Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୋତେ ସେହି ରୂପ ଦେଖାଅ ହରି - Mote Sehi Rupa Dekao Hari Lyrics

== ଓଡ଼ିଆ ==

ଗୀତ : ମୋତେ ସେହି ରୂପ ଦେଖାଅ ହରି
ଭାଷା : ଓଡ଼ିଆ
କଣ୍ଠ : ସୁବାସ ଦାସ
ଗୀତିକାର : ସାଲବେଗ
ସଙ୍ଗୀତ ନିର୍ଦ୍ଦେଶନା : ପାରମ୍ପରିକ



ମୋତେ ସେହି ରୂପ ଦେଖାଅ ହରି
ମୋତେ ସେହି ରୂପ ଦେଖାଅ ହରି
ଜୟ ଶ୍ରୀରାଧେ ବୋଲି ଡାକେ ବାଁଶରୀ  
ମୋତେ ସେହି ରୂପ ଦେଖାଅ ହରି
ମୋତେ ସେହି ରୂପ ଦେଖାଅ ହରି ॥୧॥

ତ୍ରିପାଦରେ ଦାନ ନେଇ ବଳିକି ପାତାଳେ ଥୋଇ
ତ୍ରିପାଦରେ ଦାନ ନେଇ ବଳିକି ପାତାଳେ ଥୋଇ
ତେଣୁ କରି ଶୁକ୍ରମନ୍ତ୍ର ନୟନରେ କୁଶ ମାରି
ମୋତେ ସେହି ରୂପ ଦେଖାଅ ହରି
ମୋତେ ସେହି ରୂପ ଦେଖାଅ ହରି ॥୨॥

ଡାହାଣେ ଶ୍ରୀ ହଳପାଣି ମଧ୍ୟେ ସୁଭଦ୍ରା ଭଉଣୀ
ଡାହାଣେ ଶ୍ରୀ ହଳପାଣି ମଧ୍ୟେ ସୁଭଦ୍ରା ଭଉଣୀ
ବାମ ପାଶେ ବସିଛନ୍ତି ଶଙ୍ଖ ଚକ୍ର ଗଦାଧାରୀ
ମୋତେ ସେହି ରୂପ ଦେଖାଅ ହରି
ମୋତେ ସେହି ରୂପ ଦେଖାଅ ହରି ॥୩॥

କହେ ସାଲବେଗ ହୀନ ଜାତିରେ ଅଟେ ଯବନ
କହେ ସାଲବେଗ ହୀନ ଜାତିରେ ଅଟେ ଯବନ
କଂସ ଅଷ୍ଟମଲ୍ଲ ମାରି କାହାକୁ ନ ଅଛ ତାରି
ମୋତେ ସେହି ରୂପ ଦେଖାଅ ହରି
ମୋତେ ସେହି ରୂପ ଦେଖାଅ ହରି
ଜୟ ଶ୍ରୀରାଧେ ବୁଲି ଡ଼ାକେ ବାଂଶରୀ
ମୋତେ ସେହି ରୂପ ଦେଖାଅ ହରି
ମୋତେ ସେହି ରୂପ ଦେଖାଅ ହରି ॥୪॥


YouTube ରେ ମୋତେ ସେହି ରୂପ ଦେଖାଅ ହରି



== English ==

Song : Mote Sehi Rupa Dekao Hari
Language : Odia
Singer : Subash Das
Lyricist : Salabega
Music Direction : Traditional



Mote sehi rupa dekao Hari
Mote sehi rupa dekao Hari
Jaya Shriradhe boli dake banshari
Mote sehi rupa dekao Hari
Mote sehi rupa dekao Hari ॥1॥

Tripadare dana nei baliki padatale thoi
Tripadare dana nei baliki padatale thoi
Tenu kari shukramantra nayanare kusha mari
Mote sehi rupa dekao Hari
Mote sehi rupa dekao Hari ॥2॥

Dahane shri halapani madhye Subhadra bhauni
Dahane shri halapani madhye Subhadra bhauni
Bama pashe basichhanti shankha chakra gadadhari
Mote sehi rupa dekao Hari
Mote sehi rupa dekao Hari ॥3॥

Kahe salabega hina jatire ate jabana
Kahe salabega hina jatire ate jabana
Kansa astamalla mari kahaku na achha tari
Mote sehi rupa dekao Hari
Mote sehi rupa dekao Hari
Jay shriradhe buli dake banshari
Mote sehi rupa dekao Hari
Mote sehi rupa dekao Hari ॥4॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ