Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଯମୁନା କହୁଚି ଯଶୋଦାକୁ ଚାହିଁ - Jamuna Kahuchi Jashodaku Chahin Lyrics

== ଓଡ଼ିଆ ==

ଗୀତ : ଯମୁନା କହୁଚି ଯଶୋଦାକୁ ଚାହିଁ
ଭାଷା : ଓଡ଼ିଆ
ଆଲବମ : ଦୁଇଦିନ ମଣିଷ ଜୀବନ
କଣ୍ଠ : ଅଞ୍ଜଳି ମିଶ୍ର
ଗୀତିକାର : ମଳୟ ମିଶ୍ର
ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର, ଗିରିଧର ଗୋମାଙ୍ଗ



ଉଁ..ଉଁହୁଁହୁଁ..
ଉଁ..ଉଁହୁଁହୁଁ..
ଉଁହୁଁ..ଉଁହୁଁ..
ଉଁହୁଁ..ଉଁହୁଁ..

ଯମୁନା କହୁଚି ଯଶୋଦାକୁ ଚାହିଁ
ଯଶୋଦ ଲୋ କାହିଁକି ଏତେ ତୋ ବଡ଼େଇ
ଯମୁନା କହୁଚି ଯଶୋଦାକୁ ଚାହିଁ
ଯଶୋଦ ଲୋ କାହିଁକି ଏତେ ତୋ ବଡ଼େଇ
ତୋ ଠାରୁ ବେଶି ସମୟ
ତୋ ଠାରୁ ବେଶି ସମୟ
ମୋ ପାଖେ କହ୍ନେଇ
ଯମୁନା କହୁଚି ଯଶୋଦାକୁ ଚାହିଁ  
ଯଶୋଦାକୁ ଚାହିଁ.. ॥


କାହ୍ନୁ ତୋ ପାଖରେ ଯେବେ ଖାଏ
ମୋ ପାଖରେ ମୁହଁଧୁଏ
କାହ୍ନୁ ତୋ ପାଖରେ ଅଝଟିଆ
ମୋ ପାଖରେ ଗେହ୍ଲ ହୁଏ
କାହ୍ନୁ ତୋ ପାଖରେ ଯେବେ ରୁଷେ ମୋ ପାଖରେ ଆସି ଲୁଚେ
କାହ୍ନୁ ତୋ ପାଖରେ କାନ୍ଦେ ସିନା
ମୋ ପାଖରେ ଆସି ହସେ
ତୋ ଠାରୁ ବେଶି ଗୁଣର
ତୋ ଠାରୁ ବେଶି ଗୁଣର
ମୋ ପାଖେ କହ୍ନେଇ..
ଯମୁନା କହୁଚି ଯୋଶୋଦାକୁ ଚାହିଁ
ଯୋଶୋଦାକୁ ଚାହିଁ.. ॥୧॥


ତୁ ଚାହୁଁ ସିନା କାହ୍ନୁ ବାଟ
କାହ୍ନୁ ଛାଡ଼େ ନାହିଁ ମୋର ଘାଟ
କାହ୍ନୁ ତୋ ପାଖରେ କରେ ହଟ
ମୋ ପାଖରେ କରେ ନାଟ
କାହ୍ନୁ ତୋର ସିନା ଗଣ୍ଠିଧନ
ହେଲେ ମୋ ପାଖରେ ତାର ମନ
କାହ୍ନୁ ତୋର ସିନା ସୁନା ଜହ୍ନ
ମୋ କୋଳରେ ରାତି ଦିନ
ତୋ ଠାରୁ ବେଶି ନିଜର
ତୋ ଠାରୁ ବେଶି ନିଜର
ମୋ ପାଖେ କହ୍ନେଇ..
ଯମୁନା କହୁଚି ଯଶୋଦାକୁ ଚାହିଁ
ଯଶୋଦା ଲୋ କାହିଁକି ଏତେ ତୋ ବଡ଼େଇ
ତୋ ଠାରୁ ବେଶି ସମୟ
ତୋ ଠାରୁ ବେଶି ସମୟ
ମୋ ପାଖେ କହ୍ନେଇ..
ଯମୁନା କହୁଚି ଯଶୋଦାକୁ ଚାହିଁ
ଯଶୋଦା ଲୋ କାହିଁକି ଏତେ ତୋ ବଡ଼େଇ
ଯମୁନା କହୁଚି ଯଶୋଦାକୁ ଚାହିଁ
ଯଶୋଦା ଲୋ କାହିଁକି ଏତେ ତୋ ବଡ଼େଇ ॥୨॥


YouTube ରେ ଯମୁନା କହୁଚି ଯଶୋଦାକୁ ଚାହିଁ



== English ==

Song : Jamuna Kahuchi Jasodaku Chahin
Language : Odia
Album : Dui Dina Manisa Jeevana
Singer : Anjali Mishra
Lyricist : Malaya Mishra
Music Director : Malaya Mishra, Giridhara Gomanga



Un..unhunhun..
Un..unhunhun..
Unhun..unhun..
Unhun..unhun..

Jamuna kahuchi Jashodaku chahin
Jasoda lo kahinki ete to badei
Jamuna kahuchi Jashodaku chahin
Jasoda lo kahinki ete to badei
To tharu beshi samaya
To tharu beshi samaya
Mo pakhe Kahnei
Jamuna kahuchi Jashodaku chahin 
Jasodaku chahin.. ॥
 

Kahnu to pakhare jebe khae
Mo pakhare muhandhue
Kahnu to pakhare ajhatia
Mo pakhare gehla hue
Kahnu to pakhare jebe ruse mo pakhare asi luche
Kahnu to pakhare kande sina
Mo pakhare asi hase
To tharu beshi gunara
To tharu beshi gunara
Mo pakhe Kahnei..
Jamuna kahuchi Jashodaku chahin 
Jashodaku chahin.. ॥1॥


Tu chahun sina Kahnu bata
Kahnu chhade nahin mora ghata
Kahnu to pakhare kare hata
Mo pakhare kare nata
Kahnu tora sina ganthidhana
Hele mo pakhare tara mana
Kahnu tora sina suna janha
Mo kolare rati dina
To tharu beshi nijara
To tharu beshi nijara
Mo pakhe Kahnei..
Jamuna kahuchi Jashodaku chahin 
Jashoda lo kahinki ete to badei
To tharu beshi samaya
To tharu beshi samaya
Mo pakhe Kahnei..
Jamuna kahuchhi Jashodaku chahin
Jashoda lo kahinki ete to badei 
Jamuna kahuchhi Jashodaku chahin
Jashoda lo kahinki ete to badei ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ