ରୁପା ବଗିଚାରେ ତୁ ସୁନାର ଫୁଲ - Rupa Bagichare Tu Sunara Phula Lyrics
ଗୀତ : ରୁପା ବଗିଚାରେ ତୁ ସୁନାର ଫୁଲ
ଭାଷା : ଓଡ଼ିଆ
ଆଲବମ : ହଳଦୀମୁହିଁ
କଣ୍ଠ : ବାବୁଲ୍ ସୁପ୍ରିୟୋ
ଗୀତିକାର : ପଞ୍ଚାନନ ନାୟକ
ସଂଗୀତ ନିର୍ଦ୍ଦେଶକ : କୃଷ୍ଣ ଚନ୍ଦ୍ର
ମସିହା : ୨୦୦୩
ରୁପା ବଗିଚାରେ ତୁ ସୁନାର ଫୁଲ
ତୋଳିନବ କିଏ ତତେ
ଦେଇ ତୋ ମୁଲ
ରୁପା ବଗିଚାରେ ତୁ ସୁନାର ଫୁଲ
ହେ ତୋଳିନବ କିଏ ତତେ
ଦେଇ ତୋ ମୁଲ
ଗଢ଼ିଦବ କିଏ ତତେ
ଗଢ଼ିଦବ କିଏ ତତେ
ମୋତି ମହଲ
ରୁପା ବଗିଚାରେ ତୁ ସୁନାର ଫୁଲ
ହେ ତୋଳିନବ କିଏ ତତେ
ଦେଇ ତୋ ମୁଲ ॥
ଆଖି ନୀଳ ନୀଳ ଗଙ୍ଗାଜଳ
ଯମୁନା ପରି ତୋ ଚାଲି
କେମିତି ଆସିଲୁ କାହା ସାଥେ
ସରଗ କବାଟ ଖୋଲି
ହେ ଆଖି ନୀଳ ନୀଳ ଗଙ୍ଗାଜଳ
ଯମୁନା ପରି ତୋ ଚାଲି
କେମିତି ଆସିଲୁ କାହା ସାଥେ
ସରଗ କବାଟ ଖୋଲି
ସଜ ତୋର ସାତରଙ୍ଗ
ସଜ ତୋର ସାତରଙ୍ଗ
କଥା ଚଞ୍ଚଳ
ରୁପା ବଗିଚାରେ ତୁ ସୁନାର ଫୁଲ
ହେ ତୋଳିନବ କିଏ ତତେ
ଦେଇ ତୋ ମୁଲ ॥୧॥
କେଉଁ ବିଧାତାର ହାତଗଢ଼ା
ସୁନାର କଣ୍ଢେଇ ତୁ
କିଏ ସାଇତିବ ତତେ ନେଇ
ସେ କଥା ଭାବୁଚି ମୁଁ
ହେ କେଉଁ ବିଧାତାର ହାତଗଢ଼ା
ସୁନାର କଣ୍ଢେଇ ତୁ
କିଏ ସାଇତିବ ତତେ ନେଇ
ସେ କଥା ଭାବୁଚି ମୁଁ
ଲାଜ ତୋର ମଲ୍ଲି ଫୁଲ
ଲାଜ ତୋର ମଲ୍ଲି ଫୁଲ
ହସ ବଉଳ
ରୁପା ବଗିଚାରେ ତୁ ସୁନାର ଫୁଲ
ହେ ତୋଳିନବ କିଏ ତତେ
ଦେଇ ତୋ ମୁଲ
ଗଢ଼ିଦବ କିଏ ତତେ
ଗଢ଼ିଦବ କିଏ ତତେ
ମୋତି ମହଲ
ରୁପା ବଗିଚାରେ ତୁ ସୁନାର ଫୁଲ
ହେ ତୋଳିନବ କିଏ ତତେ
ଦେଇ ତୋ ମୁଲ ॥୨॥
YouTube ରେ ରୁପା ବଗିଚାରେ ତୁ ସୁନାର ଫୁଲ
== English ==
Song : Rupa Bagichare Tu Sunara Phula
Language : Odia
Album : Haladimuhin
Singer : Babul Supriyo
Lyricist : Panchanana Nayak
Music Director : Krushna Chandra
Year : 2003
Rupa bagichare tu sunara phula
Tolinaba kie tate
Dei to mula
Rupa bagichare tu sunara phula
Tolinaba kie tate
Dei to mula
Gadhidaba kie tate
Gadhidaba kie tate
Moti mahala
Rupa bagichare tu sunara phula
Tolinaba kie tate
Dei to mula ॥
Aakhi nila nila gangajala
Jamuna pari to chali
Kemiti asilu kaha sathe
Saraga kabata kholi
He akhi nila nila gangajala
Jamuna pari to chali
Kemiti asilu kaha sathe
Saraga kabata kholi
Saja tora sataranga
Saja tora sataranga
Katha chanchala
Rupa bagichare tu sunara phula
He tolinaba kie tate
Dei to mula ॥1॥
Keun bidhatara hatagadha
Sunara kandhei tu
Kie saitiba tate nei
Se katha bhabuchi mun
He keun bidhatara hatagadha
Sunara kandhei tu
Kie saitiba tate nei
Se katha bhabuchi mun
Laja tora Malli phula
Laja tora Malli phula
Hasa baula
Rupa bagichare tu sunara phula
He tolinaba kie tate
Dei to mula
Gadhidaba kie tate
Gadhidaba kie tate
Moti mahala
Rupa bagichare tu sunara phula
He tolinaba kie tate
Dei to mula ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...