ସୁନାର ଚଢ଼େଇ ଉଡ଼ି ଉଡ଼ି ଆସି - Sunara Chadhei Udi Udi Aasi Lyrics
ଫିଲ୍ମଗୀତ : ସୁନାର ଚଢ଼େଇ ଉଡ଼ି ଉଡ଼ି ଆସି
ଭାଷା : ଓଡ଼ିଆ
ଚଳଚିତ୍ର : ସୁନା ପଞ୍ଜୁରି
କଣ୍ଠ : ସୋନୁ ନିଗମ, କବିତା କୃଷ୍ଣମୂର୍ତ୍ତି
ଗୀତିକାର : ନିଜାମ୍
ସଂଗୀତ ନିର୍ଦ୍ଦେଶକ : ଅମରେନ୍ଦ୍ର ମହାନ୍ତି
ମସିହା : ୧୯୯୫
(ପୁ)
ସୁନାର ଚଢ଼େଇ ଉଡ଼ି ଉଡ଼ି ଆସି
ଲୁହ ପୋଛି ସେତ ଦେଇଗଲା ଖୁସି
ସେଇ ଖୁସି ନେଇ ହସେ ଆମ ଜୀବନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ
(ଝି)
ଏଇ ଆକାଶକୁ ଭଲ ପାଏ ବୋଲି
ସୁନାର ପଞ୍ଜୁରି ଛାଡ଼ି ମୁଁ ଆସିଲି
ବାନ୍ଧିନେଲା ମତେ ତୁମ ପ୍ରୀତି ବନ୍ଧନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ ॥
(ପୁ)
ଏଇ ଆମ ଅଗଣାରେ
ଏମିତି ଫୁଲ ଫୁଟିବ
(ଝି)
ତା ମହକେ ଛୋଟ ଆମ
ଦୁନିଆ ହସି ଉଠିବ
(ପୁ)
କୋଳରେ ଖେଳିବ ସେ କୁନି ଜହ୍ନ
(ଝି)
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ
ଏଇ ଆକାଶକୁ ଭଲ ପାଏ ବୋଲି
ସୁନାର ପଞ୍ଜୁରି ଛାଡ଼ି ମୁଁ ଆସିଲି
ବାନ୍ଧିନେଲା ମତେ ତୁମ ପ୍ରୀତି ବନ୍ଧନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ ॥୧॥
(ଝି)
ଚିକିମିକି ଦୁଇ ଆଖି
ଆଇନା ସେ ଯେ ଆମର
(ପୁ)
ଖିଲିଖିଲି ହସ ତୋର
ଫୁଲ ଠୁ ବେଶି ସୁନ୍ଦର
(ଝି)
ଚାରି ଆଖିର ତୁ ଏକ ସପନ
(ଝି+ପୁ)
ଝୁମି ଝୁମି ତୋର ସାଥେ ନାଚେରେ ମନ
ଝୁମି ଝୁମି ତୋର ସାଥେ ନାଚେରେ ମନ
(ପୁ)
ସୁନାର ଚଢ଼େଇ ଉଡ଼ି ଉଡ଼ି ଆସି
ଲୁହ ପୋଛି ସେତ ଦେଇଗଲା ଖୁସି
ସେଇ ଖୁସି ନେଇ ହସେ ଆମ ଜୀବନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ
(ଝି)
ଏଇ ଆକାଶକୁ ଭଲ ପାଏ ବୋଲି
ସୁନାର ପଞ୍ଜୁରି ଛାଡ଼ି ମୁଁ ଆସିଲି
ବାନ୍ଧିନେଲା ମତେ ତୁମ ପ୍ରୀତି ବନ୍ଧନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ ॥୨॥
== English ==
Movie Song : Sunara Chadhei Udi Udi Aasi
Language : Odia
Movie : Suna Panjuri
Singer : Sonu Nigam, Kavita Krishnamurty
Lyricist : Nizam
Music Director : Amarendra Mohanty
Year : 1995
(M)
Sunara chadhei udi udi asi
Luha pochhi seta dei gala khusi
Sei khusi nei hase ama jibana
Jhumi jhumi tuma sathe nache mo mana
Jhumi jhumi tuma sathe nache mo mana
(F)
Ei akashaku bhala pae boli
Sunara panjuri chhadi mun asili
Bandhinela mate tuma priti bandhana
Jhumi jhumi tuma sathe nache mo mana
Jhumi jhumi tuma sathe nache mo mana ॥
(M)
Ei ama aganare
Emiti phula phutiba
(F)
Ta mahake chota ama
Dunia hasi uthiba
(M)
Kolare kheliba se kuni jahna
(F)
Jhumi jhumi tuma sathe nache mo mana
Jhumi jhumi tuma sathe nache mo mana
Ei akashaku bhala pae boli
Sunara panjuri chhadi mun asili
Bandhinela mate tuma priti bandhana
Jhumi jhumi tuma sathe nache mo mana
Jhumi jhumi tuma sathe nache mo mana ॥1॥
(F)
Chikimiki dui akhi
Aaina se je amara
(M)
Khilikhili hasa tora
Phula thu beshi sundara
(F)
Chari akhira tu eka sapana
(F+M)
Jhumi jhumi tora sathe nachere mana
Jhumi jhumi tora sathe nachere mana
(M)
Sunara chadhei udi udi asi
Luha pochhi seta deigala khusi
Sei khusi nei hase ama jibana
Jhumi jhumi tuma sathe nache mo mana
Jhumi jhumi tuma sathe nache mo mana
(F)
Ei akashaku bhala pae boli
Sunara panjuri chhadi mun asili
Bandhinela mate tuma priti bandhana
Jhumi jhumi tuma sathe nache mo mana
Jhumi jhumi tuma sathe nache mo mana ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...