Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସଙ୍କଟ ମୋଚନ କେଶରୀ ନନ୍ଦନ କଞ୍ଚନ ବରଣ ବିପଦ ଭଞ୍ଜନ - Sankata Mochana Keshari Nandana Kanchana Barana Bipada Bhanjana Lyrics

== ଓଡ଼ିଆ ==

ଭଜନ : ସଙ୍କଟ ମୋଚନ କେଶରୀ ନନ୍ଦନ
ଭାଷା : ଭାଷା : ଓଡ଼ିଆ
ଚଳଚିତ୍ର : ହିରୋ
କଣ୍ଠ : ପାମେଲା ଜୈନ
ଗୀତିକାର : ଶୀର୍ଷାନନ୍ଦ ଦାସ କାନୁନଗୋ
ସଂଗୀତ ନିର୍ଦ୍ଦେଶକ : ଦୀପକ କୁମାର
ମସିହା : ୨୦୧୧


ସଙ୍କଟ ମୋଚନ କେଶରୀ ନନ୍ଦନ
କଞ୍ଚନ ବରଣ ବିପଦ ଭଞ୍ଜନ
ବିକଳେ କରୁଚି ତୁମକୁ ମିନତି
ଓ..ଓ..
ସଙ୍କଟ ମୋଚନ କେଶରୀ ନନ୍ଦନ
କଞ୍ଚନ ବରଣ ବିପଦ ଭଞ୍ଜନ
ବିକଳେ କରୁଚି ତୁମକୁ ମିନତି

ସତେ ଯଦି ତୁମ ପାଦେ ଥିବ ଭକତି
ନାଚିବାକୁ ଦିଅ ମତେ ଆଜି ଶକତି
ସଙ୍କଟ ମୋଚନ କେଶରୀ ନନ୍ଦନ
କଞ୍ଚନ ବରଣ ବିପଦ ଭଞ୍ଜନ
ବିକଳେ କରୁଚି ତୁମକୁ ମିନତି

ଜୟ ହନୁମାନ..ଜୟ ହନୁମାନ
ଜୟ ହନୁମାନ..ଜୟ ହନୁମାନ
ଜୟ ହନୁମାନ..ଜୟ ହନୁମାନ ॥


ତୁମେ ପରା ସେଇ ପ୍ରଭୁ ମାରୁତି ନନ୍ଦନ
ଶକ୍ତି ବଳେ ରଖିଥିଲ ଲକ୍ଷ୍ମଣ ଜୀବନ
ଓ..ତୁମ ଭକ୍ତ ଆଜି ତାର ଜୀବନ କୁ ନେଇ
ମରଣ ସାଥିରେ ଏବେ କରୁଚି ଲଢ଼େଇ
ସତେ ଯଦି ତୁମ ପାଦେ ଥିବ ଭକତି
ସ୍ଵର୍ଗ ତମ ଚନକରେ ରଖ କିରତି

ସଙ୍କଟ ମୋଚନ କେଶରୀ ନନ୍ଦନ
କଞ୍ଚନ ବରଣ ବିପଦ ଭଞ୍ଜନ
ବିକଳେ କରୁଚି ତୁମକୁ ମିନତି
ସଙ୍କଟ ମୋଚନ କେଶରୀ ନନ୍ଦନ
କଞ୍ଚନ ବରଣ ବିପଦ ଭଞ୍ଜନ
ବିକଳେ କରୁଚି ତୁମକୁ ମିନତି ॥୧॥


ଡର ନାହିଁ ଆଜି ନିଜ ଜୀବନକୁ ମୋର
ବହିଯାଉ ଯେତେ ଅଛି ମୋ ଦେହେ ରୁଧିର
ଓ..ନାଚି ନାଚି ଥକିଯାଉ ପାଦର ଘୁଙ୍ଗୁର
ଭକତ ଜୀବନ ରଖ ଆହେ ମହାବୀର
ସତେ ଯଦି ତୁମ ପାଦେ ଥିବ ଭକତି
ବିପଦ ଖଣ୍ଡନ କରି ଦିଅ ମୁକତି

ସଙ୍କଟ ମୋଚନ କେଶରୀ ନନ୍ଦନ
କଞ୍ଚନ ବରଣ ବିପଦ ଭଞ୍ଜନ
ବିକଳେ କରୁଚି ତୁମକୁ ମିନତି
ସଙ୍କଟ ମୋଚନ କେଶରୀ ନନ୍ଦନ
କଞ୍ଚନ ବରଣ ବିପଦ ଭଞ୍ଜନ
ବିକଳେ କରୁଚି ତୁମକୁ ମିନତି

ଜୟ ହନୁମାନ..ଜୟ ହନୁମାନ
ଜୟ ହନୁମାନ..ଜୟ ହନୁମାନ
ଜୟ ହନୁମାନ..ଜୟ ହନୁମାନ
ଜୟ ହନୁମାନ..ଜୟ ଜୟ ହନୁମାନ
ଜୟ ଜୟ ହନୁମାନ..ଜୟ ଜୟ ହନୁମାନ
ଜୟ ଜୟ ହନୁମାନ..ଜୟ ଜୟ ହନୁମାନ
ଜୟ ଜୟ ହନୁମାନ..ଜୟ ହନୁମାନ
ଜୟ ହନୁମାନ..ଜୟ ଜୟ ହନୁମାନ ॥୨॥


YouTube ରେ ସଙ୍କଟ ମୋଚନ କେଶରୀ ନନ୍ଦନ



== English ==

Bhajan : Sankata Mochana Keshari Nandana
Language : Odia
Movie : Hero
Singer : Pamela Jain
Lyricist : Sirsananda Das Kanungo
Music Director : Deepak Kumar
Year : 2011


Sankata mochana Keshari nandana
Kanchana barana bipada bhanjana
Bikale karuchi tumaku minati
O..o..
Sankata mochana Keshari nandana
Kanchana barana bipada bhanjana
Bikale karuchi tumaku minati

Sate jadi tuma pade thiba bhakati
Nachibaku dia mate aji shakati
Sankata mochana Keshari nandana
Kanchana barana bipada bhanjana
Bikale karuchi tumaku minati

Jay Hanuman..Jay Hanuman
Jay Hanuman..Jay Hanuman
Jay Hanuman..Jay Hanuman ॥


Tume para sei prabhu maruti nandana
Shakti bale rakhithila Lakhmana jibana
O..tuma bhakti aji tara jibana ku nei
Marana sathire ebe karuchi ladhei
Sate jadi tuma pade thiba bhakati
Swarga tama chanakare rakha kirati

Sankata mochana Keshari nandana
Kanchana barana bipada bhanjana
Bikale karuchi tumaku minati
Sankata mochana Keshari nandana
Kanchana barana bipada bhanjana
Bikale karuchi tumaku minati ॥1॥


Dara nahin aji nija jibanaku mora
Bahijau jete achhi mo dehe rudhira
O..nachi nachi thakijau padara ghungura
Bhakata jibana rakha ahe Mahabira
Sate jadi tuma pade thiba bhakati
Bipada khandana kari dia mukati

Sankata mochana Keshari nandana
Kanchana barana bipada bhanjana
Bikale karuchi tumaku minati
Sankata mochana Keshari nandana
Kanchana barana bipada bhanjana
Bikale karuchi tumaku minati

Jay Hanuman..Jay Hanuman
Jay Hanuman..Jay Hanuman
Jay Hanuman..Jay Hanuman
Jay Hanuman..Jay Jay Hanuman
Jay Jay Hanuman..Jay Jay Hanuman
Jay Jay Hanuman..Jay Jay Hanuman
Jay Jay Hanuman..Jay Hanuman
Jay Hanuman..Jay Jay Hanuman ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ