Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନେଇଯାରେ ମେଘ ମୋତେ - Neijare Megha Mote Lyrics

== ଓଡ଼ିଆ ==

ଫିଲ୍ମଗୀତ : ନେଇଯାରେ ମେଘ ମୋତେ
ଭାଷା : ଓଡ଼ିଆ
ଚଳଚିତ୍ର : ବଳିଦାନ
କଣ୍ଠ : ଏସ୍. ଜାନକୀ
ଗୀତିକାର : ପ୍ରଫୁଲ୍ଲ କର
ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର
ମସିହା : ୧୯୭୯



ନେଇଯାରେ ମେଘ ମୋତେ
ଦେ ଛାଡ଼ି ସେଇ ଦେଶେ ମୋ ପ୍ରିୟ ପାଶେ
ନେଇଯାରେ ମେଘ ମୋତେ
ଦେ ଛାଡ଼ି ସେଇ ଦେଶେ ମୋ ପ୍ରିୟ ପାଶେ
ନେଇଯାରେ ମେଘ ମୋତେ ॥


ମେଘ ସିନା ତୁହି ଚାତକର ଲାଗି
ଝର ଝର ଯାଉ ବରଷି
ସାଥୀ ବିନା ଆଜି ଯାଉଛିରେ ଶୁଖି
ମୋ ଜୀବନ ନୀଳ ସରସୀ
ଆଷାଢ଼ ଶ୍ରାବଣ ଏ ନୟନ ଦୁଇ
ହେଲେ ମନ ମୋର ପିଆସୀ
ନେଇଯାରେ ମେଘ ମୋତେ ॥୧॥


ସାଥୀ ବିନା ଆଜି ପାରୁନିରେ ଉଡ଼ି
ପଥ କାହିଁ ମୋର ଜାଣେନା
ଏତେ ବଡ଼ ଏଇ ଦୁନିଆରେ ମତେ
ଏକା ଏକା ଭଲ ଲାଗେନା
ଦିନ ମୋର ଏଠି ମରୁବାଲି ପୁଣି
ରାତି ଦିଏ ଯେତେ ଯାତନା
ନେଇଯାରେ ମେଘ ମୋତେ
ଦେ ଛାଡ଼ି ସେଇ ଦେଶେ ମୋ ପ୍ରିୟ ପାଶେ
ନେଇଯାରେ ମେଘ ମୋତେ ॥୨॥


YouTube ରେ ନେଇଯାରେ ମେଘ ମୋତେ



== English ==

Movie Song : Neijare Megha Mote
Language : Odia
Movie : Balidan
Singer : S. Janaki
Lyricist : Prafulla Kara
Music Director : Prafulla Kara
Year : 1979



Neijare megha mote
De chhadi sei deshe mo priya pashe
Neijare megha mote
De chhadi sei deshe mo priya pashe
Neijare megha mote ॥


Megha sina tuhi chatakara lagi
Jhara jhara jau barasi
Sathi bina aji jauachhire shukhi
Mo jibana nila sarasi
Aasadha shrabana e nayana dui
Hele mana mora piasi
Neijare megha mote ॥1॥


Sathi bina aji parunire udi
Patha kahin mora janena
Ete bada ei duniare mate
Eka eka bhala lagena
Dina mora ethi marubali puni
Rati die jete jatana
Neijare megha mote
De chhadi sei deshe mo priya pashe
Neijare megha mote ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ