Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କାଲି ରାତିରେ ଦେଖିଲି ଜଗନ୍ନାଥଙ୍କୁ ସପନରେ - Kali Ratire Dekhili Jagannathanku Sapanare Lyrics

== ଓଡ଼ିଆ ==

ଭଜନ : କାଲି ରାତିରେ ଦେଖିଲି ଜଗନ୍ନାଥଙ୍କୁ
ଭାଷା : ଓଡ଼ିଆ
ଆଲବମ : ପ୍ରଭୁ ଯାତ୍ରା
କଣ୍ଠ : ଅନୁରାଧା ପୌଡ଼ୱାଲ
ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର
ଲେବେଲ : ଟି ସିରିଜ୍
ମସିହା : ୧୯୮୯



କାଲି ରାତିରେ..
କାଲି ରାତିରେ ଦେଖିଲି ଜଗନ୍ନାଥଙ୍କୁ ସପନରେ
କାଲି ରାତିରେ ଦେଖିଲି ଜଗନ୍ନାଥଙ୍କୁ ସପନରେ
ଚନ୍ଦନ ନାଇଥିଲେ
ଖଣ୍ଡୁଆ ପିନ୍ଧିଥିଲେ
ମହକି ବାସୁଥିଲେ
ମୁରୁକି ହସୁଥିଲେ
ଧନ ମୋ କୋଟି କନ୍ଦର୍ପ ରୂପକୁ ଜିଣି ଝଟକୁଥିଲେ
କାଲି ରାତିରେ ଦେଖିଲି ଜଗନ୍ନାଥଙ୍କୁ ସପନରେ ॥


ଦେଖୁଦେଖୁ ଧାଇଁଗଲି ଶ୍ରୀପଦେ ପଡ଼ିଗଲି
ଧରିଲି ପାଦ ଜାବୁଡ଼ି ପେଟ ମୋ ଗଲା ପୁରି
ଶଙ୍କା ହେଲା ମନରେ ଉଭେଇଯିବେ ସେ କାଳେ
ଭାବିଲି ରଖିବି ବାନ୍ଧି ପାଇଛି ଅମୁଲ୍ୟନିଧି
ପଚାରିଲି କେମନ୍ତେ ବାନ୍ଧି ରଖିବି ସତେ
ବୁଝାଇ କହିଲେ ମୋତେ
ଜପ ତପ ବରତେ
ପୂଜା ବା ମନ୍ତ୍ର ଯେତେ
ବାନ୍ଧି କେ ପାରିଲା ମୋତେ
ତୋ ପାଶେ ବନ୍ଧା ମୁଁ ରହେ ବାନ୍ଧିପାରେ ଯେ ପ୍ରେମରେ ମୋତେ
କାଲି ରାତିରେ ଦେଖିଲି ଜଗନ୍ନାଥଙ୍କୁ ସପନରେ ॥୧॥


କହିଲି ହେ ମହାବାହୁ ଗୁହାରି ଶୁଣିବା ହେଉ
ଏମିତି ଏ ଭାଗ୍ୟ ଆଉ ପାଇବି ମୁଁ ସତେ କାହୁଁ
ସପନେ ତୁମକୁ ପାଇ ଧନ୍ୟ ହୋଇଛି ମୁହିଁ
ଏମିତି ଅପୁର୍ବ କାନ୍ତି କାହିଁ ମୁଁ ଦେଖିଥାନ୍ତି
ମୋ'ଠାରେ କରୁଣା ଯଦି ଆଜ୍ଞା ହେଉ
ଏ ରାତି ପାହି ନ ଯାଉ
ଏ ନିଦ ଭାଙ୍ଗି ନ ଯାଉ
ଏ ସପ୍ନ ମିଛ ନ ହେଉ
ଏ ସୁଖ ସରିନଯାଉ
ତୁମ ଏ ଲାବନ୍ୟ ରୂପ ଚିରଦିନ ମୋ ନିଦ୍ରାରେ ଥାଉ
କାଲି ରାତିରେ ଦେଖିଲି ଜଗନ୍ନାଥଙ୍କୁ ସପନରେ
କାଲି ରାତିରେ ଦେଖିଲି ଜଗନ୍ନାଥଙ୍କୁ ସପନରେ
ଚନ୍ଦନ ନାଇଥିଲେ
ଖଣ୍ଡୁଆ ପିନ୍ଧିଥିଲେ
ମହକି ବାସୁଥିଲେ
ମୁରୁକି ହସୁଥିଲେ
ଧନ ମୋ କୋଟି କନ୍ଦର୍ପ ରୁପକୁ ଜିଣି ଝଟକୁଥିଲେ
କାଲି ରାତିରେ ଦେଖିଲି ଜଗନ୍ନାଥଙ୍କୁ ସପନରେ
କାଲି ରାତିରେ ଦେଖିଲି ଜଗନ୍ନାଥଙ୍କୁ ସପନରେ ॥୨॥


YouTube ରେ କାଲି ରାତିରେ ଦେଖିଲି ଜଗନ୍ନାଥଙ୍କୁ



== English ==

Bhajan : Kali Ratire Dekhili Jagannathanku
Language : Odia
Album : Prabhu Yatra
Singer : Anuradha Paudwal
Music Director : Prafulla Kara
Label : T- Series
Year : 1989



Kali ratire..
Kali ratire dekhili Jagannathanku sapanare
Kali ratire dekhili Jagannathanku sapanare
Chandana naithile
Khandua pindhithile
Mahaki basuthile
Muruki hasuthile
Dhana mo koti kandarpa rupaku jini jhatakuthile
Kali ratire dekhili Jagannathanku sapanare ॥


Dekhudekhu dhaingali shripade padigali
Dharili pada jabudi peta mo gala puri
Shanka hela manare ubheijibe se kale
Bhabili rakhibi bandhi paichhi amulyanidhi
Pacharili kemante bandhi rakhibi sate
Bujhai kahile mote
Japa tapa barate
Puja ba mantra jete
Bandhi ke parila mote
To pashe bandha mun rahe bandhipare je premare mote
Kali ratire dekhili Jagannathanku sapanare ॥1॥


Kahili he mahabahu guhari shuniba heu
Emiti e bhagya aau paibi mun sate kahun
Sapane tumaku pai dhanya hoichhi muhin
Emiti apurba kanti kahin mun dekhithanti
Mo’thare karuna jadi ajnya heu
E rati pahi na jau
E nida bhangi na jau
E sapna michha na heu
E sukha sarinajau
Tuma e labanya rupa chiradina mo nidrare thau
Kali ratire dekhili Jagannathanku sapanare
Kali ratire dekhili Jagannathanku sapanare
Chandana naithile
Khandua pindhithile
Mahaki basuthile
Muruki hasuthile
Dhana mo koti kandarpa rupaku jini jhatakuthile
Kali ratire dekhili Jagannathanku sapanare
Kali ratire dekhili Jagannathanku sapanare ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ