Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୁଁ ଓଡ଼ିଆ ପୁଅ ଭାରି ସ୍ଵାଭିମାନୀ - Mun Odia Pua Bhari Swabhimani Lyrics

== ଓଡ଼ିଆ ==

ଗୀତ : ମୁଁ ଓଡ଼ିଆ ପୁଅ ଭାରି ସ୍ଵାଭିମାନୀ
ଭାଷା : ଓଡ଼ିଆ
କଣ୍ଠ : କ୍ରିଷ୍ଣା ବେଉରା



(ସମସ୍ତେ)
ହେ..ହେ..ହେ..ହେ
(ପୁ)
ମୁଁ ଓଡ଼ିଆ ପୁଅ ଭାରି ସ୍ଵାଭିମାନୀ
ଧନରେ ଗରିବ ମନରେ ମୁଁ ଧନୀ
ମୋ ପଖାଳ ପାଣିକୁ ବନ୍ଦେ
(ସମସ୍ତେ)
ବନ୍ଦେ
(ପୁ)
ମୋ ପାଇକ ଠାଣିକୁ ବନ୍ଦେ
(ସମସ୍ତେ)
ବନ୍ଦେ
(ପୁ)
ମୋ ଖୁଦୁରୁକୁଣୀକୁ ବନ୍ଦେ
(ସମସ୍ତେ)
ବନ୍ଦେ
(ପୁ)
ମୋ ବଉଳବେଣିକୁ ବନ୍ଦେ
(ସମସ୍ତେ)
ବନ୍ଦେ
(ପୁ)
ମୋ ସଞ୍ଜ ଆଳତି
ମୋ ପୁରାଣ ପୋଥି
ମୋ ଗାମୁଛା ଧୋତିକୁ
(ସମସ୍ତେ)
ବନ୍ଦେ..ବନ୍ଦେ..ବନ୍ଦେ
ବନ୍ଦେ ବନ୍ଦେ ବନ୍ଦେ ବନ୍ଦେ
(ପୁ)
ବନ୍ଦେ..ଉତ୍କଳ ଜନନୀ
ବନ୍ଦେ..ଉତ୍କଳ ଜନନୀ
ମୁଁ ଓଡ଼ିଆ ପୁଅ ଭାରି ସ୍ଵାଭିମାନୀ
(ସମସ୍ତେ)
ହେ..ହେହେ..ହେହେ
(ପୁ)
ଧନରେ ଗରିବ ମନରେ ମୁଁ ଧନୀ ॥


(ସମସ୍ତେ)
ହେହେ..ହେହେ..ହେହେ..ହେହେ..
ହେହେ..ହେହେହେ

ହେହେ ହେହେ ହେହେହେହେ..ହେ
(ପୁ)
ମୋ ପହିଲି ରଜ ମୋ ଝୁଣ୍ଟି ମୁରୁଜ
ମୋ କୁଆଁରୀ ଲାଜ ଠୁ
ମିଠା ନାହିଁ କିଛିରେ ମିଠା ନାହିଁ କିଛି
ସବୁ ମିଠା ଅଛିରେ ଏ ମାଟିରେ ଲୁଚି
ମୋ ଶଗଡ଼ଗାଡ଼ି ମୋ ଓଡ଼ିଆ ଭାଡ଼ି
ମୋ ଚନ୍ଦନ ପେଡ଼ି ଠୁ
ମଜା ନାହିଁ କିଛିରେ ମଜା ନାହିଁ କିଛି
ସବୁ ସ୍ମୃତି ଅଛିରେ ଏ ମାଟିରେ ବଞ୍ଚି
(ପୁ)
ମୋ ପାନବଟୁଆକୁ ବନ୍ଦେ
(ସମସ୍ତେ)
ବନ୍ଦେ
(ପୁ)
ମୋ ଦାଶକାଠିଆକୁ ବନ୍ଦେ
(ସମସ୍ତେ)
ବନ୍ଦେ
(ପୁ)
ମୋ ପାଇକ ପୁଅକୁ ବନ୍ଦେ
(ସମସ୍ତେ)
ବନ୍ଦେ
(ପୁ)
ମୋ ବ୍ରାହ୍ମଣ ସ୍ୱାହାକୁ ବନ୍ଦେ
ମୋ ଚଇତି ଘୋଡ଼ା
ମୋ ରଥ ବାହୁଡ଼ା
ମୋ ପୁରୀ ଅବଢ଼ାକୁ
(ସମସ୍ତେ)
ବନ୍ଦେ..ବନ୍ଦେ..ବନ୍ଦେ
ବନ୍ଦେ ବନ୍ଦେ ବନ୍ଦେ ବନ୍ଦେ
(ପୁ)
ବନ୍ଦେ..ଉତ୍କଳ ଜନନୀ
ବନ୍ଦେ..ଉତ୍କଳ ଜନନୀ
ମୁଁ ଓଡ଼ିଆ ପୁଅ ଭାରି ସ୍ଵାଭିମାନୀ
(ସମସ୍ତେ)
ହେ..ହେହେ..ହେହେ
(ପୁ)
ଧନରେ ଗରିବ ମନରେ ମୁଁ ଧନୀ ॥୧॥


(ସମସ୍ତେ)
ବନ୍ଦେ ବନ୍ଦେ ବନ୍ଦେ ବନ୍ଦେ
ବନ୍ଦେ ବନ୍ଦେ ବନ୍ଦେ ବନ୍ଦେ
ହେହେ ହେହେ ହେହେହେହେ..ହେ
(ପୁ)
ମୋ ହଳୁଆ ଗୀତ ମୋ ହବିଷ ଭାତ
ମୋ ସାବିତ୍ରୀ ବ୍ରତକୁ
ବଳିଯିବ କିଏରେ ବଳିଯିବ କିଏ
ମାନିଚଳେ ଯିଏରେ ଓଡ଼ିଆଣି ସିଏ
ମୋ ବାପାର ଗାଳି ମୋ ବୋଉର ଲୋରୀ
ମୋ ରାଖିର ଡୋରିକୁ
ଭୁଲିଯିବ କିଏରେ ଭୁଲିଯିବ କିଏ
ଭୁଲିଯିବ ଯିଏରେ ଝୁରିହବ ସିଏ
(ପୁ)
ମୋ ମାଣ ଖଟୁଳିକୁ ବନ୍ଦେ
(ସମସ୍ତେ)
ବନ୍ଦେ
(ପୁ)
ମୋ ପାଟ ଓଢ଼ଣିକୁ ବନ୍ଦେ
(ସମସ୍ତେ)
ବନ୍ଦେ
(ପୁ)
ମୋ ଯୋଡ଼ି ମହୁରିକୁ ବନ୍ଦେ
(ସମସ୍ତେ)
ବନ୍ଦେ
(ପୁ)
ମୋ ଚକା ଭଉଁରିକୁ ବନ୍ଦେ
ମୋ ଓଡ଼ିଆ ଭାଷା
ମୋ ବଉଳ ଖୋଷା
ମୋ ବୋଉ ପରଷାକୁ
(ସମସ୍ତେ)
ବନ୍ଦେ..ବନ୍ଦେ..ବନ୍ଦେ
ବନ୍ଦେ ବନ୍ଦେ ବନ୍ଦେ ବନ୍ଦେ
(ପୁ)
ବନ୍ଦେ..ଉତ୍କଳ ଜନନୀ
ବନ୍ଦେ..ଉତ୍କଳ ଜନନୀ
ମୁଁ ଓଡ଼ିଆ ପୁଅ ଭାରି ସ୍ଵାଭିମାନୀ
(ସମସ୍ତେ)
ହେ..ହେହେ..ହେହେ
(ପୁ)
ଧନରେ ଗରିବ ମନରେ ମୁଁ ଧନୀ
(ସମସ୍ତେ)
ବନ୍ଦେ..
(ପୁ)
ବନ୍ଦେ ବନ୍ଦେ ବନ୍ଦେ ବନ୍ଦେ
ବନ୍ଦେ ବନ୍ଦେ ବନ୍ଦେ ବନ୍ଦେ
(ସମସ୍ତେ)
ଉତ୍କଳ ଜନନୀ ॥୨॥


YouTube ରେ ମୁଁ ଓଡ଼ିଆ ପୁଅ ଭାରି ସ୍ଵାଭିମାନୀ



== English ==

Song : Mun Odia Pua Bhari Swabhimani
Language : Odia
Singer : Krishna Beura



(All)
He..he..he..he..
(M)
Mun Odia pua bhari swabhimani
Dhanare gariba manare mun dhani
Mo pakhala paniku Vande  
(All)
Vande
(M)
Mo paika thaniku Vande
(All)
Vande
(M)
Mo khudurukuniku Vande
(All)
Vande
(M)
Mo baulabeniku Vande
(All)
Vande
(M)
Mo sanja alati
Mo purana pothi
Mo gamuchha dhotiku
(All)
Vande..Vande..Vande
Vande Vande Vande Vande
(M)
Vande..Utkala Janani
Vande..Utkala Janani
Mun Odia pua bhari swabhimani
(All)
He..hehe..hehe
(M)
Dhanare gariba manare mun dhani ॥


(All)
Hehe..hehe..hehe..hehe..
Hehe..hehehe

Hehe hehe hehehehe..he
(M)
Mo pahili raja mo jhunti muruja
Mo kuanri laja thu
Mitha nahin kichhire mitha nahin kichhi
Sabu mitha achhire e matire luchi
Mo shagadagadi mo Odia bhadi
Mo chandana pedi thu
Maja nahin kichhire maja nahin kichhi
Sabu smruti achhire e matire banchi
(M)
Mo panabatuaku Vande 
(All)
Vande
(M)
Mo dashakathiaku  Vande
(All)
Vande
(M)
Mo paika puaku Vande
(All)
Vande
(M)
Mo brahmana swahaku Vande
Mo chaiti ghoda
Mo ratha bahuda
Mo Puri abadhaku
(All)
Vande..Vande..Vande
Vande Vande Vande Vande
(M)
Vande..Utkala Janani
Vande..Utkala Janani
Mun Odia pua bhari swabhimani
(All)
He..hehe..hehe
(M)
Dhanare gariba manare mun dhani ॥1॥


(All)
Vande Vande Vande Vande
Vande Vande Vande Vande
Hehe hehe hehehehe..he
(M)
Mo halua gita mo habisa bhata
Mo sabitri brataku
Balijiba kiere balijiba kie
Manichale jiere odiani sie
Mo bapara gali mo baura lori
Mo rakhira doriku
Bhulijiba kiere bhulijiba kie
Bhulijiba jiere jhurihaba sie
(M)
Mo mana khatuliku Vande
(All)
Vande
(M)
Mo pata odhaniku Vande
(All)
Vande
(M)
Mo jodi mahuriku Vande
(All)
Vande
(M)
Mo chaka bhaunriku Vande
Mo Odia bhasa
Mo baula khosa
Mo bou parasaku
(All)
Vande..Vande..Vande
Vande Vande Vande Vande
(M)
Vande..Utkala Janani
Vande..Utkala Janani
Mun Odia pua bhari swabhimani
(All)
He..hehe..hehe
(M)
Dhanare gariba manare mun dhani
(All)
Vande..
(M)
Vande Vande Vande Vande
Vande Vande Vande Vande
(All)
Utkala janani ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ