Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ - E Banara Chhai Jahin Prathama Prema Sapana Lyrics

== ଓଡ଼ିଆ ==

ଗୀତ : ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ
ଭାଷା : ଓଡ଼ିଆ
ଚଳଚିତ୍ର : ଗପ ହେଲେବି ସତ
କଣ୍ଠ : ସୁମନ କଲ୍ୟାଣପୁର, ଅମିତ କୁମାର
ଗୀତିକାର : ଗୁରୁକୃଷ୍ଣ ଗୋସ୍ଵାମୀ
ସଙ୍ଗୀତ ନିର୍ଦ୍ଦେଶକ : ଭୁବନ, ହରି 
ମସିହା : ୧୯୭୬



(ପୁ)
ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ
ଯାଇଛି ସତ ହୋଇ
ମୁଁ ଭୁଲିବି ନାହିଁ
ମୁଁ ଭୁଲିବି ନାହିଁ

ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ
ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ
ଯାଇଛି ସତ ହୋଇ
ମୁଁ ଭୁଲିବି ନାହିଁ
ମୁଁ ଭୁଲିବି ନାହିଁ
(ଝି)
ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ଚଇତି
ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ଚଇତି
ଯାଇଛି ମତେ ଛୁଇଁ
ମୁଁ ଭୁଲିବି ନାହିଁ
ମୁଁ ଭୁଲିବି ନାହିଁ ॥


(ପୁ)
ସରଗ ଚାନ୍ଦ ପଡ଼ିଚି ଖସି ସତେ କି ମୋ ହାତେ
ଗଲା ଜନମ ଖୋଜିଲା ସାଥି ଯାଇଚି ମିଳି ମତେ
ମୁଁ ଦେଉଛି କହି ସାରା ଜୀବନ ହସିବି ମୁହିଁ
ମୁଁ ଦେଉଛି କହି ସାରା ଜୀବନ ହସିବି ମୁହିଁ
ତୁମକୁ ସାଥେ ନେଇ
ମୁଁ ଭୁଲିବି ନାହିଁ
ମୁଁ ଭୁଲିବି ନାହିଁ ॥୧॥


(ଝି)
ଏ ମନ ତୁମ ପୁଜାରିଣୀ ଏ ଦେହ ପୁଜାଫୁଲ
ଏଇ ଜୀବନ ଦେଉଳେ ତୁମେ ତୁମେ ଦେବତା ମୋର
ମୁଁ ରଖୁଛି କହି ତୁମ ଦେହର ଛାଇ ହୋଇବି
ମୁଁ ରଖୁଛି କହି ତୁମ ଦେହର ଛାଇ ହୋଇବି
ଜନମ ସାରା ମୁହିଁ
ମୁଁ ଭୁଲିବି ନାହିଁ
ମୁଁ ଭୁଲିବି ନାହିଁ
(ପୁ)
ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ
ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ
ଯାଇଛି ସତ ହୋଇ
ମୁଁ ଭୁଲିବି ନାହିଁ
ମୁଁ ଭୁଲିବି ନାହିଁ
(ଝି)
ମୁଁ ଭୁଲିବି ନାହିଁ
ମୁଁ ଭୁଲିବି ନାହିଁ
(ପୁ) 
ମୁଁ ଭୁଲିବି ନାହିଁ
ମୁଁ ଭୁଲିବି ନାହିଁ
(ଝି)
ମୁଁ ଭୁଲିବି ନାହିଁ
ମୁଁ ଭୁଲିବି ନାହିଁ ॥୨॥ 


YouTube ରେ ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ



== English ==

Song : E Banara Chhai Jahin Prathama Prema Sapana
Language : Odia
Movie : Gapa Helebi Sata
Singer : Suman Kalyanpur, Amit Kumar
Lyrics : Gurukrushna Goswami
Music Director : Bhubana, Hari
Year : 1976



(M)
E banara chhai jahin prathama prema sapana
Jaichhi sata hoi
Mun bhulibi nahin
Mun bhulibi nahin

E banara chhai jahin prathama prema sapana
E banara chhai jahin prathama prema sapana
Jaichhi sata hoi
Mun bhulibi nahin
Mun bhulibi nahin
(F)
E banara chhai jahin prathama prema chaiti
E banara chhai jahin prathama prema chaiti
Jaichhi mate chhuin
Mun bhulibi nahin
Mun bhulibi nahin ॥


(M)
Saraga chanda padichi khasi sate ki mo hate
Gala janama khojila sathi jaichi mili mate
Mun deuchhi kahi sara jibana hasibi muhin
Mun deuchhi kahi sara jibana hasibi muhin
Tumaku sathe nei
Mun bhulibi nahin
Mun bhulibi nahin ॥1॥


(F)
E mana tuma pujarini e deha pujaphula
Ei jibana deule tume tume debata mora
Mun rakhuchhi kahi tuma dehara chhai hoibi
Mun rakhuchhi kahi tuma dehara chhai hoibi
Janama sara muhin
Mun bhulibi nahin
Mun bhulibi nahin
(M)
E banara chhai jahin prathama prema sapana
E banara chhai jahin prathama prema sapana
Jaichhi sata hoi
Mun bhulibi nahin
Mun bhulibi nahin
(F)
Mun bhulibi nahin
Mun bhulibi nahin
(M)
Mun bhulibi nahin
Mun bhulibi nahin
(F)
Mun bhulibi nahin
Mun bhulibi nahin ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ