Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମିତରେ ମିତ ମିତ ତୋତେ ଖୋଜୁଚି ମୋ ଗୀତ - Mitare Mita Mita Tote Khajuchi Mo Gita Lyrics

== ଓଡ଼ିଆ ==

ଫିଲ୍ମଗୀତ : ମିତରେ ମିତ ମିତ ତୋତେ ଖୋଜୁଚି
ଭାଷା : ଓଡ଼ିଆ
ଚଳଚିତ୍ର : ଆଇ ଲଭ ୟୁ
କଣ୍ଠ : ଟି. ସୌରି
ଗୀତିକାର : ସ୍ଵରୂପ ନାୟକ
ସଂଗୀତ ନିର୍ଦ୍ଦେଶକ : ସ୍ଵରୂପ ନାୟକ
ମସିହା : ୨୦୦୪



ମିତରେ.. ମିତରେ.. ଏ..ମିତ..

ମିତରେ ମିତ ମିତ
ତତେ ଖୋଜୁଚି ମୋ ଗୀତ ହାଏ
ମିତରେ ମିତ ମିତ
ତତେ ଖୋଜୁଚି ମୋ ଗୀତ
ସଙ୍ଗୀତର ସୁରେ ସୁରେ ସଜେଇବି ତତେ
ସଙ୍ଗୀତର ସୁରେ ସୁରେ ସଜେଇବି ତତେ
ତୁ ମୋ ଚିର ବସନ୍ତ  
ତତେ ଖୋଜୁଚି ମୋ ଗୀତ ହାଏ
ମିତରେ ମିତ ମିତ
ତତେ ଖୋଜୁଚି ମୋ ଗୀତ ॥


ମୁଁ ଜାଣିନି ତୋ ନାଁ ଗାଁ ଦେଖିନି ତତେ
ମୁଁ ଜାଣିନି ତୋ ନାଁ ଗାଁ ଦେଖିନି ତତେ
ତୁ ଅତି ଆପଣାର ଲାଗୁଚୁ ମତେ
ହାଏ ଲାଗୁଚୁ ମତେ
ଆ ମୋ ପାଖକୁ ଆ 
ଥରେ ଦେଖା ଦେଇଯା
ଆ ମୋ ପାଖକୁ ଆ  
ଥରେ ଦେଖା ଦେଇଯା
ମୋ ସଙ୍ଗୀତ ସୁରେ ସୁରେ
ଭିଜେଇବି ତତେ
ମୋ ସଙ୍ଗୀତ ସୁରେ ସୁରେ
ଭିଜେଇବି ତତେ
କେବେ ହବୁ ମନର ମିତ
ତତେ ଖୋଜୁଚି ମୋ ଗୀତ ହାଏ
ମିତରେ ମିତ ମିତ
ତତେ ଖୋଜୁଚି ମୋ ଗୀତ ॥୧॥


ଏଇ ଛାଇ ଆଲୁଅର ଖେଳ କେବେ ସରିବ
ଏଇ ଛାଇ ଆଲୁଅର ଖେଳ କେବେ ସରିବ
ଆମ ଦୁଇ ମନ ଦୁଇ ପ୍ରାଣ ଗୋଟିଏ ହବ
ହାଏ ଗୋଟିଏ ହବ
ଭଲପାଉ ମତେ ବୋଲି
କହିଦେ ତୁ ଓଠ ଖୋଲି
ଭଲପାଉ ମତେ ବୋଲି
କହିଦେ ତୁ ଓଠ ଖୋଲି
ସାତ ରଙ୍ଗ ସାତ ସୁରେ ହଜେଇବି ତତେ
ସାତ ରଙ୍ଗ ସାତ ସୁରେ ହଜେଇବି ତତେ
ଧରିନେ ମୋ ହାତ
ତତେ ଖୋଜୁଚି ମୋ ଗୀତ ହାଏ
ମିତରେ ମିତ ମିତ
ତତେ ଖୋଜୁଚି ମୋ ଗୀତ
ମିତରେ ମିତ ମିତ
ତତେ ଖୋଜୁଚି ମୋ ଗୀତ ॥୨॥


YouTube ରେ ମିତରେ ମିତ ମିତ ତୋତେ ଖୋଜୁଚି


ଇରା ମହାନ୍ତିଙ୍କ କଣ୍ଠରେ ଗୀତଟିକୁ ଦେଖନ୍ତୁ YouTube ରେ



== English ==

Movie Song : Mitare Mita Mita Tote Khajuchi
Language : Odia
Movie : I Love You
Singer : T. Shouri
Lyricist : Swaroop Naik
Music Director :  Swaroop Naik
Year : 2004



Mitare.. mitare.. e..mita..

Mitare mita mita
Tate khojuchi mo gita hae
Mitare mita mita
Tate khojuchi mo gita
Sangitara sure sure sajeibi tate
Sangitara sure sure sajeibi tate
Tu mo chira basanta
Tate khojuchi mo gita hae
Mitare mita mita
Tate khojuchi mo gita ॥


Mun janini to nan gaan dekhini tate
Mun janini to nan gaan dekhini tate
Tu ati apanara laguchu mate
Hae laguchu mate
Aa mo pakhaku aa
Thare dekha deija
Aa mo pakhaku aa
Thare dekha deija
Mo sangita sure sure
Bhijeibi tate
Mo sangita sure sure
Bhijeibi tate
Kebe habu manara mita
Tate khojuchi mo gita hae
Mitare mita mita
Tate khojuchi mo gita ॥1॥


Ei chhai aluara khela kebe sariba
Ei chhai aluara khela kebe sariba
Aama dui mana dui prana gotie haba
Hae gotie haba
Bhalapau mate boli
Kahide tu otha kholi
Bhalapau mate boli
Kahide tu otha kholi
Sata ranga sata sure hajeibi tate
Sata ranga sata sure hajeibi tate
Dharine mo hata
Tate khojuchi mo gita hae
Mitare mita mita
Tate khojuchi mo gita
Mitare mita mita
Tate khojuchi mo gita ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

Anonymous commented on mo prabhu jagannatha se lyrics odia: “Very nice jay jagannath”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ