Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୁ ପରା ମୋର କ୍ୟୁଟ୍ ମୁଣ୍ଡା - Tu Para Mora Cute Munda Lyrics

== ଓଡ଼ିଆ ==

ଗୀତ : ତୁ ପରା ମୋର କ୍ୟୁଟ୍ ମୁଣ୍ଡା
ଭାଷା : ଓଡ଼ିଆ
କଣ୍ଠ :  ହ୍ୟୁମାନ ସାଗର, ଇରା ମହାନ୍ତି
ଗୀତିକାର : ସୁବାସ ମିଶ୍ର
ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର
ମସିହା : ୨୦୧୯



(ପୁ)
କାଜୁ ଚିପ୍‍ସ୍ ତୁ ମୋର ବଏଲ୍ ଅଣ୍ଡା
(ଝି)
କୋକାକୋଲା ତୁ ମୋର ଫାଣ୍ଟା ମିରିଣ୍ଡା
(ପୁ)
ଆରେ କାଜୁ ଚିପ୍‍ସ୍ ତୁ ମୋର ବଏଲ୍ ଅଣ୍ଡା
(ଝି)
କୋକାକୋଲା ତୁ ମୋର ଫାଣ୍ଟା ମିରିଣ୍ଡା
(ପୁ)
ହେଲେ ହେଇଯାଉ ପ୍ରୋପାଗଣ୍ଡା
ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ
ମୁଁ ପରା ତୋର କ୍ୟୁଟ୍ ମୁଣ୍ଡା
(ଝି)
ମତେ ନେଇଯା ତୁ ରଙ୍ଗେଇଲୁଣ୍ଡା ରେ
ତୁ ପରା ମୋର କ୍ୟୁଟ୍ ମୁଣ୍ଡା ॥


(ପୁ)
ଲଙ୍ଗ୍ ଡ୍ରାଇଭ୍ ରେ ଯିବାଲୋ ଆମେ
ବାଟ ସାରା କରି ଗପ
(ଝି)
ଗପରେ ତୁ ହିରୋ ମୁଁ ହିରୋଇନ୍
କରିବା ସୁଇଟି ପାପ
(ପୁ)
ଆରେ ଲଙ୍ଗ୍ ଡ୍ରାଇଭ୍ ରେ ଯିବାଲୋ ଆମେ
ବାଟ ସାରା କରି ଗପ
(ଝି)
ଗପରେ ତୁ ହିରୋ ମୁଁ ହିରୋଇନ୍
କରିବା ସୁଇଟି ପାପ
(ପୁ)
ମୋ ପାଇଁ ତୁ ମୋର ପ୍ରେମର ଫଣ୍ଡା
(ଝି)
ଦିନରାତି ତୁ ମୋର ଲଭ୍ ଆଜେଣ୍ଡା
(ପୁ)
ହେଲେ ହେଇଯାଉ ପ୍ରୋପାଗଣ୍ଡା
ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ
ମୁଁ ପରା ତୋର କ୍ୟୁଟ୍ ମୁଣ୍ଡା
(ଝି)
ମତେ ନେଇଯା ତୁ ରଙ୍ଗେଇଲୁଣ୍ଡା ରେ
ତୁ ପରା ମୋର କ୍ୟୁଟ୍ ମୁଣ୍ଡା ॥୧॥


(ଝି)
ହାଉଲେ ହାଉଲେ ନେଇକି ମତେ
ତୋ ଦିଲ୍ ରେ କରିଦେ ସିଲ୍
(ପୁ)
ସିଲ୍ କରିଚି ମୁଁ ଶହେ ଜନମକୁ
ଅଭଙ୍ଗା ମୋ ଲଭ ଡିଲ୍
(ଝି)
ହୋ ହାଉଲେ ହାଉଲେ ନେଇକି ମତେ
ତୋ ଦିଲ୍ ରେ କରିଦେ ସିଲ୍
(ପୁ)
ଆରେ ସିଲ୍ କରିଚି ମୁଁ ଶହେ ଜନମକୁ
ଅଭଙ୍ଗା ମୋ ଲଭ ଡିଲ୍
(ଝି)
ହସ ଖୁସି ତୁ ମୋର ଘର ବାରଣ୍ଡା
(ପୁ)
ବାଟ ଘାଟ ତୁ ମୋର ପ୍ରେମର ଝଣ୍ଡା
(ଝି)
ହେଲେ ହେଇଯାଉ ପ୍ରୋପାଗଣ୍ଡା
ମତେ ନେଇଯା ତୁ ରଙ୍ଗେଇଲୁଣ୍ଡା ରେ
ତୁ ପରା ମୋର କ୍ୟୁଟ୍ ମୁଣ୍ଡା
(ପୁ)
ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ
ମୁଁ ପରା ତୋର କ୍ୟୁଟ୍ ମୁଣ୍ଡା
(ଝି)
ମତେ ନେଇଯା ତୁ ରଙ୍ଗେଇଲୁଣ୍ଡା ରେ
ତୁ ପରା ମୋର କ୍ୟୁଟ୍ ମୁଣ୍ଡା
(ପୁ)
ଆରେ ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ
ମୁଁ ପରା ତୋର କ୍ୟୁଟ୍ ମୁଣ୍ଡା ॥୨॥


YouTube ରେ ତୁ ପରା ମୋର କ୍ୟୁଟ୍ ମୁଣ୍ଡା



== English ==

Song : Tu Para Mora Cute Munda
Language : Odia
Singer : Humane Sagar, Ira Mohanty
Lyricist : Subas Mishra
Music Director : Malaya Mishra
Year : 2019



(M)
Kaju chips tu mora boil anda
(F)
Cocacola tu mora fanta mirinda
(M)
Aare kaju chips tu mora boil anda
(F)
Cocacola tu mora fanta mirinda
(M)
Hele heijau propaganda
Tate neijibi Rangeilunda lo
Mun para tora cute munda
(F)
Mate neija tu Rangeilunda re
Tu para mora cute munda ॥


(M)
Long drive re jibalo ame
Bata sara kari gapa
(F)
Gapare tu hero mun heroine
Kariba sweet papa
(M)
Aare long drive re jibalo ame
Bata sara kari gapa
(F)
Gapare tu hero mun heroine
Kariba sweet papa
(M)
Mo pain tu mora premara fanda
(F)
Dinarati tu mora love ajenda
(M)
Hele heijau propaganda
Tate neijibi Rangeilunda  lo
Mun para tora cute munda
(F)
Mate neija tu Rangeilunda  re
Tu para mora cute munda ॥1॥


(F)
Haule haule neiki mate
To dil re karide seal
(M)
Seal karichi mun shahe janamaku
Abhanga mo love deal
(F)
Ho haule haule neiki mate
To dil re karide seal
(M)
Aare seal karichi mun shahe janamaku
Abhanga mo love deal
(F)
Hasa khusi tu mora ghara baranda
(M)
Bata ghata tu mora premara jhanda
(F)
Hele heijau propaganda
Mate nei ja tu Rangeilunda re
Tu para mora cute munda
(M)
Tate neijibi Rangeilunda  lo
Mun para tora cute munda
(F)
Mate neija tu Rangeilunda  re
Tu para mora cute munda
(M)
Aare tate neijibi Rangeilunda  lo
Mun para tora cute munda ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on kala manikare dhire ghena lyrics odia: “Dankuni”

The Smaranika commented on e jibana jaubana sabu para lyrics odia: “ଅଶେଷ ଧନ୍ୟବାଦ । ଆଉ କେଉଁ ଗୀତ ଆପଣଙ୍କ ପସନ୍ଦ କମେଣ୍ଟ କରି ଜଣାଇବେ ।- "ଦି ସ୍ମରଣିକା" ଟିମ୍”

Anonymous commented on e jibana jaubana sabu para lyrics odia: “Jay Jagannath ”

Anonymous commented on kala manikare dhire ghena lyrics odia: “Dhire ghena kanana re krushna bilambita ra meaning in idia”

The Smaranika commented on olata brukhe kheluchhi lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

indiramishra commented on olata brukhe kheluchhi lyrics odia: “Beautiful song, ହୃଦୟସ୍ପର୍ଶୀ ଖୁବ ମର୍ମ ସ୍ପର୍ଶୀ ”

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ