Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଫୁଲର ସହରେ ଘରଟେ ତୋଳିଚି - Phulara Sahare Gharate Tolichi Lyrics

== ଓଡ଼ିଆ ==

ଗୀତ : ଫୁଲର ସହରେ ଘରଟେ ତୋଳିଚି
ଭାଷା : ଓଡ଼ିଆ
କଣ୍ଠ : ଉଦିତ ନାରାୟଣ 
ଗୀତିକାର : ନିର୍ମଳ ନାୟକ
ସଙ୍ଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର



ଫୁଲର ସହରେ ଘରଟେ ତୋଳିଚି
ଫୁଲର ସହରେ ଘରଟେ ତୋଳିଚି
ତୁ ଆସିବୁ ବୋଲି ପ୍ରିୟା.. ତୁ ଆସିବୁ ବୋଲି
ହଁ.. ଅଗଣା ଦୁଆରେ ଦୋଳିଟେ ବାନ୍ଧିଚି
ଅଗଣା ଦୁଆରେ ଦୋଳିଟେ ବାନ୍ଧିଚି
ତୁ ବସିବୁ ବୋଲି ପ୍ରିୟା.. ତୁ ବସିବୁ ବୋଲି
ଚାନ୍ଦକୁ କହିଚି ଚାନ୍ଦିନୀ ଦବ
ତାରାକୁ କହିଚି ଗହଣା ହବ
ତୋ ବାଟକୁ ଚାହିଁଚି ଆଖିରୁ ନିଦ ଭୁଲି
ତୁ ଆସିବୁ ବୋଲି  ପ୍ରିୟା.. ତୁ ଆସିବୁ ବୋଲି ॥


ସପନର ନଈକୁଳେ ବସିଚି ମୁଁ ତତେ ଚାହିଁ
ତୁ ଆସିଲେ ତୋ କାନରେ 
ତୁ ଆସିଲେ ତୋ କାନରେ
ମନକଥା ଦେବି ମୁଁ କହି
ମେଘକୁ କହିଚି ବରଷା ଦବ
ଫଗୁଣ ତୋ ଦେହେ ରଙ୍ଗ ଢାଳିବ
ମୁଁ ସଜେଇ ରହିଚି ଗୋଲାପ ହେନା ମଲ୍ଲି
ତୁ ଆସିବୁ ବୋଲି ପ୍ରିୟା.. ତୁ ଆସିବୁ ବୋଲି ॥୧॥


ଯେଉଁ ଦିନ ତୁ ଆସିବୁ ପଦରେ ଅଳତା ନାଇଁ
ମୋ ଜୀବନେ ଭରିଯିବ
ମୋ ଜୀବନେ ଭରିଯିବ
ଅସରନ୍ତି ସୁଖର ଛାଇ
ଭଅଁର ତୋ ପାଇଁ ଗୀତ ଗାଇବ
ଅଳସ ନିଦରେ ଶୁଆଇଦେବ
ମୁଁ ଚାହିଁଚି ତୋ ପାଇଁ ମନ ଦରଜା ଖୋଲି
ତୁ ଆସିବୁ ବୋଲି  ପ୍ରିୟା.. ତୁ ଆସିବୁ ବୋଲ
ଫୁଲର ସହରେ ଘରଟେ ତୋଳିଚି
ଫୁଲର ସହରେ ଘରଟେ ତୋଳିଚି
ତୁ ଆସିବୁ ବୋଲି ପ୍ରିୟା.. ତୁ ଆସିବୁ ବୋଲି
ହଁ.. ଅଗଣା ଦୁଆରେ ଦୋଳିଟେ ବାନ୍ଧିଚି
ଅଗଣା ଦୁଆରେ  ଦୋଳିଟେ ବନ୍ଧିଚି
ତୁ ବସିବୁ ବୋଲି ପ୍ରିୟା.. ତୁ ବସିବୁ ବୋଲି
ଚାନ୍ଦକୁ କହିଚି ଚାନ୍ଦିନୀ ଦବ
ତାରାକୁ କହିଚି ଗହଣା ହବ
ତୋ ବାଟକୁ ଚାହିଁଚି ଆଖିରୁ ନିଦ ଭୁଲି
ତୁ ଆସିବୁ ବୋଲି  ପ୍ରିୟା.. ତୁ ଆସିବୁ ବୋଲି
ହୋ.. ତୁ ଆସିବୁ ବୋଲି  ପ୍ରିୟା
ତୁ ଆସିବୁ ବୋଲ ପ୍ରିୟା ॥୨॥


YouTube ରେ ଫୁଲର ସହରେ ଘରଟେ ତୋଳିଚି



== English ==

Song : Phulara Sahare Gharate Tolichi
Language : Odia
Singer : Udit Narayan
Lyrics : Nirmal Nayak
Music Director : Abhijit Majumdar



Phulara sahare gharate tolichi
Phulara sahare gharate tolichi
Tu asibu boli priya.. Tu asibu boli
Han.. agana duare dolite bandhichi
Agana duare dolite bandhichi
Tu basibu boli priya.. tu basibu boli
Chandaku kahichi chandini daba
Taraku kahichi gahana haba
To bataku chahinchi akhiru nida bhuli
Tu asibu boli priya.. Tu asibu boli ॥


Sapanara naikule basichi mun tate chahin
Tu asile to kanare
Tu asile to kanare
Manakatha debi mun kahi
Meghaku kahichi barasa daba
Phaguna to dehe ranga dhaliba
Mun sajei rahichi golapa hena malli
Tu asibu boli priya.. Tu asibu bolii ॥1॥


Jeun dina tu asibu padare alata nain
Mo jibane bharijiba
Mo jibane bharijiba
Asaranti sukhara chhai
Bhaanra to pain gita gaiba
Alasa nidare shuaideba
Mun chahinchi to pain mana daraja kholi
Tu asibu boli priya.. Tu asibu boli
Phulara sahare gharate tolichi
Phulara sahare gharate tolichi
Tu asibu boli priya.. Tu asibu boli
Han.. agana duare dolite bandhichi
Agana duare dolite bandhichi
Tu basibu boli priya.. tu basibu boli
Chandaku kahichi chandini daba
Taraku kahichi gahana haba
To bataku chahinchi akhiru nida bhuli
Tu asibu boli priya.. Tu asibu boli
Ho.. tu asibu boli priya
Tu asibu boli ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on e jibana jaubana sabu para lyrics odia: “ଅଶେଷ ଧନ୍ୟବାଦ । ଆଉ କେଉଁ ଗୀତ ଆପଣଙ୍କ ପସନ୍ଦ କମେଣ୍ଟ କରି ଜଣାଇବେ ।- "ଦି ସ୍ମରଣିକା" ଟିମ୍”

Anonymous commented on e jibana jaubana sabu para lyrics odia: “Jay Jagannath ”

Anonymous commented on kala manikare dhire ghena lyrics odia: “Dhire ghena kanana re krushna bilambita ra meaning in idia”

The Smaranika commented on olata brukhe kheluchhi lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

indiramishra commented on olata brukhe kheluchhi lyrics odia: “Beautiful song, ହୃଦୟସ୍ପର୍ଶୀ ଖୁବ ମର୍ମ ସ୍ପର୍ଶୀ ”

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

The Smaranika commented on utha kankala chhidu shrun lyrics odia: “Here it is:https://thesmaranika.blogspot.com/2019/11/vande-utkala-janani-v2-lyrics-odia.html”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ