Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ରମଣୀ ରତନ ମେଘକୁ ଚାହିଁ - Ramani Ratana Megha Ku Chahin Lyrics

== ଓଡ଼ିଆ ==

ଗୀତ : ରମଣୀ ରତନ ମେଘକୁ ଚାହିଁ
ଭାଷା : ଓଡ଼ିଆ
କଣ୍ଠ : ଶ୍ୟାମମଣି ପଟ୍ଟନାୟକ
ଗୀତିକାର : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ



ରମଣୀ ରତନ ମେଘକୁ ଚାହିଁ
କହିବୁ ମେଘରେ କାନ୍ତକୁ ଯାଇ
ଏତେ ଦିନ କିମ୍ପା ବିଳମ୍ବ କଲେ
କାଲି ପରିକି କଣ୍ଟ ଦେଇଥିଲେ
କରି ମୋତେ ପର
କି ବିଚାରୁ ଥିବେ ଦିନୁଁ ଅନ୍ତର
କରି ମୋତେ ପର ॥୧॥

କଲାଣି ଘୋର ଦୁର୍ଦ୍ଦିନ ଚମକ
ନାଦ କଲେଣି କୋକିଳ ଡାହୁକ
କହିଥିଲେ ବନ୍ଧୁ ନିୟମ କରି
କେବେ ହେଁ ନ ଯିବି ପ୍ରବାସ କରି
କି ବିଚାରି ମନ
କେଉଁ ନାରୀ ସଙ୍ଗେ ବଞ୍ଚିଲେ ଦିନ
କି ବିଚାରି ମନ ॥୨॥

କାମେ ବଶ କଲା କେଉଁ ଚତୁରୀ
କେ ବା ରଖିଲା ମଣୀ ମନ୍ତ୍ର କରି
କେହୁ ଦଧି ଫଳ ଭୁଞ୍ଜାନ୍ତେ ବସି
ପିଣ୍ଡରୁ ପ୍ରାଣ ଯାଉଛି ଖସି
କେଉଁ ଉପାୟରେ
କାନ୍ତକୁ ଭେଟିବି ନେତ୍ର ପଥରେ
କେଉଁ ଉପାୟରେ ॥୩॥

ସତେ କି କରିବେ ହର ଗଉରୀ
ପ୍ରବାସୁ ମୋ କାନ୍ତ ଆସିବେ ଫେରି
କରିବେ ଅଙ୍କ ପଲଙ୍କେ ଶୟନ
ସତେ କି ମୋ ଦୁଃଖ ହେବ ମୋଚନ
କରି ରସକେଳି
ଭଣେ ଉପଇନ୍ଦ୍ର ଏ ରସେ ଭାଳି
କରି ରସକେଳି ॥୪॥


YouTube ରେ ରମଣୀ ରତନ ମେଘକୁ ଚାହିଁ


ଗୀତଟିର ଅନ୍ୟ ଏକ Video ଅନୁପମା ଆଚାର୍ଯ୍ୟ ଙ୍କ କଣ୍ଠରେ ଦେଖନ୍ତୁ YouTube ରେ



== English ==

Song : Ramani Ratana Megha Ku Chahin
Language : Odia
Singer : Shyamamani Pattanaik
Lyricist : Kabi Samrat Upendra Bhanja
Music Direction : Traditional



Ramani ratana meghaku chahin
Kahibu meghare kanta jai
Ete dina kimpa bilamba kale
Kali pariki kanta deithile
Kari mote para
Ki bicharu thibe dinun antara
Kari mote para ॥1॥

Kalani ghora durdina chamaka
Nada kaleni kolila dahuka
Kahithile bandhu niyama kari
Kebe hen na jibi prabasa kari
Ki bichari mana
Keun nari sange banchile dina
Ki bichari mana ॥2॥

Kame basha kala keun chturi
Ke ba rkhila mani mantra kari
Kehu dadhi phala bhunjante basi
Pindaru prana jauchhi khasi
Keun upayare
Kantaku bhetibi netra pathare
Keun upayare ॥3॥

Sate ki karibe hara gauri
Prabasu mo kanta asibe pheri
Karibe anka palanke shayana
Sate ki mo duhkha heba mochana
Kari rasakeli
Bhane upaindra e rase bhali
Kari rasakeli ॥4॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ