Posts

Showing posts with the label ଶ୍ୟାମମଣି ପଟ୍ଟନାୟକ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଅତସୀ କୁସୁମ ସମ ଶ୍ୟାମ - Atasi Kusuma Sama Shyama Lyrics

Image
== ଓଡ଼ିଆ == ଗୀତ : ଅତସୀ କୁସୁମ ସମ ଶ୍ୟାମ ଭାଷା : ଓଡ଼ିଆ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ଭୁବନେଶ୍ଵର ମିଶ୍ର ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ଅଳି ତୁମ୍ଭର ନିବିଡ଼ ଅସହିଷ୍ଣୁ ସେ ଯେ ବଡ଼ ଅଳି ତୁମ୍ଭର ନିବିଡ଼ ଅସହିଷ୍ଣୁ ସେ ଯେ ବଡ଼ ଅବଶ୍ୟ ତ ଛାମୁରେ ମୁଁ ନିବେଦନ କଲିଟି ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୧॥ ଅଧ ଅଧରରେ ସ୍ମିତ ଉଲ୍ଲସି ହେଲେ ଲଜ୍ଜିତ ଅଧ ଅଧରରେ ସ୍ମିତ ଉଲ୍ଲସି ହେଲେ ଲଜ୍ଜିତ ଊହିବି ଏହିଟି ବୋଲି କୃପାକଳ୍ପବଲ୍ଲୀଟି ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୨॥ ଆରକତ କଲେ ମୁଖ ଅଖଣ୍ଡ ସୁଧାମୟୂଖ ଆରକତ କଲେ ମୁଖ ଅଖଣ୍ଡ ସୁଧାମୟୂଖ ଆବୁର ସରିବ ମୋର ଜୀଇଲେ ହେଁ ମଲିଟି ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୩॥ ଅଦୃଷ୍ଟବଳୁଁ କିଶୋରୀ ଅଙ୍ଗୀକାର କଲେ ସରି ଅଦୃଷ୍ଟବଳୁଁ କିଶୋରୀ ଅଙ୍ଗୀକାର କଲେ ସରି ଅଭାବେ ଉଚ୍ଛନ୍ନ ହେବ ଏ ବଲ୍ଲବପଲ୍ଲୀଟି ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୪॥ ଉଗ୍ରନିର୍ଦ୍ଦେଶ ନୃପର ଉପବନ ଗୋପପୁର ଉଗ୍ରନିର୍ଦ୍ଦେଶ ନୃପର ଉପବନ ଗୋପପୁର ଆଶ୍ରୟ ନୋହିବ ଗୋବର୍ଦ୍ଧନଗିରିଦରିଟି ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୫॥ ଅଷ୍ଟଦୁର୍ଗନାଥ ଭାଷେ ଆହା ଧ୍ୟାନେ କି ଶୋଭା ସେ ଅଷ୍ଟଦୁର୍ଗନାଥ ଭାଷେ ଆହା ଧ୍ୟାନେ କି ଶୋଭା ସେ ...

ଗ ଚମ୍ପୂ (ଗଲାଣି ତ ଗଲା କଥା ରେ ସଙ୍ଗାତ ଗୁପତେ ସିନା ମୁଁ ତୋତେ ପଚାରିଲି) - Ga Champu (Galani Ta Gala Katha Re Sangata Gupate Sina Mun Tote Pacharili) Lyrics

Image
== ଓଡ଼ିଆ == ଗୀତ : ଗଲାଣି ତ ଗଲା କଥା ରେ ସଙ୍ଗାତ ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଗଲାଣି ତ ଗଲା କଥା ରେ ସଙ୍ଗାତ ଗଲାଣି ତ ଗଲା କଥା ଗୁପତେ ସିନା ମୁଁ ତୋତେ ପଚାରିଲି ଗୁପତେ ସିନା ମୁଁ ତୋତେ ପଚାରିଲି ବଳି ପଡ଼ିବାରୁ ବ୍ୟଥା ରେ ସଙ୍ଗାତ ଗଲାଣି ତ ଗଲା କଥା ରେ ସଙ୍ଗାତ ଗଲାଣି ତ ଗଲା କଥା ॥୧॥ ଗଙ୍ଗାରୁ ବିଷଦ ଗଭୀର ତୋ ହୃଦ ଗଣ୍ଠିଧନ ତୋର ସ୍ନେହ ଗୋଡ଼ ଖସି ଖେଦ ହେବାର ଦରଦ ଗୋଡ଼ ଖସି ଖେଦ ହେବାର ଦରଦ ଯିବାର ଉପାୟ କହ ରେ ସଙ୍ଗାତ ଗଲାଣି ତ ଗଲା କଥା ॥୨॥ ଗଞ୍ଜାଇକି ଜିଣି ଲାଗି ତାର ପୁଣି ରଞ୍ଜାଇଲା ମନେ ଝଳି ଗୋଳା ଗରଳରୁ କଟୁ ପୀୟୂଷରୁ ଗୋଳା ଗରଳରୁ କଟୁ ପୀୟୂଷରୁ ସ୍ୱାଦୁଗୁଣ ଗଲା ବଳି ରେ ସଙ୍ଗାତ ଗଲାଣି ତ ଗଲା କଥା ॥୩॥ ଗୋଳି ଦେଲା ମୋର ବାହାର ଭିତର ସ୍ଵର ସେ ଅବା ଶର ସେ ଗାତ୍ର ଗୋଟିଯାକ ପୁରିଲା ପୁଲକ ଗାତ୍ର ଗୋଟିଯାକ ପୁରିଲା ପୁଲକ ଶ୍ରବଣ ସୀମା ସ୍ପରଶେ ରେ ସଙ୍ଗାତ ଗଲାଣି ତ ଗଲା କଥା ରେ ସଙ୍ଗାତ ଗଲାଣି ତ ଗଲା କଥା ॥୪॥ ଗିଳିଦେଲା ପୁରନ୍ଦର-ନୀଳକର କଳିକାମୟ ତିମିର ଗହନ କି ଗୃହ ହୋଇଲା ସନ୍ଦେହ ଗହନ କି ଗୃହ ହୋଇଲା ସନ୍ଦେହ ନିଶ୍ଚୟ ହୋଇ ବିଦୂର ରେ ସଙ୍ଗାତ ଗଲାଣି ତ ଗଲା କଥା ॥୫॥ ଗତାଳସନାଟ ପ...

ରମଣୀ ରତନ ମେଘକୁ ଚାହିଁ - Ramani Ratana Megha Ku Chahin Lyrics

Image
== ଓଡ଼ିଆ == ଗୀତ : ରମଣୀ ରତନ ମେଘକୁ ଚାହିଁ ଭାଷା : ଓଡ଼ିଆ କଣ୍ଠ : ଶ୍ୟାମମଣି ପଟ୍ଟନାୟକ ଗୀତିକାର : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ରମଣୀ ରତନ ମେଘକୁ ଚାହିଁ କହିବୁ ମେଘରେ କାନ୍ତକୁ ଯାଇ ଏତେ ଦିନ କିମ୍ପା ବିଳମ୍ବ କଲେ କାଲି ପରିକି କଣ୍ଟ ଦେଇଥିଲେ କରି ମୋତେ ପର କି ବିଚାରୁ ଥିବେ ଦିନୁଁ ଅନ୍ତର କରି ମୋତେ ପର ॥୧॥ କଲାଣି ଘୋର ଦୁର୍ଦ୍ଦିନ ଚମକ ନାଦ କଲେଣି କୋକିଳ ଡାହୁକ କହିଥିଲେ ବନ୍ଧୁ ନିୟମ କରି କେବେ ହେଁ ନ ଯିବି ପ୍ରବାସ କରି କି ବିଚାରି ମନ କେଉଁ ନାରୀ ସଙ୍ଗେ ବଞ୍ଚିଲେ ଦିନ କି ବିଚାରି ମନ ॥୨॥ କାମେ ବଶ କଲା କେଉଁ ଚତୁରୀ କେ ବା ରଖିଲା ମଣୀ ମନ୍ତ୍ର କରି କେହୁ ଦଧି ଫଳ ଭୁଞ୍ଜାନ୍ତେ ବସି ପିଣ୍ଡରୁ ପ୍ରାଣ ଯାଉଛି ଖସି କେଉଁ ଉପାୟରେ କାନ୍ତକୁ ଭେଟିବି ନେତ୍ର ପଥରେ କେଉଁ ଉପାୟରେ ॥୩॥ ସତେ କି କରିବେ ହର ଗଉରୀ ପ୍ରବାସୁ ମୋ କାନ୍ତ ଆସିବେ ଫେରି କରିବେ ଅଙ୍କ ପଲଙ୍କେ ଶୟନ ସତେ କି ମୋ ଦୁଃଖ ହେବ ମୋଚନ କରି ରସକେଳି ଭଣେ ଉପଇନ୍ଦ୍ର ଏ ରସେ ଭାଳି କରି ରସକେଳି ॥୪॥ YouTube ରେ ରମଣୀ ରତନ ମେଘକୁ ଚାହିଁ ଗୀତଟିର ଅନ୍ୟ ଏକ Video ଅନୁପମା ଆଚାର୍ଯ୍ୟ ଙ୍କ କଣ୍ଠରେ ଦେଖନ୍ତୁ YouTube ରେ == English == Song : Ramani Ratana Megha Ku Chahin Language : Odia Singer : Shyamamani Pattanaik Lyricist : Kabi...

ବାଟ ଛାଡ଼ ସୁହଟ ନାଗର - Bata Chhada Suhata Nagara Lyrics

Image
== ଓଡ଼ିଆ == ଗୀତ : ବାଟ ଛାଡ଼ ସୁହଟ ନାଗର ଭାଷା : ଓଡ଼ିଆ କଣ୍ଠ : ଶ୍ୟାମମଣି ପଟ୍ଟନାୟକ ଗୀତିକାର : ବନମାଳୀ ଦାସ ସଙ୍ଗୀତ ନିର୍ଦ୍ଦେଶକ : ଭୁବନେଶ୍ଵର ମିଶ୍ର ବାଟ ଛାଡ଼ ସୁହଟ ନାଗର ଗୋ.. ବାଟ ଛାଡ଼ ସୁହଟ ନାଗର ଯମୁନା ଯିବି ନୀର ଆଣିକି ବାଟ ଛାଡ଼ ସୁହଟ ନାଗର ଘାଟ ପାଇଁ ଯେବେ ଲଟ ଲଗାଇବ ଘାଟ ପାଇଁ ଯେବେ ଲଟ ଲଗାଇବ ପ୍ରତିବନ୍ଧା ଦେବି ମଥାମଣିକି ବାଟ ଛାଡ଼ ସୁହଟ ନାଗର ଗୋ..ବାଟ ଛାଡ଼ ସୁହଟ ନାଗର ॥୧॥ ଘରେ ମୋ ନଣନ୍ଦ ଅଟେ ବଡ଼ ମନ୍ଦ ଶାଶୁ ମୋ ଅଟଇ ସପତଣୀକି ଘରେ ମୋ ନଣନ୍ଦ ଅଟେ ବଡ଼ ମନ୍ଦ ଶାଶୁ ମୋ ଅଟଇ ସପତଣୀକି ଆହେ ଗିରିଟେକା.. ଆହେ ଗିରିଟେକା ନ କର ତୁ ଧୋକା ତୁମ୍ଭ ଲାଗି ନ ଆସିବି ଏଣିକି ବାଟ ଛାଡ଼ ସୁହଟ ନାଗର ଗୋ..ବାଟ ଛାଡ଼ ସୁହଟ ନାଗର ॥୨॥ ମୁହିଁ ବୃଷଭାନୁ ନୃପତିଙ୍କ ଜେମା ଆନ ପ୍ରାୟ ମୋତେ ଅଛ ମଣିକି ମୁହିଁ ବୃଷଭାନୁ ନୃପତିଙ୍କ ଜେମା ଆନ ପ୍ରାୟ ମୋତେ ଅଛ ମଣିକି ଧରି ମୋ ଅଞ୍ଚଳ.. ଧରି ମୋ ଅଞ୍ଚଳ କରୁଛ ଜଞ୍ଜାଳ ଡର ନାହିଁ ପର ଭୂଆସୁଣୀକି ବାଟ ଛାଡ଼ ସୁହଟ ନାଗର ଗୋ..ବାଟ ଛାଡ଼ ସୁହଟ ନାଗର ॥୩॥ ମୁଁ ଯେବେ ଏଥର ଆସିବି ପାଣିକି ସଙ୍ଗେ ଆଣିଥିବି ସଖୀଶ୍ରେଣୀଙ୍କି ମୁଁ ଯେବେ ଏଥର ଆସିବି ପାଣିକି ସଙ୍ଗେ ଆଣିଥିବି ସଖୀଶ୍ରେଣୀଙ୍କି ବୋଲେ ବନମାଳୀ.. ବୋଲେ ବନମାଳୀ ଶୁଣ ଠାକୁରାଣୀ ନିରାଶ ନକର ବେଣୁ ପାଣିକି  ବାଟ ଛାଡ଼ ସୁହଟ ନାଗର ଗୋ..ବାଟ ଛାଡ଼ ସୁହଟ ନାଗ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ