Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବଜାରେ ବାଜାବାଲା (ପାଦରେ ପାଦ ଛନ୍ଦା ପାଦେ ନୂପୁର ବନ୍ଧା) - Bajare Bajabala (Padare Pada Chhanda Pade Nupura Bandha) Lyrics

== ଓଡ଼ିଆ ==

ଫିଲ୍ମଗୀତ : ବଜାରେ ବାଜାବାଲା
ଭାଷା : ଓଡ଼ିଆ
ଚଳଚିତ୍ର : ତପସ୍ୟା
କଣ୍ଠ : ବାଣୀ ଜୟରାମ
ଗୀତିକାର : ପ୍ରଫୁଲ୍ଲ କର
ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର
ମସିହା : ୧୯୮୦



(ଝି)
ପାଦରେ ପାଦ ଛନ୍ଦା ପାଦେ ନୂପୁର ବନ୍ଧା
ପାଦରେ ପାଦ ଛନ୍ଦା ପାଦେ ନୂପୁର ବନ୍ଧା
ଯୋଡ଼ି ମହୁରୀ ଆରେ ବଜା ମୁକୁନ୍ଦା
ବଜାରେ ବାଜାବାଲା
ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା
ବଜାରେ ବାଜାବାଲା
ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା
(ସମସ୍ତେ)
ବଜାରେ ବାଜାବାଲା
ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା
ବଜାରେ ବାଜାବାଲା
ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା
(ଝି)
ପାଦରେ ପାଦ ଛନ୍ଦା ପାଦେ ନୂପୁର ବନ୍ଧା
ଯୋଡ଼ି ମହୁରୀ ଆରେ ବଜା ମୁକୁନ୍ଦା
ବଜାରେ ବାଜାବାଲା
ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା
ବଜାରେ ବାଜାବାଲା
ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା ॥


(ଝି)
ନଈରେ ସରୁବାଲି ଫୁଟିଲା ବଣେ ମଲ୍ଲୀ
ଚାନ୍ଦିନୀ ଝରା ରାତି ହାଏ ହାଏରେ ଝିଲିମିଲି
(ସମସ୍ତେ)
ନଈରେ ସରୁବାଲି ଫୁଟିଲା ବଣେ ମଲ୍ଲୀ
ଚାନ୍ଦିନୀ ଝରା ରାତି ହାଏ ହାଏରେ ଝିଲିମିଲି
(ଝି)
ଆସଲୋ ଆସ ଗୋରୀ ସରାଗ ମନେ ଭରି
ଭଙ୍ଗିରେ ଢଳି ଢଳି ବାହୁରେ ଝୁଲି
ନାଚିବା ଆସ ସଖୀ
ତାଥେଇ..ତାଥେଇ..ତାଥେଇ..ତିନ୍ଦା
ବଜାରେ ବାଜାବାଲା
ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା
ବଜାରେ ବାଜାବାଲା
ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା ॥୧॥


(ସମସ୍ତେ)
ଲା..ଲାଲାଲାଲା ଲାଲାଲାଲା ଲାଲାଲା ଲା..ଲା..ଲା
ଲା..ଲାଲାଲାଲା ଲାଲାଲାଲା ଲାଲାଲା ଲା..ଲା..ଲା
(ଝି)
ଏ ବନ ଏଇ ଗାଁ ଏ ଫୁଲ ଏଇ ବାଆ
ଜାଣେନା ଆଜି କିଆଁ ହାଏ ହାଏ ଲାଗେରେ ନୂଆ
(ସମସ୍ତେ)
ହା..ହା..ହା..ହା
(ଝି)
ଏ ବନ ଏଇ ଗାଁ ଏ ଫୁଲ ଏଇ ବାଆ
ଜାଣେନା ଆଜି କିଆଁ ହାଏ ହାଏ ଲାଗେରେ ନୂଆ
ଚଇତି ଥିରି ଛୁଆଁ ଥରାଇ ଦିଏ ହିଆ
ଏ ଦେହସାରା ମୋର ଜଳାଏ ନିଆଁ
ହେଲେ ମୋ ମନ ନାଚେ
ତାଥେଇ..ତାଥେଇ..ତାଥେଇ..ତିନ୍ଦା
ବଜାରେ ବାଜାବାଲା
ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା
ବଜାରେ ବାଜାବାଲା
ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା

ପାଦରେ ପାଦ ଛନ୍ଦା ପାଦେ ନୂପୁର ବନ୍ଧା
ଯୋଡ଼ି ମହୁରୀ ଆରେ ବଜା ମୁକୁନ୍ଦା
ବଜାରେ ବାଜାବାଲା
ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା
ବଜାରେ ବାଜାବାଲା
ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା ॥୨॥


YouTube ରେ ବଜାରେ ବାଜାବାଲା (ପାଦରେ ପାଦ ଛନ୍ଦା)



== English ==

Movie Song : Bajare Bajabala
Language : Odia
Movie : Tapasya
Singer : Vani Jayaram
Lyricist : Prafulla Kara
Music Director : Prafulla Kara
Year : 1980



(F)
Padare pada chhanda pade nupura bandha
Padare pada chhanda pade nupura bandha
Jodi mahuri are baja Mukunda
Bajare bajabala
Dhakdha..tindak..tindak..tinda
Bajare bajabala
Dhakdha..tindak..tindak..tinda
(All)
Bajare bajabala
Dhakdha..tindak..tindak..tinda
Bajare bajabala
Dhakdha..tindak..tindak..tinda
(F)
Padare pada chhanda pade nupura bandha
Jodi mahuri are baja Mukunda
Bajare bajabala
Dhakdha..tindak..tindak..tinda
Bajare bajabala
Dhakdha..tindak..tindak..tinda ॥


(F)
Naire sarubali phutila bane malli
Chandini jhara rati hae haere jhilimili
(All)
Naire sarubali phutila bane malli
Chandini jhara rati hae haere jhilimili
(F)
Aasalo asa gori saraga mane bhari
Bhangire dhali dhali bahure jhuli
Nachiba asa sakhi
Tathei..tathei..tathei..tinda
Bajare bajabala
Dhakdha..tindak..tindak..tinda
Bajare bajabala
Dhakdha..tindak..tindak..tinda ॥1॥


(All)
La..lalalala lalalala lalala la..la..la
La..lalalala lalalala lalala la..la..la
(F)
E bana ei gaan e phula ei baa
Janena aji kian hae hae lagere nua
(All)
Ha..ha..ha..ha
(F)
E bana ei gaan e phula ei baa
Janena aji kian hae hae lagere nua
Chaiti thiri chhuan tharai die hia
E dehasara mora jalae nian
Hele mo mana nache
Tathei..tathei..tathei..tinda
Bajare bajabala
Dhakdha..tindak..tindak..tinda
Bajare bajabala
Dhakdha..tindak..tindak..tinda

Padare pada chhanda pade nupura bandha
Jodi mahuri are baja Mukunda
Bajare bajabala
Dhakdha..tindak..tindak..tinda
Bajare bajabala
Dhakdha..tindak..tindak..tinda ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Replies
    1. ମତାମତ ପାଇଁ ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ