Posts

Showing posts with the label ବାଣୀ ଜୟରାମ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି - Tiktiki Tiktiki Hue Mo Chhati Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି ଭାଷା : ଓଡ଼ିଆ ଚଳଚିତ୍ର : ବଳିଦାନ କଣ୍ଠ : ବାଣୀ ଜୟରାମ ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୯ ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି କିଏ ସେ ଭରିଛି ମୋ ଦେହେ ତାତି ହାଏରେ.. ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି କିଏ ସେ ଭରିଛି ମୋ ଦେହେ ତାତି ହାଏରେ.. କହିବାକୁ ଲାଜ ଲୋ ମାଳତୀ ଲାଗେ ଯାହା କଲେ ପୀରତି ହାଃ..ହାଃ..ହାଃ ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି କିଏ ସେ ଭରିଛି ମୋ ଦେହେ ତାତି ହାଏରେ.. ॥ ଯାହା ମୁଁ ରଖିଥିଲି ସାଇତି ଚୋରାଇ ନେଲା ଚୋରା ଚଇତି ଯାହା ମୁଁ ରଖିଥିଲି ସାଇତି ଚୋରାଇ ନେଲା ଚୋରା ଚଇତି ଏବେ ମୋ ଦିନରାତି କେମିତି ଯିବ ବିତି ନଥିବେ ପାଶେ ଯଦି ମୋ ସାଥୀ ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି କିଏ ସେ ଭରିଛି ମୋ ଦେହେ ତାତି ହାଏରେ.. ॥୧॥  ହେଲା ଗୋ ସତ ଆଜି ସପନ ପାଇଛି ଖୋଜି ସାଥୀ ଏ ମନ ହେଲା ଗୋ ସତ ଆଜି ସପନ ପାଇଛି ଖୋଜି ସାଥୀ ଏ ମନ ତା ନାମ ଯଉବନ କହନ୍ତି କାଳେ ପ୍ରେମ ଜାଣିଲି ଆଜି ତାହା ପ୍ରଥମ  ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି କିଏ ସେ ଭରିଛି ମୋ ଦେହେ ତାତି ହାଏରେ.. କହିବାକୁ ଲାଜ ଲୋ ମାଳତୀ ଲାଗେ ଯାହା କଲେ ପୀରତି ହାଃ..ହାଃ..ହାଃ ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି କିଏ ସେ ଭରିଛି ମୋ ଦେହେ ତାତି ହାଏରେ.. ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି କିଏ ...

ମା' ଗୋ ମମତାମୟୀ ମାତା - Maa Go Mamatamayee Mata Lyrics

Image
== ଓଡ଼ିଆ == ଭଜନ : ମା' ଗୋ ମମତାମୟୀ ମାତା ଭାଷା : ଓଡ଼ିଆ ଚଳଚିତ୍ର : ବନ୍ଧୁ ମହାନ୍ତି  କଣ୍ଠ : ବାଣୀ ଜୟରାମ ଗୀତିକାର : ପ୍ରଫୁଲ୍ଲ କର  ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର  ମସିହା : ୧୯୭୭ (ଝି) ମା' ଗୋ ମମତାମୟୀ ମାତା ଦେବୀ ଭବାନୀ ଗିରିସୁତା ମା' ଗୋ ମମତାମୟୀ ମାତା ଦେବୀ ଭବାନୀ ଗିରିସୁତା ତୁହି ମା' ସୁଖଦା ତୁହି ମା' ବରଦା ଜୟ ଦଶଭୁଜା ମା' ଗୋ ବିରଜା (ଝି-ସମସ୍ତେ) ଜୟ ଦଶଭୁଜା ମା' ଗୋ ବିରଜା (ଝି) ମା' ଗୋ ମମତାମୟୀ ମାତା ଦେବୀ ଭବାନୀ ଗିରିସୁତା ତୁହି ମା' ସୁଖଦା ତୁହି ମା' ବରଦା ଜୟ ଦଶଭୁଜା ମା' ଗୋ ବିରଜା (ଝି-ସମସ୍ତେ) ଜୟ ଦଶଭୁଜା ମା' ଗୋ ବିରଜା ॥ (ଝି) ତୁହି ଗୋ ସ୍ନେହ ତୁହି ଗୋ ପ୍ରୀତି ତୋ କୋଳେ ଥିଲେ ସକଳ ଶାନ୍ତି ପରଶ ତୋର ଦିଏ ଗୋ ଶକ୍ତି ତୋ ପଦେ ମିଳେ ସ୍ୱର୍ଗ ମୁକ୍ତି ଅପାର ତୋର କରୁଣା କରେ କେ ପାରେ କଳନା (ଝି-ସମସ୍ତେ) ଅପାର ତୋର କରୁଣା କରେ କେ ପାରେ କଳନା (ଝି) ତୁହି ମା' ସୁଖଦା ତୁହି ମା' ବରଦା ଜୟ ଦଶଭୁଜା ମା' ଗୋ ବିରଜା (ଝି-ସମସ୍ତେ) ଜୟ ଦଶଭୁଜା ମା' ଗୋ ବିରଜା ॥୧॥ (ଝି) ଆଜି ସେ ତୋର କୁସୁମେ ଗନ୍ଧ ବହଇ ଧିରେ ମଳୟ ମନ୍ଦ ପାଳନ୍ତି ଆଜ୍ଞା ବରୁଣ ଇନ୍ଦ୍ର ଆକାଶେ ଉଏଁ ସୂର୍ଯ୍ୟ ଚନ୍ଦ୍ର ଅପାର ତୋର ମହିମା କରେ କେ ପାରେ କଳନା (ଝି-ସମସ୍ତେ) ଅପାର ...

ବଜାରେ ବାଜାବାଲା (ପାଦରେ ପାଦ ଛନ୍ଦା ପାଦେ ନୂପୁର ବନ୍ଧା) - Bajare Bajabala (Padare Pada Chhanda Pade Nupura Bandha) Lyrics

Image
== ଓଡ଼ିଆ == ଫିଲ୍ମଗୀତ : ବଜାରେ ବାଜାବାଲା ଭାଷା : ଓଡ଼ିଆ ଚଳଚିତ୍ର : ତପସ୍ୟା କଣ୍ଠ : ବାଣୀ ଜୟରାମ ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୮୦ (ଝି) ପାଦରେ ପାଦ ଛନ୍ଦା ପାଦେ ନୂପୁର ବନ୍ଧା ପାଦରେ ପାଦ ଛନ୍ଦା ପାଦେ ନୂପୁର ବନ୍ଧା ଯୋଡ଼ି ମହୁରୀ ଆରେ ବଜା ମୁକୁନ୍ଦା ବଜାରେ ବାଜାବାଲା ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା ବଜାରେ ବାଜାବାଲା ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା (ସମସ୍ତେ) ବଜାରେ ବାଜାବାଲା ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା ବଜାରେ ବାଜାବାଲା ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା (ଝି) ପାଦରେ ପାଦ ଛନ୍ଦା ପାଦେ ନୂପୁର ବନ୍ଧା ଯୋଡ଼ି ମହୁରୀ ଆରେ ବଜା ମୁକୁନ୍ଦା ବଜାରେ ବାଜାବାଲା ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା ବଜାରେ ବାଜାବାଲା ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା ॥ (ଝି) ନଈରେ ସରୁବାଲି ଫୁଟିଲା ବଣେ ମଲ୍ଲୀ ଚାନ୍ଦିନୀ ଝରା ରାତି ହାଏ ହାଏରେ ଝିଲିମିଲି (ସମସ୍ତେ) ନଈରେ ସରୁବାଲି ଫୁଟିଲା ବଣେ ମଲ୍ଲୀ ଚାନ୍ଦିନୀ ଝରା ରାତି ହାଏ ହାଏରେ ଝିଲିମିଲି (ଝି) ଆସଲୋ ଆସ ଗୋରୀ ସରାଗ ମନେ ଭରି ଭଙ୍ଗିରେ ଢଳି ଢଳି ବାହୁରେ ଝୁଲି ନାଚିବା ଆସ ସଖୀ ତାଥେଇ..ତାଥେଇ..ତାଥେଇ..ତିନ୍ଦା ବଜାରେ ବାଜାବାଲା ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା ବଜାରେ ବାଜାବାଲା ଧାକ୍‌ଧା..ତିନ...

ମେଘ ବରସିଲା ଟୁପୁରୁ ଟୁପୁରୁ କେସୁର ମାଇଲା ଗଜା - Megha Barasila Tupuru Tupuru Kesura Maila Gaja Lyrics

Image
== ଓଡ଼ିଆ == ଫିଲ୍ମଗୀତ : ମେଘ ବରଷିଲା ଟୁପୁରୁ ଟୁପୁରୁ ଭାଷା : ଓଡ଼ିଆ ଚଳଚିତ୍ର : ଶେଷ ଶ୍ରାବଣ କଣ୍ଠ : ବାଣୀ ଜୟରାମ ଗୀତିକାର : ଶିବବ୍ରତ ଦାସ ସଙ୍ଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର  ମସିହା : ୧୯୭୬ ମେଘ ବରସିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା ମେଘ ବରସିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା କେଉଁ ରାଇଜେ ରହିଲେ ମୋ ରଜା କେଉଁ ରାଇଜେ ରହିଲେ ମୋ ରଜା ତେଲିଙ୍ଗୀ ବାଇଦ ବଜା ମେଘ ବରସିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା ॥ ତୁ ମେଘ ମୁଁ ଜେ ବିଜୁଳି ମୁଁ ପକ୍ଷୀ ତୁ ମୋ ଶିକୁଳି ଓ.. ମୁଁ ଜେ ଫୁଲ ତୁ ଅଳି ତୁ ବେଣୁ ମୁଁ ଯେ ତା ସୁର ମୁଁ ନଦୀ ତୁହି ସାଗର ଆରେ ଅବୁଝା... ମୁଁ ତୋର ରାଣୀ ଆହା ତୁହି ମୋ ରଜା     ମେଘ ବରସିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା ॥୧॥ କା'ଲାଗି ଆଜି ବରଷା କାହିଁକି ମୋର ଏ ତୃଷା ହୋ.. କିଏ ମୋର ଭରଷା କା' ଲାଗି ଝୁରେ ମୋ ମନ କାହାକୁ ଦେଖେ ସପନ ଆରେ ଅବୁଝା.. କିଏ ଦୁନିଆ କାହା ଲାଗି ଏ ପୂଜା ମେଘ ବରସିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା  କେଉଁ ରାଇଜେ ରହିଲେ ମୋ ରଜା କେଉଁ ରାଇଜେ ରହିଲେ ମୋ ରଜା ତେଲିଙ୍ଗୀ ବାଇଦ ବଜା ମେଘ ବରସିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା ॥୨॥ YouTube re ମେଘ ବରସିଲା ଟୁପୁରୁ ଟୁପୁରୁ == English == Song : Megha Barasila Tupuru Tupuru La...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ