Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ହୀରା ମୋତି ମାଣିକର ପେଡ଼ି (ତୋ ନାଁ ରେ ମୋ ନାଁ ଯୋଡ଼ି) - Hira Moti Manikara Pedi (To Naan Re Mo Naan Jodi) Lyrics

== ଓଡ଼ିଆ ==

ଫିଲ୍ମଗୀତ : ହୀରା ମୋତି ମାଣିକର ପେଡ଼ି
ଭାଷା : ଓଡ଼ିଆ
ଚଳଚିତ୍ର : ଦେ ମା ଶକ୍ତି ଦେ
କଣ୍ଠ : ବିଭୁ କିଶୋର, ଇରା ମହାନ୍ତି
ଗୀତିକାର : ନିର୍ମଳ ନାୟକ
ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର
ମସିହା : ୨୦୦୬



(ଝି)
ଏହେ..ଏ..ହେ ହେହେ
(ପୁ)
ଆ..ହା..ହା

(ପୁ)
ହୀରା ମୋତି ମାଣିକର ପେଡ଼ି
ତୋ ପାଇଁ ମୁଁ ସବୁଦେବି ଛାଡ଼ି
ଖୋଜିବିନି କିଛି ମାଗିବିନି କିଛି
ଦୁନିଆରୁ ଯିବି ବାହୁଡ଼ି
ତୋ ନାଁ ରେ ମୋ ନାଁ ଯୋଡ଼ି
ତୋ ନାଁ ରେ ମୋ ନାଁ ଯୋଡ଼ି
(ଝି)
ରୁପା ଅଳତାର ସୁନା ଚୁଡ଼ି
ନ ଦେଲେ ନ ଦେବୁ ପଛେ ଗଢ଼ି
କହିବିନି କିଛି ଚାହିଁବିନି କିଛି
ସବୁ ପ୍ରେମ ଦେବି ଅଜାଡ଼ି
ତୋ ନାଁ ରେ ମୋ ନାଁ ଯୋଡ଼ି
ତୋ ନାଁ ରେ ମୋ ନାଁ ଯୋଡ଼ି ॥


(ଝି)
ମନତଳେ ଥିଲା ମୋର ଅସାରେ ମେଘ
ତୁ ବୋଳିଦେଲୁ ଲକ୍ଷେ ଫଗୁଣ ରଙ୍ଗ
(ପୁ)
ଖୋଲାଥିଲା ଏଇ ମୋର ଆଖି ଝରକା
ବୋହୁ ସାଜି ଆସିଲୁ ତୁ ଛପି ଛପିକା
(ଝି)
ଜହ୍ନ ରାତି ତାରା ଫୁଲକଢ଼ି
ତୋ ଠାରୁ କି ଯିବ କିଏ ବଢ଼ି
ତୁ ଦେଲେ ଛୁଇଁ ଖରା ହେବ ଛାଇ
ପାହିଯିବ ରାତି ଦି'ଘଡ଼ି
ତୋ ନାଁ ରେ ମୋ ନାଁ ଯୋଡ଼ି
ତୋ ନାଁ ରେ ମୋ ନାଁ ଯୋଡ଼ି ॥୧॥


(ପୁ)
ଗଣିନି ମୁଁ ମୋ ଆଖିର ପଲକ କେତେ
ଦିନ ରାତି ଖୋଜୁଥିଲା କାହିଁକି ତତେ
(ଝି)
ମାପିନି ମୁଁ ଆକାଶର ଦୁରତା କେତେ
ମନ କହେ ଉଡ଼ିବାକୁ ତୋ'ରି ସାଥେ
(ପୁ)
ଆସୁ ଖରା ମେଘ ନଈବଢ଼ି
ଯିବିନାହିଁ ତୋର ହାତ ଛାଡ଼ି
ତୁ ଥିଲେ ମୋର ସବୁ ସାତପର
ଜୀବନକୁ ଦେଲୁ ସଜାଡ଼ି
ତୋ ନାଁ ରେ ମୋ ନାଁ ଯୋଡ଼ି
ତୋ ନାଁ ରେ ମୋ ନାଁ ଯୋଡ଼ି
(ଝି)
ତୋ ନାଁ ରେ ମୋ ନାଁ ଯୋଡ଼ି
ତୋ ନାଁ ରେ ମୋ ନାଁ ଯୋଡ଼ି
(ଝି+ପୁ)
ତୋ ନାଁ ରେ ମୋ ନାଁ ଯୋଡ଼ି
ତୋ ନାଁ ରେ ମୋ ନାଁ ଯୋଡ଼ି ॥୨॥


YouTube ରେ ହୀରା ମୋତି ମାଣିକର ପେଡ଼ି



== English ==

Movie Song : Hira Moti Manikara Pedi
Language : Odia
Movie : De Maa Shakti De
Singer : Bibhu Kishore, Ira Mohanty
Lyricist : Nirmal Nayak
Music Director : Malaya Mishra
Year : 2006



(F)
Ehe..e..he hehe
(M)
Aa..ha..ha

(M) 
Hira moti manikara pedi
To pain mun sabudebi chhadi
Khojibini kichhi magibini kichhi
Duniaru jibi bahudi
To naan re mo naan jodi
To naan re mo naan jodi
(F)
Rupa alatara suna chudi
Na dele na debu pachhe gadhi
Kahibini kichhi chahinbini kichhi
Sabu prema debi ajadi
To naan re mo naan jodi
To naan re mo naan jodi ॥


(F)
Manatale thila mora asare megha
Tu bolidelu lakhe phaguna ranga
(M)
Kholathila ei mora akhi jharaka
Bohu saji asilu tu chhapi chhapika
(F)
Jahna rati tara phulakadhi
To tharu ki jiba kie badhi
Tu dele chhuin khara heba chhai
Pahijiba rati di’ghadi
To naan re mo naan jodi
To naan re mo naan jodi ॥1॥


(M)
Ganini mun mo akhira palaka kete
Dina rati khojuthila kahinki tate
(F)
Mapini mun akashara durata kete
Mana kahe udibaku to’ri sathe
(M)
Aasu khara megha naibadi
Jibinahin tora hata chhadi
Tu thile mora sabu satapara
Jibanaku delu sajadi
To naan re mo naan jodi
To naan re mo naan jodi
(F)
To naan re mo naan jodi
To naan re mo naan jodi
(F+M)
To naan re mo naan jodi
To naan re mo naan jodi ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ