Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସତେକି ଏ ଜୀବ ଯିବ - Sateki E Jiba Jiba Lyrics

== ଓଡ଼ିଆ ==

ଗୀତ : ସତେକି ଏ ଜୀବ ଯିବ
ଭାଷା : ଓଡ଼ିଆ
କଣ୍ଠ : ଭିକା
ରି ବଳ
ଗୀତିକାର : ଅଚ୍ୟୁତାନନ୍ଦ ମହାପୁରୁଷ
ସଂଗୀତ ନିର୍ଦ୍ଦେଶକ : ଭିକାରି ବଳ
ମସିହା : ୧୯୭୯



ସତେକି ଏ ଜୀବ ଯିବ
ବୃନ୍ଦାବନେ ଯାଇ ସ୍ଥାନ ପାଇବ ହେ
ରାଧା ଗୋବିନ୍ଦ
ଏହି ସୁଦୟା ମୋ ଠାରେ ଥିବ ହେ
ରାଧା ଗୋବିନ୍ଦ ॥

ଦିବସେ ମରଣ ହେବ
ଯମ ଦଣ୍ଡ ଆଉ ମୋତେ ନ ଦେବ ହେ
ରାଧା ଗୋବିନ୍ଦ
ଏହି ସୁଦୟା ମୋ’ଠାରେ ଥିବ ହେ
ରାଧା ଗୋବିନ୍ଦ ॥୧॥

ବାସି ମଢ଼ା ମୁଁ ନୋହିବି
ତବ ନାମ ହୃଦେ ଜପୁଣଥିବି ହେ
ରାଧା ଗୋବିନ୍ଦ
ଭବ ସାଗରୁ ତରିବି ହେ
ରାଧା ଗୋବିନ୍ଦ
ବନ୍ଧୁ ବାନ୍ଧବ ମୋହରି
ଚତୁର୍ପାଶେ ବସି ଥିବେଟି ଘେରି ହେ
ରାଧା ଗୋବିନ୍ଦ
ଏହି ସୁଦୟା ଥିବଟି କରି ହେ
ରାଧା ଗୋବିନ୍ଦ ॥୨॥

ହରେ କୃଷ୍ଣ ହରେ ରାମ
ସେହି ନାମ ଧରି ଜୀବ ଜୀବନ ହେ
ରାଧା ଗୋବିନ୍ଦ
ହରେ କୃଷ୍ଣ ହରେ ରାମ
ଏହି ନାମ ଧରି ଜୀବ ଜୀବନ ହେ
ରାଧା ଗୋବିନ୍ଦ
ଏତିକି ମୋ ନିବେଦନ ହେ
ରାଧା ଗୋବିନ୍ଦ ॥୩॥

ଏତିକି ମାଗୁଣି ମୋର
ଦୟା ରଖିଥିବ ଶ୍ରୀରଙ୍ଗାଧର ହେ
ରାଧା ଗୋବିନ୍ଦ
ଏତିକି ମାଗୁଣି ମୋର
ଦୟା ରଖିଥିବ ଶ୍ରୀରଙ୍ଗାଧର ହେ
ରାଧା ଗୋବିନ୍ଦ
କହେ ଅଚ୍ୟୁତି ପାମର ହେ
ରାଧା ଗୋବିନ୍ଦ
କହେ ଅଚ୍ୟୁତି ପାମର ହେ
ରାଧା ଗୋବିନ୍ଦ
କହେ ଅଚ୍ୟୁତି ପାମର ହେ
ରାଧା ଗୋବିନ୍ଦ ॥୪॥


YouTube ରେ ସତେକି ଏ ଜୀବ ଯିବ



== English ==

Song : Sateki E Jiba Jiba
Language : Odia
Singer : Bhikari Bala
Lyricist : Achyutananda Mahapurusha
Music Director : Bhikari Bala
Year : 1979



Sateki e jiba jiba
Brindavane jai sthana paiba he
Radha Gobinda
Ehi sudaya mo thare thiba he
Radha Gobinda ॥

Dibase marana heba
Jama danda aau mote na deba he
Radha Gobinda
Ehi sudaya mo’thare thiba he
Radha Gobinda ॥1॥

Basi madha mun nohibi
Taba nama hrude japunathibi he
Radha Gobinda
Bhaba sagaru taribi he
Radha Gobinda
Bandhu bandhaba mohari
Chaturpashe basi thibeti gheri he
Radha Gobinda
Ehi sudaya thibati kari he
Radha Gobinda ॥2॥

Hare Krushna Hare Rama
Sehi nama dhari jiba jibana he
Radha Gobinda
Hare Krushna Hare Rama
Ehi nama dhari jiba jibana he
Radha Gobinda
Etiki mo nibedana he
Radha Gobinda ॥3॥

Etiki maguni mora
Daya rakhithiba Shrirangadhara he
Radha Gobinda
Etiki maguni mora
Daya rakhithiba Shrirangadhara he
Radha Gobinda
Kahe Achyuti pamara he
Radha Gobinda
Kahe Achyuti pamara he
Radha Gobinda
Kahe Achyuti pamara he
Radha Gobinda ॥4॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Good song my favourite song bhikari bala sir i miss u sir

    ReplyDelete
  2. ମତାମତ ପାଇଁ ଅଶେଷ ଧନ୍ୟବାଦ

    - "ଦି ସ୍ମରଣିକା" ଟିମ୍

    ReplyDelete
  3. 🙏🙏🙏 ମଣିଷ ଜନ୍ମ ଓ ମୃତ୍ୟୁର ନିଛକ ସତ୍ୟ।

    ReplyDelete
    Replies
    1. ହଁ ଠିକ୍ କହିଲେ । ମତାମତ ପାଇଁ ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  4. ସବୁ ଭଜନ ର lyrics pdf ଦୟାକରି ପଠାନ୍ତୁ

    ReplyDelete
    Replies
    1. ପାଠକମାନେ ନିଜେ ସହଜରେ PDF ବନେଇପାରିବେ । ସେ ବ୍ୟବସ୍ଥା "ଦି ସ୍ମରଣିକା" ରେ କରାଯାଇଛି । ଆପଣ Frequently Asked Questions (FAQ) ପେଜ୍ ଦେଖିଲେଣି କି ?

      https://thesmaranika.blogspot.com/p/faq.html

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on nari tuhi debi puni mamata lyrics odia: “Bahut sundar ”

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ