Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଦେଇଥିଲି ସାଥୀ ତତେ ହୃଦୟ ମୋର - Deithili Sathi Tate Hrudaya Mora Lyrics

== ଓଡ଼ିଆ ==

ଗୀତ : ଦେଇଥିଲି ସାଥୀ ତତେ ହୃଦୟ ମୋର
ଭାଷା : ଓଡ଼ିଆ
କଣ୍ଠ : ଅସୀମା ପଣ୍ଡା 
ଗୀତିକାର : ସୁନୀଲ ମହାରଣା
ସଂଗୀତ ନିର୍ଦ୍ଦେଶକ : ଶୁଭ୍ରାଂଶୁ ନାୟକ
ମସିହା : ୨୦୧୯



ହାଁ...ଆ...ଆ..
ହାଁ...ଆ...ଆ..

ଦେଇଥିଲି ସାଥୀ ତତେ ହୃଦୟ ମୋର
ମନ୍ଦିରଟେ ଭାବିଥିଲି ମନକୁ ତୋର
ଏଡ଼େ ସ୍ୱାର୍ଥପର କହ କେମିତି ହେଲୁ
ଭୁଲିଗଲୁ ପଛଦିନ କଥା ଆମର
ଦେଇଥିଲି ସାଥୀ ତତେ ହୃଦୟ ମୋର
ମନ୍ଦିରଟେ ଭାବିଥିଲି ମନକୁ ତୋର
ଏଡ଼େ ସ୍ୱାର୍ଥପର କହ କେମିତି ହେଲୁ
ଭୁଲିଗଲୁ ପଛଦିନ କଥା ଆମର

ତୋ ମନରୁ ମତେ କରିଲୁ ଦୂର
କେମିତି ତୁ ହେଇଗଲୁ ଆଉ କାହାର
ମୋ ମନ ତୋ ପାଇଁ ଥିଲା ଖେଳନା
ଖେଳି ଦେଇ ଚାଲିଗଲୁ ଜୀବନେ ମୋର
ତୋ ମନରୁ ମତେ କରିଲୁ ଦୂର
କେମିତି ତୁ ହେଇଗଲୁ ଆଉ କାହାର
ମୋ ମନ ତୋ ପାଇଁ ଥିଲା ଖେଳନା
ଖେଳି ଦେଇ ଚାଲିଗଲୁ ଜୀବନେ ମୋର ॥


ତୁ ସିନା ଭୁଲିଗଲୁ ପାରୁନି ମୁଁ ଭୁଲି
ନେଇଗଲୁ ହସ ମୋର ଲୁହ ଦେଲୁ ଖାଲି
ତୁ ଜାଳିଦେଲୁରେ ସପନ ମୋର
ଏମିତି ବଦଳିଯିବୁ ଜାଣି ମୁଁ ନଥିଲି
ତୁ ସିନା ଭୁଲିଗଲୁ ପାରୁନି ମୁଁ ଭୁଲି
ନେଇଗଲୁ ହସ ମୋର ଲୁହ ଦେଲୁ ଖାଲି
ତୁ ଜାଳିଦେଲୁରେ ସପନ ମୋର
ଏମିତି ବଦଳିଯିବୁ ଜାଣି ମୁଁ ନଥିଲି
ମୁଁ ଭାବିଥିଲିରେ ତତେ ନିଜର
ଭାଙ୍ଗିଦେଇ ଚାଲିଗଲୁ ଭରସା ମୋର
ତୁ ବୁଝିଲୁ ନାହିଁ ମୋ କଥା ଥରେ
କେମିତି ତୁ ହେଇଗଲୁ ଏତେ ନିଷ୍ଠୁର ॥୧॥


ହୋ..ତୁ ଥିଲୁ ମୋ ଦୁନିଆ ଥିଲୁ ମୋ ପୃଥିବୀ
ତତେ ଛାଡ଼ି କହ ସାଥୀ କେମିତି ବଞ୍ଚିବି
ତୁ ଛଡ଼େଇ ନେଲୁ ଖୁସିକୁ ମୋର
ଏତେ ଦୁଃଖ ଦେଇଗଲୁ କେମିତି ହସିବି
ତୁ ଥିଲୁ ମୋ ଦୁନିଆ ଥିଲୁ ମୋ ପୃଥିବୀ
ତତେ ଛାଡ଼ି କହ ସାଥୀ କେମିତି ବଞ୍ଚିବି
ତୁ ଛଡ଼େଇ ନେଲୁ ଖୁସିକୁ ମୋର
ଏତେ ଦୁଃଖ ଦେଇଗଲୁ କେମିତି ହସିବି
ତୋ ଭଲପାଇବା ଥିଲା ବାହାନା
ସାଥୀ ହେଇ ମନ ମୋର କରିଲୁ ଚୁନା
ମୋ ହୃଦୟେ ତତେ ରଖିଥିଲି ମୁଁ
ଏମିତି ଜାଳିଲୁ ମତେ ସହି ହୁଏନା
ମୋ ହୃଦୟେ ତତେ ରଖିଥିଲି ମୁଁ
ଏମିତି ଜାଳିଲୁ ମତେ ସହି ହୁଏନା ॥୨॥


YouTube ରେ ଦେଇଥିଲି ସାଥୀ ତତେ ହୃଦୟ ମୋର



== English ==

Song : Deithili Sathi Tate Hrudaya Mora
Language : Odia
Singer : Aseema Panda
Lyricist : Sunil Maharana
Music Director : Shubhransu Nayak
Year : 2019



Han..aa..aa..
Han..aa..aa..

Deithili sathi tate hrudaya mora
Mandirate bhabithili manaku tora
Ede swarthapara kaha kemiti helu
Bhuligalu pachhadina katha amara
Deithili sathi tate hrudaya mora
Mandirate bhabithili manaku tora
Ede swarthapara kaha kemiti helu
Bhuligalu pachhadina katha amara

To manaru mate karilu dura
Kemiti tu heigalu aau kahara
Mo mana to pain thila khelana
Kheli dei chaligalu jibane mora
To manaru mate karilu dura
Kemiti tu heigalu aau kahara
Mo mana to pain thila khelana
Kheli dei chaligalu jibane mora ॥


Tu sina bhuligalu paruni mun bhuli
Neigalu hasa mora luha delu khali
Tu jalidelure sapana mora
Emiti badalijibu jani mun nathili
Tu sina bhuligalu paruni mun bhuli
Neigalu hasa mora luha delu khali
Tu jalidelure sapana mora
Emiti badalijibu jani mun nathili
Mun bhabithilire tate nijara
Bhangidei chaligalu bharasa mora
Tu bujhilu nahin mo katha thare
Kemiti tu heigalu ete nisthura ॥1॥


Ho..tu thilu mo dunia thilu mo pruthibi
Tate chhadi kaha sathi kemiti banchibi
Tu chhadei nelu khusiku mora
Ete duhkha deigalu kemiti hasibi
Tu thilu mo dunia thilu mo pruthibi
Tate chhadi kaha sathi kemiti banchibi
Tu chhadei nelu khusiku mora
Ete duhkha deigalu kemiti hasibi
To bhalapaiba thila bahana
Sathi hei mana mora karilu chuna
Mo hrudaye tate rakhithili mun
Emiti jalilu mate sahi huena
Mo hrudaye tate rakhithili mun
Emiti jalilu mate sahi huena ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ