Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଲେ ଲେ ଲେ ବଉଲ ଖୋଷାର୍ ତଲେ ମଲିଫୁଲ - Le Le Le Baula Khosar Tale Mali Phula Lyrics

== ଓଡ଼ିଆ ==

ଗୀତ : ଲେ ଲେ ଲେ ବଉଲ
ଭାଷା : ସମ୍ବଲପୁରୀ 
କଣ୍ଠ : ବିଭୂତି ପଟ୍ଟନାୟକ
ଗୀତିକାର : ରାମପ୍ରସାଦ ପୁରୋହିତ
ସଂଗୀତ ନିର୍ଦ୍ଦେଶକ : ପ୍ରଭୂଦତ୍ତ ପ୍ରଧାନ
ମସିହା : ୧୯୭୯



ଲେ ଲେ ଲେ ବଉଲ
ଖୋଷାର୍ ତଲେ ମଲିଫୁଲ
ଲେ ଲେ ଲେ ବଉଲ
ଖୋଷାର୍ ତଲେ ମଲିଫୁଲ
ଲେ ଲେ ଲେ ବଉଲ
ଦୁତିଆ ଜହ୍ନକେ ମରୁଛେ ଠାର
ହାଏରେ ବଉଲ କିଏ ଦେବା ତାର୍ ମୁଲରେ
ଲେ ଲେ ଲେ ବଉଲ
ଖୋଷାର୍ ତଲେ ମଲିଫୁଲ
ଲେ ଲେ ଲେ ବଉଲ ॥

ଦେଖିଥିଲି ତତେ ଦୁତିଆ ଦିନେ
ଗାଁର୍ ମଝା ଖୁଲି ଯାତରେ ଥାନେ
ଦେଖିଥିଲି ତତେ ଦୁତିଆ ଦିନେ
ଗାଁର୍ ମଝା ଖୁଲି ଯାତରେ ଥାନେ
ଚିକନ ଖରା ଉଦିଆ ତରା
ହାଏରେ ବଉଲ
ତୋର୍ ଲାଗି ମୋର୍ ମନ ବିକଲ
ଲେ ଲେ ଲେ ବଉଲ
ଖୋଷାର୍ ତଲେ ମଲିଫୁଲ
ଲେ ଲେ ଲେ ବଉଲ ॥୧॥

ଧାରା ଶିରାବନ ବରଷା ରାତି
କଥା ନେଇ କହେଲେ ଫାଟୁଛେ ଛାତି
ଧାରା ଶିରାବନ ବରଷା ରାତି
କଥା ନେଇ କହେଲେ ଫାଟୁଛେ ଛାତି
ଏ ଭାପ ତୋର ମୁନୁଗା ଚେର
ହାଏରେ ବଉଲ
ଛନ ଛନ ଆଖିର୍ କଜଲର୍ ଗାର
ଲେ ଲେ ଲେ ବଉଲ
ଖୋଷାର୍ ତଲେ ମଲିଫୁଲ
ଲେ ଲେ ଲେ ବଉଲ ॥୨॥

ଝଲମଲ କରେ ମୁହୁ ଦର୍ପନ
ଘଡ଼ିମାରି ଧନ ଉଦୁଛେ ଜହ୍ନ
ଝଲମଲ କରେ ମୁହୁ ଦର୍ପନ
ଘଡ଼ିମାରି ଧନ ଉଦୁଛେ ଜହ୍ନ
ବାହାଲ ଚନା ଲାଗୁଛେ ବନା
ହାଏରେ ବଉଲ
ସତେ ହେମା କାଏଁ କନିଆ ବର
ଲେ ଲେ ଲେ ବଉଲ
ଖୋଷାର୍ ତଲେ ମଲିଫୁଲ
ଲେ ଲେ ଲେ ବଉଲ ॥୩॥


YouTube ରେ ଲେ ଲେ ଲେ ବଉଲ

ଗୀତଟିର ମୂଳ ରେକର୍ଡିଂ ଦେଖନ୍ତୁ YouTube ରେ


== English ==

Song : Le Le Le Baula
Language : Sambalpuri
Singer : Bibhuti Pattanaik
Lyricist : Ramaprasad Purohit
Music Director : Prabhudatta Pradhan
Year: 1979



Le le le Baula
Khosar tale maliphula
Le le le Baula
Khosar tale maliphula
Le le le Baula
Dutia janhake maruchhe thara
Haere Baula kie deba tar mulare
Le le le Baula
Khosar tale maliphula
Le le le Baula ॥

Dekhithili tate dutia dine
Gaanr majha khuli jatare thane
Dekhithili tate dutia dine
Gaanr majha khuli jatare thane
Chikan khara udia tara
Haere Baula
Tor lagi mor mana bikala
Le le le Baula
Khosar tale maliphula
Le le le Baula ॥1॥

Dhara shirabana barasa rati
Katha nei kahele phatuchhe chhati
Dhara shirabana barasa rati
Katha nei kahele phatuchhe chhati
E bhapa tora munuga chera
Haere Baula
Chhan chhan akhir kajalar gara
Le le le Baula
Khosar tale maliphula
Le le le Baula ॥2॥

Jhalamala kare muhu darpana
Ghadimari dhana uduchhe janha
Jhalamala kare muhu darpana
Ghadimari dhana uduchhe janha
Bahala chana laguchhe bana
Haere Baula
Sate hema kaen kania bara
Le le le Baula
Khosar tale maliphula
Le le le Baula ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ