Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ - Kahin Gale Shyamaghana E Ghana Kalare Lyrics

== ଓଡ଼ିଆ ==

ଗୀତ : କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ
ଭାଷା : ଓଡ଼ିଆ
କଣ୍ଠ : ଚିତ୍ତ ଜେନା
ଗୀତିକାର : ପ୍ରଫୁଲ୍ଲ କର
ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର
ଚଳଚିତ୍ର : ବନ୍ଧୁ ମହାନ୍ତି 
ମସିହା : ୧୯୭୭



ବନ୍ଧୁରେ.. ବନ୍ଧୁରେ..
କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ
ଝୁରେ ରାଧା ବୀରହିଣୀ ଏକାକୀ ଆକୁଳେ
ବନ୍ଧୁରେ..
କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ ॥


ହେ କୃଷ୍ଣ ହେ କହ୍ନାଇ ଡାକି ଡାକି ରାଇ
ନିରାଶେ ନିକୁଞ୍ଜେ ଆହା ପଡ଼ିଛି ଘୁମାଇ
ହେ କୃଷ୍ଣ ହେ କହ୍ନାଇ ଡାକି ଡାକି ରାଇ
ନିରାଶେ ନିକୁଞ୍ଜେ ଆହା ପଡ଼ିଛି ଘୁମାଇ
ବାର ବାର ହୃଦ ଥରେ
ଯେବେ କୃଷ୍ଣ ନାମ ଭାଳେ
ଝରଝର ଲୁହ ଧାର
ନୟନୁ ଝରେ
ବନ୍ଧୁରେ..
କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ ॥୧॥


କିଏବା କହିବ ଯାଇ ରାଇକୁ ବୁଝାଇ
ରାଧା ନାମ ଗାଇ ଗାଇ ମୁରଲୀ ଝୁରଇ
କିଏବା କହିବ ଯାଇ ରାଇକୁ ବୁଝାଇ
ରାଧା ନାମ ଗାଇ ଗାଇ ମୁରଲୀ ଝୁରଇ
ଥିଲେ ଯେତେ ଦୂରେ ଦୂରେ
ମନ ଖୋଜେ ମନକୁରେ
ଏକକୁ ଆରେକ ବନ୍ଧା
ପୀରତି ଡୋରେ
ବନ୍ଧୁରେ..
କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ
ଝୁରେ ରାଧା ବୀରହିଣୀ ଏକାକୀ ଆକୁଳେ
ଝୁରେ ରାଧା ବୀରହିଣୀ ଏକାକୀ ଆକୁଳେ
ଏକାକୀ ଆକୁଳେ ॥୨॥


YouTube ରେ କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ



== English ==

Song : Kahin Gale Shyamaghana E Ghana Kalare
Language : Odia
Singer : Chitta Jena
Lyricist : Prafulla Kara
Music Director : Prafulla Kara
Film : Bandhu Mohanty
Year : 1977



Bandhure.. bandhure..
Kahin gale Shyamaghana e ghana kalare
Jhure Radha birahini ekaki akule
Bandhure..
Kahin gale Shyamaghana e ghana kalare ॥


He Krushna he Kahnai daki daki rai
Nirashe nikunje aha padichhi ghumai
He Krushna he Kahnai daki daki rai
Nirashe nikunje aha padichhi ghumai
Bara bara hruda thare
Jebe Krushna nama bhale
Jharajhara luha dhara
Nayanu jhare
Bandhure..
Kahin gale Shyamaghana e ghana kalare ॥1॥


Kieba kahiba jai raiku bujhai
Radha nama gai gai murali jhurai
Kieba kahiba jai raiku bujhai
Radha nama gai gai murali jhurai
Thile jete dure dure
Mana khoje manakure
Ekaku areka bandha
Pirati dore
Bandhure..
Kahin gale Shyamaghana e ghana kalare
Jhure Radha birahini ekaki akule
Jhure Radha birahini ekaki akule
Ekaki akule ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Replies
    1. ଆନ୍ତରିକ ଧନ୍ୟବାଦ । ଆପଣଙ୍କର ଦୁଇ ପଦ କଥା ଆମକୁ ସଦା ପ୍ରେରଣା ଦେଉଥିବ ।

      Delete
  2. Replies
    1. ଅନେକ ଅନେକ ଧନ୍ୟବାଦ ।

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on e jibana jaubana sabu para lyrics odia: “ଅଶେଷ ଧନ୍ୟବାଦ । ଆଉ କେଉଁ ଗୀତ ଆପଣଙ୍କ ପସନ୍ଦ କମେଣ୍ଟ କରି ଜଣାଇବେ ।- "ଦି ସ୍ମରଣିକା" ଟିମ୍”

Anonymous commented on e jibana jaubana sabu para lyrics odia: “Jay Jagannath ”

Anonymous commented on kala manikare dhire ghena lyrics odia: “Dhire ghena kanana re krushna bilambita ra meaning in idia”

The Smaranika commented on olata brukhe kheluchhi lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

indiramishra commented on olata brukhe kheluchhi lyrics odia: “Beautiful song, ହୃଦୟସ୍ପର୍ଶୀ ଖୁବ ମର୍ମ ସ୍ପର୍ଶୀ ”

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

The Smaranika commented on utha kankala chhidu shrun lyrics odia: “Here it is:https://thesmaranika.blogspot.com/2019/11/vande-utkala-janani-v2-lyrics-odia.html”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ