Posts

Showing posts with the label ବିଭୂତି ପଟ୍ଟନାୟକ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଡାଲଖାଇରେ ଡାଲଖାଇରେ ଡୁଏଟ୍ ଭର୍ଜନ (ଲାଲ ଗୁଲୁ ଗୁଲୁ ଫଗୁର୍ ବରନ) - Dalkhaire Dalkhaire Duet Version (Lala Gulu Gulu Phagur Barana) Lyrics

Image
== ଓଡ଼ିଆ == ଗୀତ : ଡାଲଖାଇରେ ଡାଲଖାଇରେ ଲାଲ ଗୁଲୁ ଗୁଲୁ ଫଗୁର୍ ବରନ ଭାଷା : ସମ୍ବଲପୁରୀ କଣ୍ଠ : ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ, ବିଭୂତି ପଟ୍ଟନାୟକ ଗୀତିକାର : କାର୍ତ୍ତିକେଶ୍ୱର ନାୟକ ସଙ୍ଗୀତ ନିର୍ଦ୍ଦେଶକ : ପ୍ରଭୂଦତ୍ତ ପ୍ରଧାନ ମସିହା : ୧୯୭୯ (ପୁ+ଝି) ଡାଲଖାଇରେ ଡାଲଖାଇରେ ଲାଲ ଗୁଲୁ ଗୁଲୁ ଫଗୁର୍ ବରନ (ପୁ) ଲାଲ ଗୁଲୁ ଗୁଲୁ ଫଗୁର୍ ବରନ ଲାଲ ଗୁଲୁ ଗୁଲୁ ଫଗୁର୍ ବରନ (ଝି) କେତେ ବରନ୍ ହେସି ଫୁଲର୍ ଫଗୁନ (ପୁ) ଫଗୁନ ମାସରେ ଦୁଲ ଯାତରା (ପୁ+ଝି) ଯାତରା କେ ଯିମା ଉଦିଆ ତରା ଯମୁନାର୍ କୁଲେ କଦମର୍ ମୂଲେ ମନ୍ ମହୁଥିବା ବଇଁଶୀ ସୁରେ ଫଗୁ ଉଡ଼ୁଥିବା ସହିଲୋ ଫଗୁ ଉଡ଼ୁଥିବା ସହିଲୋ ମଦୁର ଚୁଲେ ମଦୁର ଚୁଲେ ମଦୁର ଚୁଲେ କା ଡାଲଖାଇରେ ॥୧॥ (ପୁ+ଝି) ଡାଲଖାଇରେ ଡାଲଖାଇରେ ସୁରୁ ସୁରୁ ଲାଲ ଗିରେଲ ଫୁଲ (ପୁ) ସୁରୁ ସୁରୁ ଲାଲ ଗିରେଲ ଫୁଲ ସୁରୁ ସୁରୁ ଲାଲ ଗିରେଲ ଫୁଲ (ଝି) କିଣିଯିମା ଚାଲ ଦେମୁଲ ଝାର (ପୁ) ଆରେ.. ଦେମୁଲ ଝାରେଦେ ଥିମା ମହୁଲ  (ପୁ+ଝି) ମହୁଲ ମାଗାନେ ହୋଇମା ଭୁଲ ବାଜିବା ଢୁଲ ଚାଙ୍ଗୁ ମାନ୍ଦଲ ଝମକୁଥିବା କା ଗୁଣର୍ ପାଞ୍ଜଲ ଝାଇଁ ମାରିନେବା ସହିଲୋ ଝାଇଁ ମାରିନେବା ସହିଲୋ କଲା କଜଲ କଲା କଜଲ କଲା କଜଲ କେ ଡାଲଖାଇରେ ॥୨॥  (ପୁ+ଝି) ଡାଲଖାଇରେ ଡାଲଖାଇରେ ବାସ ଗହଗହ ଆମ ବଉଲ (ପୁ) ବାସ ଗହଗହ ଆମ ବଉଲ ବାସ ଗହଗହ ଆମ ବଉଲ (ଝି) ଲାଲ ଚହଚ...

ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ - Le Le Le Baula Khosar Tale Mali Phula Lyrics

Image
== ଓଡ଼ିଆ == ଗୀତ : ଲେ ଲେ ଲେ ବଉଲ ଭାଷା : ସମ୍ବଲପୁରୀ  କଣ୍ଠ : ବିଭୂତି ପଟ୍ଟନାୟକ ଗୀତିକାର : ରାମପ୍ରସାଦ ପୁରୋହିତ ସଂଗୀତ ନିର୍ଦ୍ଦେଶକ : ପ୍ରଭୂଦତ୍ତ ପ୍ରଧାନ ମସିହା : ୧୯୭୯ ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ ଲେ ଲେ ଲେ ବଉଲ ଦୁତିଆ ଜହ୍ନକେ ମରୁଛେ ଠାର ହାଏରେ ବଉଲ କିଏ ଦେବା ତାର୍ ମୁଲରେ ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ ଲେ ଲେ ଲେ ବଉଲ ॥ ଦେଖିଥିଲି ତତେ ଦୁତିଆ ଦିନେ ଗାଁର୍ ମଝା ଖୁଲି ଯାତରେ ଥାନେ ଦେଖିଥିଲି ତତେ ଦୁତିଆ ଦିନେ ଗାଁର୍ ମଝା ଖୁଲି ଯାତରେ ଥାନେ ଚିକନ ଖରା ଉଦିଆ ତରା ହାଏରେ ବଉଲ ତୋର୍ ଲାଗି ମୋର୍ ମନ ବିକଲ ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ ଲେ ଲେ ଲେ ବଉଲ ॥୧॥ ଧାରା ଶିରାବନ ବରଷା ରାତି କଥା ନେଇ କହେଲେ ଫାଟୁଛେ ଛାତି ଧାରା ଶିରାବନ ବରଷା ରାତି କଥା ନେଇ କହେଲେ ଫାଟୁଛେ ଛାତି ଏ ଭାପ ତୋର ମୁନୁଗା ଚେର ହାଏରେ ବଉଲ ଛନ ଛନ ଆଖିର୍ କଜଲର୍ ଗାର ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ ଲେ ଲେ ଲେ ବଉଲ ॥୨॥ ଝଲମଲ କରେ ମୁହୁ ଦର୍ପନ ଘଡ଼ିମାରି ଧନ ଉଦୁଛେ ଜହ୍ନ ଝଲମଲ କରେ ମୁହୁ ଦର୍ପନ ଘଡ଼ିମାରି ଧନ ଉଦୁଛେ ଜହ୍ନ ବାହାଲ ଚନା ଲାଗୁଛେ ବନା ହାଏରେ ବଉଲ ସତେ ହେମା କାଏଁ କନିଆ ବର ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ ଲେ ଲେ ଲେ ବଉଲ ॥୩॥ YouTube ରେ ଲେ ଲେ ଲେ ବଉଲ ଗୀତଟିର ମୂଳ ରେକର...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ