Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଦେଇଦେବି ଦେଇଦେବି ଲୋ ତାକୁ ଏଇ ମୋ କୁଆଁରୀ ଦିଲ୍ - Deidebi Deidebi Lo Taku Ei Mo Kuanri Dil Lyrics

== ଓଡ଼ିଆ ==

ଗୀତ : ଦେଇଦେବି ଦେଇଦେବି ଲୋ ତାକୁ
ଭାଷା : ଓଡ଼ିଆ
କଣ୍ଠ : ଇରା ମହାନ୍ତି, ଅସୀମା ପଣ୍ଡା, ଦିପ୍ତୀରେଖା ପାଢ଼ୀ
ଗୀତିକାର : ଗଣେଶ୍ଵର ମହାପାତ୍ର
ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର
ମସିହା : ୨୦୧୯



(ଝି-୧)
ନ ଥାଉ ପଛେ ବ୍ୟାଙ୍କ ବାଲାନ୍ସ
ମୋ ପାଇଁ ଥାଉ ତା ଫିଲ୍
(ଝି-୨)
ମୋ ଲିପଷ୍ଟିକ୍ କାଜଲ୍ କିଣାରେ ସିଏ
ଦେଇ ପାରୁଥିବ ବିଲ୍
(ଝି-୩)
ମୁଁ ରୁଷିଲେ ରାଗିଲେ ମୋ ସାଥେ ଯିଏ
କରି ପାରୁଥିବ ଡିଲ୍
(ଝି-ସମସ୍ତେ)
ଦେଇଦେବି ଦେଇଦେବି ଲୋ ତାକୁ
ଦେଇଦେବି ଦେଇଦେବି ଲୋ ତାକୁ
ଦେଇଦେବି ଦେଇଦେବି ଲୋ ତାକୁ
ଏଇ ମୋ କୁଆଁରୀ ଦିଲ୍
ଦେଇଦେବି ଦେଇଦେବି ଲୋ ତାକୁ
ଦେଇଦେବି ଦେଇଦେବି ଲୋ ତାକୁ
ଦେଇଦେବି ଦେଇଦେବି ଲୋ ତାକୁ
ଏଇ ମୋ କୁଆଁରୀ ଦିଲ୍

(ଝି-୨)
ନ ଥାଉ ପଛେ ବ୍ୟାଙ୍କ ବାଲାନ୍ସ
ମୋ ପାଇଁ ଥାଉ ତା ଫିଲ୍
(ଝି-୩)
ମୋ ଲିପଷ୍ଟିକ୍ କାଜଲ୍ କିଣାରେ ସିଏ
ଦେଇ ପାରୁଥିବ ବିଲ୍
(ଝି-୧)
ମୁଁ ରୁଷିଲେ ରାଗିଲେ ମୋ ସାଥେ ଯିଏ
କରି ପାରୁଥିବ ଡିଲ୍
(ସମସ୍ତେ)
ଦେଇଦେବି ଦେଇଦେବି ଲୋ ତାକୁ
ଦେଇଦେବି ଦେଇଦେବି ଲୋ ତାକୁ
ଦେଇଦେବି ଦେଇଦେବି ଲୋ ତାକୁ
ଏଇ ମୋ କୁଆଁରୀ ଦିଲ୍
ଦେଇଦେବି ଦେଇଦେବି ଲୋ ତାକୁ
ଦେଇଦେବି ଦେଇଦେବି ଲୋ ତାକୁ
ଦେଇଦେବି ଦେଇଦେବି ଲୋ ତାକୁ
ଏଇ ମୋ କୁଆଁରୀ ଦିଲ୍ ॥


(ଝି-୧)
ଜଏଣ୍ଟ ଫ୍ୟାମିଲି ହଉ ପଛେ ତାର
(ଝି-୩)
ଖୁସି ଖୁସି ଥିବ ତା ପରିବାର
(ଝି-୨)
କାର୍ ବାଇକ୍ କ'ଣ ହବ
(ଝି-୧)
ଚାଲୁଥିଲେ ହାତ ବଢ଼େଇ ଦବ

(ଝି-୩)
ଜଏଣ୍ଟ ଫ୍ୟାମିଲି ହଉ ପଛେ ତାର
(ଝି-୨)
ଖୁସି ଖୁସି ଥିବ ତା ପରିବାର
(ଝି-୧)
କାର୍ ବାଇକ୍ କ'ଣ ହବ
(ଝି-୩)
ଚାଲୁଥିଲେ ହାତ ବଢ଼େଇ ଦବ
(ଝି-୨)
ବ୍ରୋଡ୍‌ମାଇଣ୍ଡ ହେଇଥିବ ସେ
ନଥିବ ଫିଲିଙ୍ଗ୍ ସିଲ୍
(ଝି-୩)
ଟେନସନ୍ ଥାଉ କି ନ ଥାଉ ଟେନସନ୍
ସବୁବେଳେ ଥିବ ଚିଲ୍
(ଝି-୧)
ସବୁବେଳେ ମୋ ପାଖେ ପାଖେ ରହି
ବଢ଼ଉଥିବ ମୋ ଜିଲ୍
(ସମସ୍ତେ)
ଦେଇଦେବି ଦେଇଦେବି ଲୋ ତାକୁ
ଦେଇଦେବି ଦେଇଦେବି ଲୋ ତାକୁ
ଦେଇଦେବି ଦେଇଦେବି ଲୋ ତାକୁ
ଏଇ ମୋ କୁଆଁରୀ ଦିଲ୍
ଦେଇଦେବି ଦେଇଦେବି ଲୋ ତାକୁ
ଦେଇଦେବି ଦେଇଦେବି ଲୋ ତାକୁ
ଦେଇଦେବି ଦେଇଦେବି ଲୋ ତାକୁ
ଏଇ ମୋ କୁଆଁରୀ ଦିଲ୍ ॥୧॥ 


(ଝି-୨)
କଫି ହୋଟେଲ୍ ନ ନଉ ମୋତେ
(ଝି-୧)
ଦିନ ରାତି ଥିବ ମୋରି ସାଥେ
(ଝି-୩)
ଦିଲ୍ ରେ ମୋ ପାଇଁ ଦର୍ଦ ଥିବ
(ଝି-୨)
କୋଉ ଝିଅ ସାଙ୍ଗେ ପ୍ରେମ ନଥିବ

(ଝି-୧)
କାଫି ହୋଟେଲ୍ ନ ନଉ ମୋତେ
(ଝି-୩)
ଦିନ ରାତି ଥିବ ମୋରି ସାଥେ
(ଝି-୨)
ଦିଲ୍ ରେ ମୋ ପାଇଁ ଦର୍ଦ ଥିବ
(ଝି-୧)
କୋଉ ଝିଅ ସାଙ୍ଗେ ପ୍ରେମ ନଥିବ
(ଝି-୩)
ଦିଉଳି ଦିମୁଠା ଖାଇବାକୁ ସିଏ
ଦେଇ ପାରୁଥିବ ବିଲ୍
(ଝି-୨)
ରାଗିଗଲେ ଚିଡ଼ିଲେ ସବୁବେଳେ ସିଏ
ହସୁଥିବ ଖିଲ୍ ଖିଲ୍ 
(ଝି-୧)  
ମୋ ହାର୍ଟକୁ ତା ହାର୍ଟରେ
ରଖିବ କରି ସେ ସିଲ୍
(ସମସ୍ତେ)
ଦେଇଦେବି ଦେଇଦେବି ଲୋ ତାକୁ
ଦେଇଦେବି ଦେଇଦେବି ଲୋ ତାକୁ
ଦେଇଦେବି ଦେଇଦେବି ଲୋ ତାକୁ
ଏଇ ମୋ କୁଆଁରୀ ଦିଲ୍
ଦେଇଦେବି ଦେଇଦେବି ଲୋ ତାକୁ
ଦେଇଦେବି ଦେଇଦେବି ଲୋ ତାକୁ
ଦେଇଦେବି ଦେଇଦେବି ଲୋ ତାକୁ
ଏଇ ମୋ କୁଆଁରୀ ଦିଲ୍ ॥୨॥
     

YouTube ରେ ଦେଇଦେବି ଦେଇଦେବି ଲୋ ତାକୁ
       


== English ==

Song : Deidebi Deidebi Lo Taku
Language : Odia
Singer : Ira Mohanty, Aseema Panda, Diptirekha Padhi
Lyricist : Ganeshwara Mohapatra
Music Director : Malaya Mishra
Year : 2019



(F-1)
Na thau pachhe bank balance
Mo pain thau ta feel
(F-2)
Mo lipstick kajal kinare sie
Dei paruthiba bill
(F-3)
Mun rusile ragile mo sathe jie
Kari paruthiba deal
(F-All)
Deidebi deidebi lo taku
Deidebi deidebi lo taku
Deidebi deidebi lo taku
Ei mo kuanri dil
Deidebi deidebi lo taku
Deidebi deidebi lo taku
Deidebi deidebi lo taku
Ei mo kuanri dil

(F-2)
Na thau pachhe bank balance
Mo pain thau ta feel
(F-3)
Mo lipstick kajal kinare sie
Dei paruthiba bill
(F-1)
Mun rusile ragile mo sathe jie
Kari paruthiba deal
(F-All)
Deidebi deidebi lo taku
Deidebi deidebi lo taku
Deidebi deidebi lo taku
Ei mo kuanri dil
Deidebi deidebi lo taku
Deidebi deidebi lo taku
Deidebi deidebi lo taku
Ei mo kuanri dil ॥


(F-1)
Joint family hau pachhe tara
(F-3)
Khusi khusi thiba ta paribara
(F-2)
Car bike kana haba
(F-1)
Chaluthile hata badhei daba

(F-3)
Joint family hau pachhe tara
(F-2)
Khusi khusi thiba ta paribara
(F-1)
Car bik kana haba
(F-3)
Chaluthile hata badhei daba
(F-2)
Broadmind heithiba se
Nathiba feeling seal 
(F-3)
Tension thau ki na thau tension
Sabubele thiba chill
(F-1)
Sabubele mo pakhe pakhe rahi
Badhauthiba mo zeal
(F-All)
Deidebi deidebi lo taku
Deidebi deidebi lo taku
Deidebi deidebi lo taku
Ei mo kuanri dil
Deidebi deidebi lo taku
Deidebi deidebi lo taku
Deidebi deidebi lo taku
Ei mo kuanri dil ॥1॥


(F-2)
Coffe hotel na nau mote
(F-1)
Dina rati thiba mori sathe
(F-3)
Dill re mo pain dard thiba
(F-2)
Kou jhia sange prema nathiba

(F-1)
Coffe hotel na nau mote
(F-3)
Dina rati thiba mori sathe
(F-2)
Dill re mo pain dard thiba
(F-1)
Kou jhia sange prema nathiba
(F-3)
Diuli dimutha khaibaku sie
Dei paruthiba bill
(F-2)
Ragigale chidile sabubele sie
Hasuthiba khil khil
(F-1)
Mo heart ta heartre
Rakhiba kari seal
(F-All)
Deidebi deidebi lo taku
Deidebi deidebi lo taku
Deidebi deidebi lo taku
Ei mo kuanri dil
Deidebi deidebi lo taku
Deidebi deidebi lo taku
Deidebi deidebi lo taku
Ei mo kuanri dil ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ