉପବନ ଗୋପପୁର
ଆଶ୍ରୟ ନୋହିବ ଗୋବର୍ଦ୍ଧନଗିରିଦରିଟି
ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୫॥


ଅଷ୍ଟଦୁର୍ଗନାଥ ଭାଷେ ଆହା ଧ୍ୟାନେ କି ଶୋଭା ସେ
ଅଷ୍ଟଦୁର୍ଗନାଥ ଭାଷେ ଆହା ଧ୍ୟାନେ କି ଶୋଭା ସେ
ଅଖିଳ ଜନନୀ ନାସା ମୃଗମଦକଲିଟି
ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୬॥


YouTube ରେ ଅତସୀ କୁସୁମ ସମ ଶ୍ୟାମ



ସିକନ୍ଦର ଆଲାମ ଙ୍କ କଣ୍ଠରେ ଏହି ଗୀତଟିକୁ ଦେଖନ୍ତୁ YouTube ରେ



== English ==

Song : Atasi Kusuma Sama Shyama
Language : Odia
Singer : Shyamamani Pattanaik
Lyricist : Kabisurya Baladeba Ratha
Music Direction : Bhubaneswar Mishra


Atasi kusuma sama Shyama he mun galiti
Atasi kusuma sama Shyama he mun galiti

Ali tumbhara nibida asahishnu se je bada
Ali tumbhara nibida asahishnu se je bada
Abashya ta chhamure mun nibedana kaliti
Atasi kusuma sama Shyama he mun galiti ॥1॥


Adha adharare smita ullasi hele lajjita
Adha adharare smita ullasi hele lajjita
Uhibi ehiti boli krupakalpaballiti
Atasi kusuma sama Shyama he mun galiti ॥2॥


Aarakata kale mukha akhanda sudhamayukha
Aarakata kale mukha akhanda sudhamayukha
Aabura sariba mora jiile hen maliti
Atasi kusuma sama Shyama he mun galiti ॥3॥


Adrustabalun kishori angikara kale sari
Adrustabalun kishori angikara kale sari
Abhabe uchhanna heba e ballabapalliti
Atasi kusuma sama Shyama he mun galiti ॥4॥


Ugranirddesha nrupara upabana gopapura
Ugranirddesha nrupara upabana gopapura
Aashraya nohiba Govardhanagiridariti
Atasi kusuma sama Shyama he mun galiti ॥5॥


Astadurganatha bhase aha dhyane ki shobha se
Astadurganatha bhase aha dhyane ki shobha se
Akhila janaji nasa mrugamadakaliti
Atasi kusuma sama Shyama he mun galiti ॥6॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ