ଆକାଶେ ପବନ ପବନରେ ଚିଠି (ହେ ଆଇ ୱାନା ଲଭ ୟୁ ଲଭ ୟୁ) - Aakashe Pabana Pabanare Chithi (I Wanna Love You Love You) Lyrics
ଫିଲ୍ମଗୀତ : ଆକାଶେ ପବନ ପବନରେ ଚିଠି
ଭାଷା : ଓଡ଼ିଆ
ଚଳଚିତ୍ର : ଦିୱାନା
କଣ୍ଠ : ବାବୁଲ୍ ସୁପ୍ରିୟ
ଗୀତିକାର : ଅରୁଣ ମନ୍ତ୍ରୀ
ସଙ୍ଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର
ମସିହା : ୨୦୧୦
ଓ..ଓ ଓ..ଓ ଓ..ଓ
ଆକାଶେ ପବନ
ପବନରେ ଚିଠି
ଚିଠିରେ ଲେଖୁଚି ମୁଁ
ହେ ଆଇ ୱାନା ଲଭ ୟୁ..ଲଭ ୟୁ
ହେ ଆଇ ୱାନା ଲଭ ୟୁ..ଲଭ ୟୁ
ହେ ଆଇ ୱାନା ଲଭ ୟୁ..ଲଭ ୟୁ
ହେ ଆଇ ୱାନା ଲଭ ୟୁ..ଲଭ ୟୁ
ଥରୁଟିଏ ଆ
କହିଦେଇ ଯା
ବନ୍ଧୁ କି ବାନ୍ଧବୀ ତୁ
ହେ ଆଇ ୱାନା ଲଭ ୟୁ..ଲଭ ୟୁ
ହେ ଆଇ ୱାନା ଲଭ ୟୁ..ଲଭ ୟୁ
ହେ ଆଇ ୱାନା ଲଭ ୟୁ..ଲଭ ୟୁ
ହେ ଆଇ ୱାନା ଲଭ ୟୁ..ଲଭ ୟୁ ॥
ଆଇ ୱାନା ଲଭ ୟୁ..ଲଭ ୟୁ..ଲଭ ୟୁ
ମନେ ମନେ ତତେ ଭଲ ପାଏ କେତେ
ହେଲେ କହିପାରେ ନାହିଁ
କରିଦେଲେ ମନା ମନ ହେବ ଚୁନା
ଏ ଛାତି ସହିବ ନାହିଁ
ଆଇ ୱାନା ଲଭ ୟୁ..ଲଭ ୟୁ..ଲଭ ୟୁ
ମନେ ମନେ ତତେ ଭଲ ପାଏ କେତେ
ହେଲେ କହିପାରେ ନାହିଁ
କରିଦେଲେ ମନା ମନ ହେବ ଚୁନା
ଏ ଛାତି ସହିବ ନାହିଁ
ଛାତିରେ ହୃଦୟ
ହୃଦୟରେ ପ୍ରେମ
ପ୍ରେମରେ ପାଡ଼ିଛି ମୁଁ
ହେ ଆଇ ୱାନା ଲଭ ୟୁ..ଲଭ ୟୁ
ହେ ଆଇ ୱାନା ଲଭ ୟୁ..ଲଭ ୟୁ
ହେ ଆଇ ୱାନା ଲଭ ୟୁ..ଲଭ ୟୁ
ହେ ଆଇ ୱାନା ଲଭ ୟୁ..ଲଭ ୟୁ ॥୧॥
ଡ୍ରୋ..ସି..ଡ୍ରୋ
ଆଇ ୱାନା ଲଭ ୟୁ..ଲଭ ୟୁ..ଲଭ ୟୁ
ଭାବେ ବେଳେ ବେଳେ ନ କହିଲେ
ଆଉ କେହି କହିଦବ
ସୁନା ଝିଅ ଟିଏ ତତେ ଆଉ କିଏ
ଏ ଆଖିରୁ ନେଇଯିବ
ଆଇ ୱାନା ଲଭ ୟୁ..ଲଭ ୟୁ..ଲଭ ୟୁ
ଭାବେ ବେଳେ ବେଳେ ନ କହିଲେ
ଆଉ କେହି କହିଦବ
ସୁନା ଝିଅ ତତେ ଆଉ କିଏ
ଏ ଆଖିରୁ ନେଇଯିବ
ଏ ଆଖିରେ ନିଦ
ନିଦରେ ସପନ
ସପନ ଦେଖୁଚି ମୁଁ
ହେ ଆଇ ୱାନା ଲଭ ୟୁ..ଲଭ ୟୁ
ହେ ଆଇ ୱାନା ଲଭ ୟୁ..ଲଭ ୟୁ
ହେ ଆଇ ୱାନା ଲଭ ୟୁ..ଲଭ ୟୁ
ହେ ଆଇ ୱାନା ଲଭ ୟୁ..ଲଭ ୟୁ ॥୨॥
YouTube ରେ ଆକାଶେ ପବନ ପବନରେ ଚିଠି (ହେ ଆଇ ୱାନା ଲଭ ୟୁ ଲଭ ୟୁ)
== English ==
Song : Aakashe Pabana Pabanare Chithi
Language : Odia
Movie : Diwana
Singer : Babul Supriyo
Lyrics : Arun Mantri
Music Director : Malaya Mishra
Year : 2010
O..o o..o o..o o..o
Akashe pabana
Pabanare chithi
Chithire lekhuchi mun
Hay i wanna love u.. love u
Hay i wanna love u.. love u
Hay i wanna love u.. love u
Hay i wanna love u.. love u
Tharutie aa
Kahidei jaa
Bandhu ki bandhabi tu
Hay i wanna love u.. love u
Hay i wanna love u.. love u
Hay i wanna love u.. love u
Hay i wanna love u.. love u ॥
I wanna love u.. love u..love u
Mane mane tate bhala pae kete
Hele kahipare nahin
Karidele mana mana heba chuna
E chhati sahiba nahin
I wanna love u..love u..love u
Mane mane tate bhala pae kete
Hele kahipare nahin
Karidele mana mana heba chuna
E chhati sahiba nahin
Chhatire hrudaya
Hrudayare prema
Premare padichhi mun
Hay i wanna love u..love u
Hay i wanna love u..love u
Hay i wanna love u..love u
Hay i wanna love u..love u ॥1॥
Dro..si..dro
I wanna love u..love u..love u
Bhabe bele bele na kahile
Aau kehi kahidaba
Suna jhia tie tate aau kie
E akhiru neijiba
I wanna love u..love u..love u
Bhabe bele bele na kahile kale
Au kehi kahidaba
Suna jhia tate au kie
E akhiru neijiba
E akhire nida
Nidare sapana
Sapana dekhuchi mun
Hay i wanna love u..love u
Hay i wanna love u..love u
Hay i wanna love u..love u
Hay i wanna love u..love u ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...