Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୁଁ ତୋର ପ୍ରେମୀ ବଞ୍ଜାରା - Mun Tora Premi Banjara Lyrics

== ଓଡ଼ିଆ ==

ଗୀତ : ମୁଁ ତୋର ପ୍ରେମୀ ବଞ୍ଜାରା
ଭାଷା : ଓଡ଼ିଆ
କଣ୍ଠ : ହ୍ୟୁମାନ ସାଗର, ଶ୍ରୀୟା ମିଶ୍ର
ଗୀତିକାର : ଅରୁଣ ମନ୍ତ୍ରୀ 
ସଙ୍ଗୀତ ନିର୍ଦ୍ଦେଶକ : ବୈଦ୍ୟନାଥ ଦାସ
ମସିହା : ୨୦୧୯



(ଝି)
ହୋ..ଓ..ଓ..ଓ
ହୋ..ଓ..ଓ..ଓ
ହୋ..ହୋ..
(ପୁ)
ହୋ..ଓ..ଓ..ଓ
ହୋ..ଓ..ଓ..ଓ
ଉଁ..ଓ..
(ପୁ)
ଥରୁଟିଏ ଦେଖାଦେଇ ହଜିଗଲୁ କାଇଁ
ଥରୁଟିଏ ଦେଖାଦେଇ ହଜିଗଲୁ କାଇଁ
ଖୋଜୁଚି ମୁଁ ତତେ ବାଟ ସାରା
ମୁଁ ତୋର ପ୍ରେମୀ ବଞ୍ଜାରା
ମୁଁ ତୋର ପ୍ରେମୀ ବଞ୍ଜାରା
ମୁଁ ତୋର ପ୍ରେମୀ ବଞ୍ଜାରା
(ଝି)
ଏଇ ଅଛି ଏଇ ନାହିଁ
ଏଇ ଅଛି ଏଇ ନାହିଁ
ଖୋଜୁଥା ତୁ ମତେ
ସହଜରେ ଦେବିନାହିଁ ଧରା
ତୁ ମୋର ପ୍ରେମୀ ବଞ୍ଜାରା
ତୁ ମୋର ପ୍ରେମୀ ବଞ୍ଜାରା
ତୁ ମୋର ପ୍ରେମୀ ବଞ୍ଜାରା
(ପୁ)
ମୁଁ ତୋର ପ୍ରେମୀ ବଞ୍ଜାରା
ମୁଁ ତୋର ପ୍ରେମୀ ବଞ୍ଜାରା
ମୁଁ ତୋର ପ୍ରେମୀ ବଞ୍ଜାରା ॥୧॥


(ପୁ)
ତୋ ଚାହାଣି ସଜଫୁଟା ଗୋଲାପର କଣ୍ଟା
ଦରଜ ସେ କଲା ଛାତି ଭିତରଟା
(ଝି)
ଛାତି ତଳେ ଅଛି ମୋର ଛୋଟ ହୃଦୟଟେ
ରହିବୁ ତୋ ରହ ଘର କରି ଗୋଟେ
(ପୁ)
ମୋ ଘର ଠିକଣା ତୁ
ମୋ ଘର ଠିକଣା ତୁ
ଦେଇଛୁ ଭୁଲେଇ
ଭୁଲିପାରୁନାହିଁ ତୋ ଚେହେରା
ମୁଁ ତୋର ପ୍ରେମୀ ବଞ୍ଜାରା
ମୁଁ ତୋର ପ୍ରେମୀ ବଞ୍ଜାରା
ମୁଁ ତୋର ପ୍ରେମୀ ବଞ୍ଜାରା
(ଝି)
ତୁ ମୋର ପ୍ରେମୀ ବଞ୍ଜାରା
ତୁ ମୋର ପ୍ରେମୀ ବଞ୍ଜାରା
ତୁ ମୋର ପ୍ରେମୀ ବଞ୍ଜାରା ॥୨॥


(ଝି)
ଲେଖିଦେଲେ କିଛି ଗପ ସରିଯାଏ ଲେଖା
ଦେଖିଦେଲେ ପୁଣି ସରିଯାଏ ରେଖା
(ପୁ)
ଦେଖା କେବେ ସରେନାହିଁ ଲାଗେ ଯେ ସୁନ୍ଦର
ଜଣେ ଯଦି ଲାଗେ ଭାରି ଆପଣାର
(ଝି)
କରିନେ କରିନେ ମତେ
କରିନେ କରିନେ ମତେ ନିଜର କରିନେ
ଏଇ ପ୍ରେମ ହଉ ଅପାଶୋରା
ତୁ ମୋର ପ୍ରେମୀ ବଞ୍ଜାରା
ତୁ ମୋର ପ୍ରେମୀ ବଞ୍ଜାରା
ତୁ ମୋର ପ୍ରେମୀ ବଞ୍ଜାରା
(ପୁ)
ମୁଁ ତୋର ପ୍ରେମୀ ବଞ୍ଜାରା
ମୁଁ ତୋର ପ୍ରେମୀ ବଞ୍ଜାରା
ମୁଁ ତୋର ପ୍ରେମୀ ବଞ୍ଜାରା
ହେ..ଏ..
ଆ..
ମୁଁ ତୋର ପ୍ରେମୀ ବଞ୍ଜାରା
(ଝି)
ଉଁ..ଉଁ..
ଆ..ଆ..
ଲା..ଲା..ଲାଲାଲା ॥୩॥


YouTube ରେ ମୁଁ ତୋର ପ୍ରେମୀ ବଞ୍ଜାରା



== English ==

Song : Mun Tora Premi Banjara
Language : Odia
Singer : Humane Sagar, Sriya Mishra
Lyrics : Arun Mantri
Music Director : Baidyanath Das
Year : 2019



(F)
Ho..o..o..o
Ho..o..o..o
Ho..ho..
(M)
Ho..o..o..o
Ho..o..o..o
Un..o..
(M)
Tharutie dekhadei hajigalu kain
Tharutie dekhadei hajigalu kain
Khojuchi mun tate bata sara
Mun tora premi banjara
Mun tora premi banjara
Mun tora premi banjara
(F)
Ei achhi ei nahin
Ei achhi ei nahin
Khojutha tu mate
Sahajare debinahin dhara
Tu mora premi banjara
Tu mora premi banjara
Tu mora premi banjara
(M)
Mun tora premi banjara
Mun tora premi banjara
Mun tora premi banjara ॥1॥


(M)
To chahani sajaphuta golapara kanta
Daraja se kala chhati bhitarata
(F)
Chhati tale achhi mora chhota hrudayate
Rahibu to raha ghara kari gote
(M)
Mo ghara thikana tu
Mo ghara thikana tu
Deichhu bhulei
Bhuliparunahin to chehera
Mun tora premi banjara
Mun tora premi banjara
Mun tora premi banjara
(F)
Tu mora premi banjara
Tu mora premi banjara
Tu mora premi banjara ॥2॥


(F)
Lekhidele kichhi gapa sarijae lekha
Dekhidele puni sarijae rekha
(M)
Dekha kebe sarenahin lage je sundara
Jane jadi lage bhari apanara
(F)
Karine karine mate
Karine karine mate nijara karine
Ei prema hau apashora
Tu mora premi banjara
Tu mora premi banjara
Tu mora premi banjara
(M)
Mun tora premi banjara
Mun tora premi banjara
Mun tora premi banjara
He..e..
Aa..
Mun tora premi banjara
(F)
Un..un..
Aa..aa..
La..la..lalala ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ