Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ରେ ଆତ୍ମନ! ନିଦ୍ରା ପରିହରି - Re Atman! Nidra Parihari Lyrics

== ଓଡ଼ିଆ ==

ଭଜନ : ରେ ଆତ୍ମନ! ନିଦ୍ରା ପରିହରି
ଭାଷା : ଓଡ଼ିଆ
ଚଳଚିତ୍ର : ମମତା
କଣ୍ଠ : ପ୍ରଣବ ପଟ୍ଟନାୟକ
ଗୀତିକାର : ଭକ୍ତ କବି ମଧୁସୂଦନ ରାଓ
ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର
ମସିହା : ୧୯୭୫



ରେ ଆତ୍ମନ! ନିଦ୍ରା ପରିହରି
ଫେଡ଼ି ଚିନ୍ତାର ଲୋଚନ କର କର ନିରୀକ୍ଷଣ
ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି
ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ
ରେ ଆତ୍ମନ! ନିଦ୍ରା ପରିହରି ॥୧॥


କି ବେଗରେ ଯାଉଅଛି ଚାଲି
କି ବେଗରେ ଯାଉଅଛି ଚାଲି
ସେହି ସ୍ରୋତ ସଙ୍ଗେ ଭାସି
ଜୀବନର ସୁଖରାଶି
ଯାହାର ସ୍ମରଣେ ନର ଶୋକଶ୍ଵାସ ଢାଳି
ଅତୀତକୁ ଉଦ୍‌ବୋଧଇ ବୃଥା ଭାଳି ଭାଳି
ରେ ଆତ୍ମନ! ନିଦ୍ରା ପରିହରି ॥୨॥


ହେ ଇଶ୍ଵର ପତିତତାରଣ
ହେ ଇଶ୍ଵର ପତିତତାରଣ
ପ୍ରାଣର ମୋ ନିରଞ୍ଜନ
ଭୟ ବିଘ୍ନ ବିନାଶନ
ତୁମ୍ଭେ ପ୍ରଭୁ ସନ୍ତାପିତ ପ୍ରାଣର ଚନ୍ଦନ
ସଂସାର ବିଷାକ୍ତ ନେତ୍ରେ ତୁମ୍ଭେ ହେ ଅଞ୍ଜନ
ରେ ଆତ୍ମନ! ନିଦ୍ରା ପରିହରି ॥୩॥


YouTube ରେ ରେ ଆତ୍ମନ! ନିଦ୍ରା ପରିହରି



== English ==

Bhajan : Re Atman! Nidra Parihari
Language : Odia
Movie : Mamata
Singer : Pranab Patnaik
Lyricist :  Bhakta Kabi Madhusudan Rao
Music Director : Prafulla Kar
Year : 1975



Re atman! nidra parihari
Phedi chintara lochana kara kara nirikhyana
Nihshabde jibanasrota dhaunchhi kipari
Bhetibaku mrutyu-sindhu-karala-lahari
Re atman! nidra parihari ॥1॥


Ki begare jauachhi chali
Ki begare jauachhi chali
Sehi srota sange bhasi
Jibanara sukharashi
Jahara smarane nara shokashwasa dhali
Atitaku udbodhai brutha bhali bhali
Re atman! nidra parihari ॥2॥


He ishwara patitatarana
He ishwara patitatarana
Pranara mo niranjan
Bhaya bighna binashana
Tumbhe prabhu santapita pranara chandana
Sansara bisakta netre tumbhe he anjana
Re atman! nidra parihari ॥୩॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ