ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ - Le Le Le Baula Khosar Tale Mali Phula Lyrics
ଗୀତ : ଲେ ଲେ ଲେ ବଉଲ
ଭାଷା : ସମ୍ବଲପୁରୀ
କଣ୍ଠ : ବିଭୂତି ପଟ୍ଟନାୟକ
ଗୀତିକାର : ରାମପ୍ରସାଦ ପୁରୋହିତ
ସଂଗୀତ ନିର୍ଦ୍ଦେଶକ : ପ୍ରଭୂଦତ୍ତ ପ୍ରଧାନ
ମସିହା : ୧୯୭୯
ଲେ ଲେ ଲେ ବଉଲ
ଖୋଷାର୍ ତଲେ ମଲିଫୁଲ
ଲେ ଲେ ଲେ ବଉଲ
ଖୋଷାର୍ ତଲେ ମଲିଫୁଲ
ଲେ ଲେ ଲେ ବଉଲ
ଦୁତିଆ ଜହ୍ନକେ ମରୁଛେ ଠାର
ହାଏରେ ବଉଲ କିଏ ଦେବା ତାର୍ ମୁଲରେ
ଲେ ଲେ ଲେ ବଉଲ
ଖୋଷାର୍ ତଲେ ମଲିଫୁଲ
ଲେ ଲେ ଲେ ବଉଲ ॥
ଦେଖିଥିଲି ତତେ ଦୁତିଆ ଦିନେ
ଗାଁର୍ ମଝା ଖୁଲି ଯାତରେ ଥାନେ
ଦେଖିଥିଲି ତତେ ଦୁତିଆ ଦିନେ
ଗାଁର୍ ମଝା ଖୁଲି ଯାତରେ ଥାନେ
ଚିକନ ଖରା ଉଦିଆ ତରା
ହାଏରେ ବଉଲ
ତୋର୍ ଲାଗି ମୋର୍ ମନ ବିକଲ
ଲେ ଲେ ଲେ ବଉଲ
ଖୋଷାର୍ ତଲେ ମଲିଫୁଲ
ଲେ ଲେ ଲେ ବଉଲ ॥୧॥
ଧାରା ଶିରାବନ ବରଷା ରାତି
କଥା ନେଇ କହେଲେ ଫାଟୁଛେ ଛାତି
ଧାରା ଶିରାବନ ବରଷା ରାତି
କଥା ନେଇ କହେଲେ ଫାଟୁଛେ ଛାତି
ଏ ଭାପ ତୋର ମୁନୁଗା ଚେର
ହାଏରେ ବଉଲ
ଛନ ଛନ ଆଖିର୍ କଜଲର୍ ଗାର
ଲେ ଲେ ଲେ ବଉଲ
ଖୋଷାର୍ ତଲେ ମଲିଫୁଲ
ଲେ ଲେ ଲେ ବଉଲ ॥୨॥
ଝଲମଲ କରେ ମୁହୁ ଦର୍ପନ
ଘଡ଼ିମାରି ଧନ ଉଦୁଛେ ଜହ୍ନ
ଝଲମଲ କରେ ମୁହୁ ଦର୍ପନ
ଘଡ଼ିମାରି ଧନ ଉଦୁଛେ ଜହ୍ନ
ବାହାଲ ଚନା ଲାଗୁଛେ ବନା
ହାଏରେ ବଉଲ
ସତେ ହେମା କାଏଁ କନିଆ ବର
ଲେ ଲେ ଲେ ବଉଲ
ଖୋଷାର୍ ତଲେ ମଲିଫୁଲ
ଲେ ଲେ ଲେ ବଉଲ ॥୩॥
YouTube ରେ ଲେ ଲେ ଲେ ବଉଲ
ଗୀତଟିର ମୂଳ ରେକର୍ଡିଂ ଦେଖନ୍ତୁ YouTube ରେ
== English ==
Song : Le Le Le Baula
Language : Sambalpuri
Singer : Bibhuti Pattanaik
Lyricist : Ramaprasad Purohit
Music Director : Prabhudatta Pradhan
Year: 1979
Le le le Baula
Khosar tale maliphula
Le le le Baula
Khosar tale maliphula
Le le le Baula
Dutia janhake maruchhe thara
Haere Baula kie deba tar mulare
Le le le Baula
Khosar tale maliphula
Le le le Baula ॥
Dekhithili tate dutia dine
Gaanr majha khuli jatare thane
Dekhithili tate dutia dine
Gaanr majha khuli jatare thane
Chikan khara udia tara
Haere Baula
Tor lagi mor mana bikala
Le le le Baula
Khosar tale maliphula
Le le le Baula ॥1॥
Dhara shirabana barasa rati
Katha nei kahele phatuchhe chhati
Dhara shirabana barasa rati
Katha nei kahele phatuchhe chhati
E bhapa tora munuga chera
Haere Baula
Chhan chhan akhir kajalar gara
Le le le Baula
Khosar tale maliphula
Le le le Baula ॥2॥
Jhalamala kare muhu darpana
Ghadimari dhana uduchhe janha
Jhalamala kare muhu darpana
Ghadimari dhana uduchhe janha
Bahala chana laguchhe bana
Haere Baula
Sate hema kaen kania bara
Le le le Baula
Khosar tale maliphula
Le le le Baula ॥3॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...