ଏ ଜୀବନ ଯଉବନ ସବୁ ପରା ତୁମ ଦାନ - E Jibana Jaubana Sabu Para Tuma Dana Lyrics
ଭଜନ : ଏ ଜୀବନ ଯଉବନ ସବୁ ପରା ତୁମ ଦାନ
ଭାଷା : ଓଡ଼ିଆ
ଆଲବମ : ଏ ଜୀବନ ତୁମ ଦାନ
କଣ୍ଠ : ପଙ୍କଜ ଜାଲ
ଗୀତିକାର : ଅରୁଣ ମନ୍ତ୍ରୀ
ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର
ମସିହା : ୨୦୦୯
ଏ ଜୀବନ ଯଉବନ ସବୁ ପରା ତୁମ ଦାନ
ଏ ଜୀବନ ଯଉବନ ସବୁ ପରା ତୁମ ଦାନ
କିଛି ଦେଇନାହଁ ବୋଲି କରିବିକି ଅଭିମାନ
କିଛି ଦେଇନାହଁ ବୋଲି କରିବିକି ଅଭିମାନ ॥
ତୁମରି ଦୁଆରେ ଠିଆ ହେବା ପାଇଁ
ଦେଇଛ ଦି'ପାଦ ମାଟି
ଗଣ୍ତେ ଖାଇ ଦଣ୍ଡେ ବଞ୍ଚିବା ପାଇଁକି
ଦଉଛ ଅବଢ଼ା ବାଣ୍ଟି
ତୁମରି ଦୁଆରେ ଠିଆ ହେବା ପାଇଁ
ଦେଇଛ ଦି'ପାଦ ମାଟି
ଗଣ୍ତେ ଖାଇ ଦଣ୍ଡେ ବଞ୍ଚିବା ପାଇଁକି
ଦଉଛ ଅବଢ଼ା ବାଣ୍ଟି
ଏ ଧରମ ଏ କରମ ସବୁ ପରା ତୁମ ଦାନ
ଏ ଧରମ ଏ କରମ ସବୁ ପରା ତୁମ ଦାନ
କିଛି ଦେଇନାହଁ ବୋଲି କରିବିକି ଅଭିମାନ
କିଛି ଦେଇନାହଁ ବୋଲି କରିବିକି ଅଭିମାନ ॥୧॥
ଧନ୍ୟ ମୁଁ ହେଇଛି ଆହେ ମହାପ୍ରଭୁ
ତୁମରି ସଂସାରେ ଥାଇ
କୀଟ କି ପତଙ୍ଗ ପଶୁ ନୁହେଁ ପୁଣି
ମଣିଷ ଜନମ ପାଇ
ଧନ୍ୟ ମୁଁ ହେଇଛି ଆହେ ମହାପ୍ରଭୁ
ତୁମରି ସଂସାରେ ଥାଇ
କୀଟ କି ପତଙ୍ଗ ପଶୁ ନୁହେଁ ପୁଣି
ମଣିଷ ଜନମ ପାଇ
ଏ ଜନମ ଏ ମରଣ ସବୁ ପରା ତୁମ ଦାନ
ଏ ଜନମ ଏ ମରଣ ସବୁ ପରା ତୁମ ଦାନ
କିଛି ଦେଇନାହଁ ବୋଲି କରିବିକି ଅଭିମାନ
କିଛି ଦେଇନାହଁ ବୋଲି କରିବିକି ଅଭିମାନ
ଏ ଜୀବନ ଯଉବନ ସବୁପରା ତୁମ ଦାନ
ଏ ଜୀବନ ଯଉବନ ସବୁପରା ତୁମ ଦାନ
କିଛି ଦେଇନାହଁ ବୋଲି କରିବିକି ଅଭିମାନ
କିଛି ଦେଇନାହଁ ବୋଲି କରିବିକି ଅଭିମାନ
କିଛି ଦେଇନାହଁ ବୋଲି କରିବିକି ଅଭିମାନ ॥୨॥
YouTube ରେ ଏ ଜୀବନ ଯଉବନ
== English ==
Bhajan : E Jibana Jaubana Sabu Para Tuma Dana
Language : Odia
Album : E Jibana Tuma Dana
Singer : Pankaj Jal
Lyricist : Arun Mantri
Music Director : Malaya Mishra
Year : 2009
E jibana jaubana sabu para tuma dana
E jibana jaubana sabu para tuma dana
Kichhi deinahan boli karibiki abhimana
Kichhi deinahan boli karibiki abhimana ॥
Tumari duare thia heba pain
Deichha di’pada mati
Gande khai dande banchiba painki
Dauchha abadha banti
Tumari duare thia heba pain
Deichha di’pada mati
Gande khai dande banchiba painki
Dauchha abadha banti
E dharama e karama sabu para tuma dana
E dharama e karama sabu para tuma dana
Kichhi deinahan boli karibiki abhimana
Kichhi deinahan boli karibiki abhimana ॥1॥
Dhanya mun heichhi ahe Mahaprabhu
Tumari sansare thai
Kita ki patanga pashu nuhen puni
Manisa janama pai
Dhanya mun heichhi ahe Mahaprabhu
Tumari sansare thai
Kita ki patanga pashu nuhen puni
Manisa janama pai
E janama e marana sabu para tuma dana
E janama e marana sabu para tuma dana
Kichhi deinahan boli karibiki abhimana
Kichhi deinahan boli karibiki abhimana
E jibana jaubana sabu para tuma dana
E jibana jaubana sabu para tuma dana
Kichhi deinahan boli karibiki abhimana
Kichhi deinahan boli karibiki abhimana
Kichhi deinahan boli karibiki abhimana ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
I luv this song
ReplyDeleteସୁରଭି
Deleteଆପଣଙ୍କ ଅମୂଲ୍ୟ ମତାମତ ପାଇଁ ଅଶେଷ ଧନ୍ୟବାଦ । ଆଉ କେଉଁ ଗୀତ ଆପଣଙ୍କ ପସନ୍ଦ କମେଣ୍ଟ କରି ଜଣାଇବେ ।
- "ଦି ସ୍ମରଣିକା" ଟିମ୍
ବହୁତ୍ ବଢିଆ... ଜୟ ଜଗନ୍ନାଥ
ReplyDeleteଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।
Delete- "ଦି ସ୍ମରଣିକା" ଟିମ୍