Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୁ ଚାଲିଯିବୁ ତୋ ଶାଶୁଘର ଫୁଲର ସବାରିରେ - Tu Chalijibu To Shasughara Phulara Sabarire Lyrics

== ଓଡ଼ିଆ ==

ଗୀତ : ତୁ ଚାଲିଯିବୁ ତୋ ଶାଶୁଘର ଫୁଲର ସବାରିରେ
ଭାଷା : ଓଡ଼ିଆ
ଆଲବମ : ରଜନୀଗନ୍ଧା
କଣ୍ଠ : ମହମ୍ମଦ ଅଜିଜ୍
ଗୀତିକାର : ଶ୍ରୀକାନ୍ତ ଗୌତମ  
ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ
ମସିହା : ୧୯୯୫



ତୁ ଚାଲିଯିବୁ.. ତୋ ଶାଶୁଘର..
ଫୁଲର ସବାରିରେ
ମୁଁ ଚାଲିଯିବି.. ମଶାଣିକୁ ମୋର..
କଣ୍ଟାର କୋକେଇରେ

ତୁ ଚାଲିଯିବୁ ତୋ ଶାଶୁଘର
ତୁ ଚାଲିଯିବୁ ତୋ ଶାଶୁଘର
ଫୁଲର ସବାରିରେ
ମୁଁ ଚାଲିଯିବି ମଶାଣିକୁ ମୋର
କଣ୍ଟାର କୋକେଇରେ
ତୁ ଶୋଇଥିବୁ ଚଉଠି ରାତିରେ
ତୁ ଶୋଇଥିବୁ ଚଉଠି ରାତିରେ
ରଜନୀଗନ୍ଧା ଶେଯରେ
ମୁଁ ଶୋଇଥିବି ଜୁଇର ଖଟରେ
ନିଆଁର ବିଛଣାରେ
ଯଦି ଆମ ପ୍ରେମ ସତ ହେଇଥିବ
ଯଦି ଆମ ପ୍ରେମ ସତ ହେଇଥିବ
ପୁଣି ଦେଖାହବ ଆର ଜନମରେ
ପୁଣି ଦେଖାହବ ଆର ଜନମରେ ॥


ଟୋପାଏ ସିନ୍ଦୁର ଦେଇ ନାହିଁ ବୋଲି
ହେଇଗଲି ସାତପର
ଶଙ୍ଖାରୁ ଦି'ପଟ କିଣିଦେଇ ନାହିଁ
କହିପାରିବିନି ମୋର
ରୋଶଣି କରି ମୁଁ ଯାଇନାହିଁ ବୋଲି
ନାହିଁ ମୋର ଅଧିକାର
ମତେ ଫାଶୀ ଦେଇ ଆଉ କା ଗଳାରେ
ପିନ୍ଧେଇବୁ ଫୁଲହାର
ଅଳପ ଦିନର ଗଳପ ଆମର
ଅଳପ ଦିନର ଗଳପ ଆମର
ପୁଣି ପୂରାହବ ଆର ଜନମରେ
ପୁଣି ଦେଖାହବ ଆର ଜନମରେ
ପୁଣି ଦେଖାହବ ଆର ଜନମରେ ॥୧॥


ଭୁଲିଯିବୁ ମତେ ଭୁଲିଯିବୁ ଧୀରେ
ପଛକଥା ସବୁ ତୋର
ଗୋଟି ଗୋଟି କରି ପୋଡ଼ିଦବୁ ଚିରି
ହାତ ଲେଖା ଚିଠି ମୋର
ଆଉ ଦେଖିବୁନି ଖୋଜି ପାଇବୁନି
ଚାଲିଯିବି ବହୁ ଦୂର
ମୋ ସମାଧି ତଳେ ମୁଠାଏ ପାଉଁଶ
ରହିଥିବ ସ୍ମୃତି ମୋର
ଶେଷ ଇଛା ମୋର ଦେଖିବି ମୁଁ ତତେ
ଶେଷ ଇଛା ମୋର ଦେଖିବି ମୁଁ ତତେ
ଶେଷଥର ଏଇ ଜୀବନରେ
ପୁଣି ଦେଖାହବ ଆର ଜନମରେ
ପୁଣି ଦେଖାହବ ଆର ଜନମରେ

ତୁ ଚାଲିଯିବୁ ତୋ ଶାଶୁଘର
ତୁ ଚାଲିଯିବୁ ତୋ ଶାଶୁଘର
ଫୁଲର ସବାରିରେ
ମୁଁ ଚାଲିଯିବି ମଶାଣିକୁ ମୋର
କଣ୍ଟାର କୋକେଇରେ
ତୁ ଶୋଇଥିବୁ ଚଉଠି ରାତିରେ
ତୁ ଶୋଇଥିବୁ ଚଉଠି ରାତିରେ
ରଜନୀଗନ୍ଧା ଶେଯରେ
ମୁଁ ଶୋଇଥିବି ଜୁଇର ଖଟରେ
ନିଆଁର ବିଛଣାରେ
ଯଦି ଆମ ପ୍ରେମ ସତ ହେଇଥିବ
ଯଦି ଆମ ପ୍ରେମ ସତ ହେଇଥିବ
ପୁଣି ଦେଖାହବ ଆର ଜନମରେ
ପୁଣି ଦେଖାହବ ଆର ଜନମରେ ॥୨॥





== English ==

Song : Tu Chalijibu To Shasughara Phulara Sabarire
Language : Odia
Album : Rajanigandha 
Singer : Mohammad Aziz
Lyricist : Srikant Goutam
Music Director : Saroj Nanda
Year : 1995



Tu chalijibu.. To shashughara..
Phulara sabarire
Mun chalijibi.. mashaniku mora..
Kantara kokeire

Tu chalijibu to shashughara
Tu chalijibu to shashughara
Phulara sabarire
Mun chalijibi mashaniku mora
Kantara kokeire
Tu shoithibu chauthi ratire
Tu shoithibu chauthi ratire
Rajanigandha shejare
Mun shoithibi juira khatare
Nianra bichhanare
Jadi ama prema sata heithiba
Jadi ama prema sata heithiba
Puni dekhahaba ara janamare
Puni dekhahaba ara janamare ॥


Topae sindura dei nahin boli
Heigali satapara
Shankharu di’pata kinidei nahin
Kahiparibini mora
Roshani kari mun jainahin boli
Nahin mora adhikara
Mate phashi dei aau ka galare
Pindheibu phulahara
Alapa dinara galapa amara
Alapa dinara galapa amara
Puni purahaba ara janamare
Puni dekhahaba ara janamare
Puni dekhahaba ara janamare ॥1॥


Bhulijibu mate bhulijibu dhire
Pachhakatha sabu tora
Goti goti kari podidabu chiri
Hata lekha chithi mora
Aau dekhibuni khoji paibuni
Chalijibi bahu dura
Mo samadhi tale muthae paunsha
Rahithiba smruti mora
Shesa ichha mora dekhibi mun tate
Shesa ichha mora dekhibi mun tate
Shesathara ei jibanare
Puni dekhahaba ara janamare
Puni dekhahaba ara janamare

Tu chalijibu to shashughara
Tu chalijibu to shashughara
Phulara sabarire
Mun chalijibi mashaniku mora
Kantara kokeire
Tu shoithibu chauthi ratire
Tu shoithibu chauthi ratire
Rajanigandha shejare
Mun shoithibi juira khatare
Nianra bichhanare
Jadi ama prema sata heithiba
Jadi ama prema sata heithiba
Puni dekhahaba ara janamare
Puni dekhahaba ara janamare ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ