Posts

Showing posts with the label ବିକାଶ ଶୁକ୍ଳା

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି - Dharma Kanduchi Maa Dharma Kanduchi Lyrics

Image
== ଓଡ଼ିଆ == ଭଜନ : ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି ଭାଷା : ଓଡ଼ିଆ ଆଲବମ : ଜୟ ମା’ ତାରିଣୀ କଣ୍ଠ : ଟି. ସୌରୀ ଗୀତିକାର : ବସନ୍ତରାଜ ସାମଲ ସଂଗୀତ ନିର୍ଦ୍ଦେଶକ : ବିକାଶ ଶୁକ୍ଳା ମସିହା : ୨୦୦୦ ହୋ..ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି ମିଛ ପାଖେ ସତ ବନ୍ଧା ପଡ଼ିଚି ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି ମିଛ ପାଖେ ସତ ବନ୍ଧା ପଡ଼ିଚି ତୋ ଆଖି ଆଗରେ ପୁଣ୍ୟ ଦି ହାତରେ ତୋ ଆଖି ଆଗରେ ପୁଣ୍ୟ ଦି ହାତରେ ବେଡ଼ି ପଡ଼ିଛି ମା ବେଡ଼ି ପଡ଼ିଚି ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି ମିଛ ପାଖେ ସତ ବନ୍ଧା ପଡ଼ିଚି ॥ ଧର୍ମ ଭରସାରେ ଯିଏ କରିଛି ଘର ଦଇବ ଖେଳେ ତା ଭାଗ୍ୟ ସାଥିରେ ଖେଳ ବରଷକ ବାରମାସ ଦୁଃଖ ଜଞ୍ଜାଳ ଧରୁ ଧରୁ ଭାଙ୍ଗିଯାଏ ପୁଣ୍ୟର ଡାଳ ଅନ୍ଧାର ବାଟରେ ଅସତ୍ୟ ହାଟରେ ଅନ୍ଧାର ବାଟରେ ଅସତ୍ୟ ହାଟରେ ଭିଡ଼ ଲାଗିଛି ମା ଭିଡ଼ ଲାଗିଛି ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି ମିଛ ପାଖେ ସତ ବନ୍ଧା ପଡ଼ିଚି ॥୧॥ ତୋ ଆଖି ଆଗରେ ଯଦି ବଢ଼ିଲା ପାପ   ଲିଭେଇଦେ ମା ତୋର ଦେଉଳ ଦୀପ ଯଦି ନ ଶୁଭିବ ତତେ ଭକତ ଡାକ ମା ହୋଇ ଲାଗିବ ତୋ ନାମେ କଳଙ୍କ ସାହା ହୁଅ ମା ପାଷାଣ ପ୍ରତିମା ସାହା ହୁଅ ମା ପାଷାଣ ପ୍ରତିମା ଦୁଃଖ ପଡ଼ିଚି ମା ଦୁଃଖ ପଡ଼ିଚି ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି ମିଛ ପାଖେ ସତ ବନ୍ଧା ପଡ଼ିଚି ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି ମିଛ ପାଖେ ସତ ବନ୍ଧା ପଡ଼ିଚି ତୋ ଆଖି...

ମା କୁ ମାଗିବ ଅଳିକରି - Maa Ku Magiba Alikari Lyrics

Image
== ଓଡ଼ିଆ == ଗୀତ : ମା କୁ ମାଗିବ ଅଳିକରି ଭାଷା : ଓଡ଼ିଆ କଣ୍ଠ : ମହମ୍ମଦ ଅଜିଜ୍ ଗୀତିକାର : ବସନ୍ତରାଜ ସାମଲ ସଂଗୀତ ନିର୍ଦ୍ଦେଶକ : ବିକାଶ ଶୁକ୍ଳା ମସିହା : ୨୦୦୦ ମା କୁ ମାଗିବ ଅଳିକରି ଦାଦା କୁ ମାଗିବ ଥାଳ ଧରି ମା କୁ ମାଗିବ ଅଳିକରି ଦାଦା କୁ ମାଗିବ ଥାଳ ଧରି ରାଜା କୁ ମାଗିବ ହାତ ଯୋଡ଼ି ଜଗା କୁ ମାଗିବ ଗାଳି କରି ଗାଳି ଲାଗେ ତାକୁ ଚନ୍ଦନ ପରି ଗାଳି ଲାଗେ ତାକୁ ଚନ୍ଦନ ପରି ମା କୁ ମାଗିବ ଅଳିକରି ଦାଦା କୁ ମାଗିବ ଥାଳ ଧରି ॥ ଶୁଣିବ ବୋଲି ଗୋପିଙ୍କ ଗାଳି କରୁଥିଲା ସେ ତ ଲବଣି ଚୋରି ମାଣିକ ଠାରୁ ଶୁଣିଲା ଗାଳି ହାତରୁ ମୁଦି ଦେଲା ତ କାଢ଼ି ଶ୍ରୀବଚ୍ଛ ବ୍ରାହ୍ମଣ ଦେଲା ଗାଳି ତା ପାଦ ଆଉଁସି ଦେଲେ ହରି ଗାଳି ଲାଗେ ତାକୁ ଚନ୍ଦନ ପରି ଗାଳି ଲାଗେ ତାକୁ ଚନ୍ଦନ ପରି ମା କୁ ମାଗିବ ଅଳିକରି ଦାଦା କୁ ମାଗିବ ଥାଳ ଧରି ॥୧॥ ମନଟି ତାର ନରେନ୍ଦ୍ର ପରି ଭକତ ଡାକରେ ଯାଏ ଚହଲି ଗାଳି ହେଉକି ହେଉ ଗୁହାରି ଭକତି ନଥିଲେ ପାରେନା ଶୁଣି ଘରଣୀ ସାଥିରେ କଳି କରି ହେରା ପଞ୍ଚମୀରେ ଶୁଣେ ଗାଳି ଗାଳି ଲାଗେ ତାକୁ ଚନ୍ଦନ ପରି ଗାଳି ଲାଗେ ତାକୁ ଚନ୍ଦନ ପରି ମା କୁ ମାଗିବ ଅଳିକରି ଦାଦା କୁ ମାଗିବ ଥାଳ ଧରି ରାଜା କୁ ମାଗିବ ହାତ ଯୋଡ଼ି ଜଗା କୁ ମାଗିବ ଗାଳି କରି ଗାଳି ଲାଗେ ତାକୁ ଚନ୍ଦନ ପରି ଗାଳି ଲାଗେ ତାକୁ ଚନ୍ଦନ ପରି ଗାଳି ଲାଗେ ତାକୁ ଚନ୍ଦନ ପରି ଗାଳି ଲାଗେ ତାକୁ ଚନ୍ଦନ ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ