Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ରାତି ବେଶି ହେଲା ପରେ ବଡ଼ଦେଉଳ ଭିତରେ - Rati Beshi Hela Pare Badadeula Bhitare Lyrics

== ଓଡ଼ିଆ ==

ଭଜନ : ରାତି ବେଶି ହେଲା ପରେ ବଡ଼ଦେଉଳ ଭିତରେ
ଭାଷା : ଓଡ଼ିଆ
ଆଲବମ : ହେ ଗୋବିନ୍ଦ
କଣ୍ଠ : ଶୈଳଭାମା ମହାପାତ୍ର 
ଗୀତିକାର : ସବିତା ଓଝା
ସଂଗୀତ ନିର୍ଦ୍ଦେଶକ : ଶାନ୍ତିରାଜ ଖୋସଲା
ମସିହା : ୧୯୯୫



ରାତି ବେଶି ହେଲା ପରେ
ବଡ଼ଦେଉଳ ଭିତରେ
ରାତିବେଶି ହେଲା ପରେ
ବଡ଼ଦେଉଳ ଭିତରେ
ଶୁଭେ କାହା ପାଉଁଜିର ରୁଣୁଝୁଣୁ ସୁର
ଶୁଭେ କାହା ପାଉଁଜିର ରୁଣୁଝୁଣୁ ସୁର
ସେ ରାଧାରାଣୀର ନା ଦେବଦାସୀର
ସେ ରାଧାରାଣୀର ନା ଦେବଦାସୀର
ରୁଣୁଝୁଣୁ ରୁଣୁଝୁଣୁ ସେ ତ କାହାର ସୁର
ସେ ରାଧାରାଣୀର ନା ଦେବଦାସୀର
ସେ ରାଧାରାଣୀର ନା ଦେବଦାସୀର ॥


ରାତିକରେ ଲାଜ ତା’ର ପଣତ ଟାଣି
ଲୁଚି ଲୁଚି ଆସେ ଧୀରେ ରାଧିକା ରାଣୀ
ରତ୍ନସିଂହାସନେ ନିଦେ ଭାଇ ଭଉଣୀ
ଚୁଡ଼ି ଡ଼ାକେ ଉଠ ଶ୍ୟାମ ଡ଼େରିହେଲାଣି
ରହି ରହି ଶୁଭେ ଦୂରୁ କାହାର ନୂପୁର
ବଇଁଶୀର ସୁରେ ସୁରେ ନାଚେ କା ଘୁଙ୍ଗୁର
ସେ ରାଧାରାଣୀର ନା ଦେବଦାସୀର
ସେ ରାଧାରାଣୀର ନା ଦେବଦାସୀର 
ରୁଣୁଝୁଣୁ ରୁଣୁଝୁଣୁ ସେ ତ କାହାର ସୁର
ସେ ରାଧାରାଣୀର ନା ଦେବଦାସୀର
ସେ ରାଧାରାଣୀର ନା ଦେବଦାସୀର  ॥୧॥


କାହିଁଗଲେ ଘନଶ୍ୟାମ ଏ ଘନକାଳରେ
ଝୁରେ ରାଧା ବିରହିଣୀ ନାଟମଣ୍ଡପରେ
ଗୀତଗୋବିନ୍ଦର ଛନ୍ଦେ ନାଚେ ମାହାରୀ
ରାତି ରାତି ଉଜାଗର ନିଳାଦ୍ରୀବିହାରୀ
ବିରହିଣୀ ରାଧା ଚାହେଁ ମିଳନ କାହ୍ନୁର
ଦେବଦାସୀ ଚାହେଁ ଖାଲି ମଥାର ସିନ୍ଦୁର
ସେ ରାଧାରାଣୀର ନା ଦେବଦାସୀର
ସେ ରାଧାରାଣୀର ନା ଦେବଦାସୀର
ରୁଣୁଝୁଣୁ ରୁଣୁଝୁଣୁ ସେ ତ କାହାର ସୁର
ସେ ରାଧାରାଣୀର ନା ଦେବଦାସୀର
ସେ ରାଧାରାଣୀର ନା ଦେବଦାସୀର

ରାତି ବେଶି ହେଲା ପରେ
ବଡ଼ଦେଉଳ ଭିତରେ
ରାତି ବେଶି ହେଲା ପରେ
ବଡ଼ଦେଉଳ ଭିତରେ
ଶୁଭେ କାହା ପାଉଁଜିର ରୁଣୁଝୁଣୁ ସୁର
ଶୁଭେ କାହା ପାଉଁଜିର ରୁଣୁଝୁଣୁ ସୁର
ସେ ରାଧାରାଣୀର ନା ଦେବଦାସୀର
ସେ ରାଧାରାଣୀର ନା ଦେବଦାସୀର
ରୁଣୁଝୁଣୁ ରୁଣୁଝୁଣୁ ସେ ତ କାହାର ସୁର
ସେ ରାଧାରାଣୀର ନା ଦେବଦାସୀର
ସେ ରାଧାରାଣୀର ନା ଦେବଦାସୀର 
ସେ ରାଧାରାଣୀର ନା ଦେବଦାସୀର
ସେ ରାଧାରାଣୀର ନା ଦେବଦାସୀର ॥୨॥


ଶବ୍ଦାର୍ଥ
ମାହାରୀ -
ଦେବଦାସୀ, ଦେବାଳୟର ନର୍ତ୍ତକୀ






== English ==

Bhajan : Rati Beshi Hela Pare Badadeula Bhitare
Language : Odia
Album : He Gobinda
Singer : Sailabhama Mohapatra
Lyricist : Sabita Ojha
Music Director : Shantiraj Khosla
Year : 1995



Rati beshi hela pare
Badadeula bhitare
Rati beshi hela pare
Badadeula bhitare
Shubhe kaha paunjira runujhunu sura
Shubhe kaha paunjira runujhunu sura
Se Radharanira na Debadasira
Se Radharanira na Debadasira
Runujhunu runujhunu se ta kahara sura
Se Radharanira na Debadasira
Se Radharanira na Debadasira ॥


Ratikare laja ta’ra panata tani
Luchi luchi ase dhire Radhika rani
Ratnasinhasana nide bhai bhauni
Chudi dake utha Shyama derihelani
Rahi rahi shubhe duru kahara nupura
Bainshira sure sure nache ka ghungura
Se Radharanira na Debadasira
Se Radharanira na Debadasira
Runujhunu runujhunu se ta kahara sura
Se Radharanira na Debadasira
Se Radharanira na Debadasira ॥1॥


Kahingale ghanashyama e ghanakalare
Jhure Radha birahini natamandapare
Gitagobindara chhande nache mahari
Rati rati ujagara niladribihari
Birahini Radha chahen milana Kahnura
Debadasi chahen khali mathara sindura
Se Radharanira na Debadasira
Se Radharanira na Debadasira
Runujhunu runujhunu se ta kahara sura
Se Radharanira na Debadasira
Se Radharanira na Debadasira

Rati beshi hela pare
Badadeula bhitare
Rati beshi hela pare
Badadeula bhitare
Shubhe kaha paunjira runujhunu sura
Shubhe kaha paunjira runujhunu sura
Se Radharanira na Debadasira
Se Radharanira na Debadasira
Runujhunu runujhunu se ta kahara sura
Se Radharanira na Debadasira
Se Radharanira na Debadasira
Se Radharanira na Debadasira
Se Radharanira na Debadasira ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on kala manikare dhire ghena lyrics odia: “Dankuni”

The Smaranika commented on e jibana jaubana sabu para lyrics odia: “ଅଶେଷ ଧନ୍ୟବାଦ । ଆଉ କେଉଁ ଗୀତ ଆପଣଙ୍କ ପସନ୍ଦ କମେଣ୍ଟ କରି ଜଣାଇବେ ।- "ଦି ସ୍ମରଣିକା" ଟିମ୍”

Anonymous commented on e jibana jaubana sabu para lyrics odia: “Jay Jagannath ”

Anonymous commented on kala manikare dhire ghena lyrics odia: “Dhire ghena kanana re krushna bilambita ra meaning in idia”

The Smaranika commented on olata brukhe kheluchhi lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

indiramishra commented on olata brukhe kheluchhi lyrics odia: “Beautiful song, ହୃଦୟସ୍ପର୍ଶୀ ଖୁବ ମର୍ମ ସ୍ପର୍ଶୀ ”

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ