Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ହଁ ମୁଁ ତୋ ପ୍ରେମରେ ପଡ଼ିଗଲି (ମନ ମୋର କରେ ଜିଦି ତତେ ପାଇବାକୁ) - Han Mun To Premare Padigali (Mana Mora Kare Jidi Tate Paibaku) Lyrics

== ଓଡ଼ିଆ ==

ଗୀତ : ହଁ ମୁଁ ତୋ ପ୍ରେମରେ ପଡ଼ିଗଲି
ଭାଷା : ଓଡ଼ିଆ
କଣ୍ଠ : ହ୍ୟୁମାନ ସାଗର, ଅସୀମା ପଣ୍ଡା
ଗୀତିକାର : ଶୁଭ ଦାଶ 
ସଙ୍ଗୀତ ନିର୍ଦ୍ଦେଶକ : ସୁଶିଲ ଦଳାଇ
ମସିହା : ୨୦୧୯



(ଝି)
ମନ ମୋର କରେ ଜିଦି ତତେ ପାଇବାକୁ
ତୋ ପାଖରେ ରହିବାକୁ ସାଥେ ଜିଇଁବାକୁ
ମନ ମୋର କରେ ଜିଦି ତତେ ପାଇବାକୁ
ତୋ ପାଖରେ ରହିବାକୁ ସାଥେ ଜିଇଁବାକୁ
(ପୁ)
ପ୍ରଥମ ଦେଖାରେ ବାଛିନେଲି
ହୃଦୟରେ ତତେ ରଖିଦେଲି
(ଝି)
ହଁ..ମୁଁ ତୋ ପ୍ରେମରେ ପଡ଼ିଗଲି
(ପୁ)
ହଁ..ମୁଁ ତୋ ପ୍ରେମରେ ପଡ଼ିଗଲି ॥


(ପୁ)
ଦୁଇଗୁଣା ହୁଏ ଖୁସିର ଓଜନ
ତୋ ସାଥିରେ ପ୍ରେମ ବାଣ୍ଟିଲେ
(ଝି)
ହୋ..ଛୋଟ ଲାଗେ କାଇଁ ସବୁ ଚଲାବାଟ
ତୋ ସାଥିରେ ମିଶି ଚାଲିଲେ
(ପୁ)
ଏ ଇଶାରାକୁ ତୋ ବୁଝିଗଲି
ତୋ ପାଖରେ ଆସି ଅଟକିଲି
(ଝି)
ହଁ..ମୁଁ ତୋ ପ୍ରେମରେ ପଡ଼ିଗଲି
(ପୁ)
ହଁ..ମୁଁ ତୋ ପ୍ରେମରେ ପଡ଼ିଗଲି ॥୧॥


(ପୁ)
ହୋ..ସଜଫୁଲ ପରି ତାଜା ତାଜା ଲାଗୁ
ଯେବେ ଯେବେ ତତେ ଦେଖୁଚି
(ଝି)
ମୋ ଖୁଦା ଜାଣିଚି ସବୁ ଦୁଆରେ ମୁଁ
ତୋଅରି ପ୍ରେମକୁ ମାଗିଛି
(ପୁ)
ଏ ଦୁନିଆକୁ ମୁଁ ଛାଡ଼ିଦେଲି
ତୋ ଭିତରେ ଯାଇ ରହିଗଲି
(ଝି)
ହଁ..ମୁଁ ତୋ ପ୍ରେମରେ ପଡ଼ିଗଲି
(ପୁ)
ହଁ..ମୁଁ ତୋ ପ୍ରେମରେ ପଡ଼ିଗଲି
(ଝି)
ହଁ..ମୁଁ ତୋ ପ୍ରେମରେ ପଡ଼ିଗଲି (BG ପୁ) ହେଇ..
(ପୁ)
ହଁ..ମୁଁ ତୋ ପ୍ରେମରେ ପଡ଼ିଗଲି ॥୨॥


Note :
(BG ପୁ) : Background ପୁଅ



YouTube ରେ ହଁ ମୁଁ ତୋ ପ୍ରେମରେ ପଡ଼ିଗଲି



== English ==

Song : Han Mun To Premare Padigali
Language : Odia
Singer : Humane Sagar, Aseema Panda
Lyrics : Subha Dash
Music Director : Sushil Dalai
Year : 2019



(F)
Mana mora kare jidi tate paibaku
To pakhare rahibaku sathe jiinbaku
Mana mora kare jidi tate paibaku
To pakhare rahibaku sathe jiinbaku
(M)
Prathama dekhare bachhineli
Hrudayare tate rakhideli
(F)
Han..mun to premare padigali
(M)
Han..mun to premare padigali ॥


(M)
Duiguna hue khusira ojana
To sathire prema bantile
(F)
Ho..chhota lage kain sabu chalabata
Ta sathire mishi chalile
(M)
E isharaku to bujhigali
To pakhare asi atakili
(F)
Han..mun to premare padigali
(M)
Han..mun to premare padigali ॥1॥


(M)
Ho.. sajaphula pari taja taja lagu
Jebe jebe tate dekhuchi
(F)
Mo khuda janichi sabu duare mun
Toari premaku magichhi
(M)
E duniaku mun chhadideli
To bhitare jai rahigali
(F)
Han..mun to premare padigali
(M)
Han..mun to premare padigali
(F)
Han..mun to premare padigali (BG M) hei..
(M)
Han..mun to premare padigali ॥2॥


Note :
(BG M) : Background Male



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ