Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଡାଲଖାଇରେ ଡାଲଖାଇରେ ଡୁଏଟ୍ ଭର୍ଜନ (ଲାଲ ଗୁଲୁ ଗୁଲୁ ଫଗୁର୍ ବରନ) - Dalkhaire Dalkhaire Duet Version (Lala Gulu Gulu Phagur Barana) Lyrics

== ଓଡ଼ିଆ ==

ଗୀତ : ଡାଲଖାଇରେ ଡାଲଖାଇରେ ଲାଲ ଗୁଲୁ ଗୁଲୁ ଫଗୁର୍ ବରନ
ଭାଷା : ସମ୍ବଲପୁରୀ
କଣ୍ଠ : ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ, ବିଭୂତି ପଟ୍ଟନାୟକ
ଗୀତିକାର : କାର୍ତ୍ତିକେଶ୍ୱର ନାୟକ
ସଙ୍ଗୀତ ନିର୍ଦ୍ଦେଶକ : ପ୍ରଭୂଦତ୍ତ ପ୍ରଧାନ
ମସିହା : ୧୯୭୯



(ପୁ+ଝି)
ଡାଲଖାଇରେ ଡାଲଖାଇରେ
ଲାଲ ଗୁଲୁ ଗୁଲୁ ଫଗୁର୍ ବରନ
(ପୁ)
ଲାଲ ଗୁଲୁ ଗୁଲୁ ଫଗୁର୍ ବରନ
ଲାଲ ଗୁଲୁ ଗୁଲୁ ଫଗୁର୍ ବରନ
(ଝି)
କେତେ ବରନ୍ ହେସି ଫୁଲର୍ ଫଗୁନ
(ପୁ)
ଫଗୁନ ମାସରେ ଦୁଲ ଯାତରା
(ପୁ+ଝି)
ଯାତରା କେ ଯିମା ଉଦିଆ ତରା
ଯମୁନାର୍ କୁଲେ କଦମର୍ ମୂଲେ
ମନ୍ ମହୁଥିବା ବଇଁଶୀ ସୁରେ
ଫଗୁ ଉଡ଼ୁଥିବା ସହିଲୋ
ଫଗୁ ଉଡ଼ୁଥିବା ସହିଲୋ
ମଦୁର ଚୁଲେ ମଦୁର ଚୁଲେ
ମଦୁର ଚୁଲେ କା ଡାଲଖାଇରେ ॥୧॥


(ପୁ+ଝି)
ଡାଲଖାଇରେ ଡାଲଖାଇରେ
ସୁରୁ ସୁରୁ ଲାଲ ଗିରେଲ ଫୁଲ
(ପୁ)
ସୁରୁ ସୁରୁ ଲାଲ ଗିରେଲ ଫୁଲ
ସୁରୁ ସୁରୁ ଲାଲ ଗିରେଲ ଫୁଲ
(ଝି)
କିଣିଯିମା ଚାଲ ଦେମୁଲ ଝାର
(ପୁ)
ଆରେ.. ଦେମୁଲ ଝାରେଦେ ଥିମା ମହୁଲ 
(ପୁ+ଝି)
ମହୁଲ ମାଗାନେ ହୋଇମା ଭୁଲ
ବାଜିବା ଢୁଲ ଚାଙ୍ଗୁ ମାନ୍ଦଲ
ଝମକୁଥିବା କା ଗୁଣର୍ ପାଞ୍ଜଲ
ଝାଇଁ ମାରିନେବା ସହିଲୋ
ଝାଇଁ ମାରିନେବା ସହିଲୋ
କଲା କଜଲ କଲା କଜଲ
କଲା କଜଲ କେ ଡାଲଖାଇରେ ॥୨॥ 


(ପୁ+ଝି)
ଡାଲଖାଇରେ ଡାଲଖାଇରେ
ବାସ ଗହଗହ ଆମ ବଉଲ
(ପୁ)
ବାସ ଗହଗହ ଆମ ବଉଲ
ବାସ ଗହଗହ ଆମ ବଉଲ
(ଝି)
ଲାଲ ଚହଚହ ଶିମେଲ ଫୁଲ
(ପୁ)
ଆରେ ଶିମେଲ ଫୁଲେ ଗୁନ୍ଥିମା ମୁକୁଟ
(ପୁ+ଝି)
ମୁକୁଟ ପିନ୍ଧିବା ନନ୍ଦର ଚାଟ
ଫଗୁନ ଜନ ଛନକେ ମନ
ଫଗୁ ଖେଲୁଥିମା ଜନକେ ଜନ
ଫଗୁ ରଙ୍ଗେ ହେମା ରଙ୍ଗେଇ
ଫଗୁ ରଙ୍ଗେ ହେମା ରଙ୍ଗେଇ
ଲାଲ ବରନ ଲାଲ ବରନ
ଲାଲ ବରନ କେ ଡାଲଖାଇରେ ॥୩॥   


YouTube ରେ ଡାଲଖାଇରେ ଡାଲଖାଇରେ ଲାଲ ଗୁଲୁ ଗୁଲୁ ଫଗୁର୍ ବରନ ର ଅଳ୍ପ କିଛି ଭାଗ ଦେଖନ୍ତୁ


ସମ୍ପୂର୍ଣ୍ଣ ଗୀତଟିକୁ ଦେଖନ୍ତୁ YouTube ରେ


== English ==

Song: Dalkhaire Dalkhaire Lala Gulu Gulu Phagur Barana
Language: Sambalpuri
Singer: Annapurna Acharya, Bibhuti Pattanaik
Lyricist: Kartikeswar Nayak
Music Director: Prabhudatta Pradhan
Year: 1979



(M+F)
Dalkhaire dalkhaire 
Lala gulu gulu phagur baran
(M)
Lala gulu gulu phagur baran
Lala gulu gulu phagur baran
(F)
Kete baran hesi phular phagun
(M)
Phagun masare dula jatara
(M+F)
Jatara ke jima udia tara
Jamunar kule kadamar mule
Man mahuthiba bainshi sure
Phagu uduthiba sahilo
Phagu uduthiba sahilo
Madura chule madura chule
Madura chule ka dalkhaire ॥1॥    


(M+F)
Dalkhaire dalkhaire
Suru suru lala girela phula
(M)
Suru suru lala girela phula
Suru suru lala girela phula
(F)
Kinijima chala demula jhara
(M)
Aare.. demula jharede thima mahula
(M+F)
Mahula magane hoima bhula
Bajiba dhula changu mandala
Jhamkuthiba ka gunar panjala
Jhain marineba sahilo
Jhain marineba sahilo
Kala kajala kala kajala
Kala kajala ke dalkhaire ॥2॥   


(M+F)
Dalkhaire dalkhaire
Basa gahagaha ama baula
(M)
Basa gahagaha ama baula
Basa gahagaha ama baula
(F)
Lala chahachaha shimela phula
(M)
Are shimela phule gunthima mukuta
(M+F)
Mukuta pindhiba nandara chata
Phaguna jana chhanake mana
Phagu kheluthima janake jana
Phagu range hema rangei
Phagu range hema rangei
Lala baran lala baran
Lala baran ke dalkhaire ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...


Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ