ପ୍ରଥମ ପ୍ରେମର ପ୍ରଥମ ଚିଠି ଲେଖୁଛି ଅଳପ ଭାବୁଛି ବେଶି - Prathama Premara Prathama Chithi Lekhuchhi Alapa Bhabuchhi Beshi Lyrics
ଗୀତ : ପ୍ରଥମ ପ୍ରେମର ପ୍ରଥମ ଚିଠି ଲେଖୁଛି
ଭାଷା : ଓଡ଼ିଆ
ଆଲବମ : ପ୍ରଥମ ପ୍ରେମ
କଣ୍ଠ : ଉଦିତ ନାରାୟଣ
ଗୀତିକାର : ନିଜାମ୍
ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ
ପ୍ରଥମ ପ୍ରେମର ପ୍ରଥମ ଚିଠି
ପ୍ରଥମ ପ୍ରେମର ପ୍ରଥମ ଚିଠି
ଲେଖୁଛି ଅଳପ ଭାବୁଛି ବେଶି
ନୂଆ ଚଢ଼େଇର କଅଁଳ ଡେଣା
ନୂଆ ଚଢ଼େଇର କଅଁଳ ଡେଣା
ଉଡ଼ୁଚି ଅଳପ ପଡ଼ୁଛି ବେଶି
ଉଡ଼ୁଚି ଅଳପ ପଡ଼ୁଛି ବେଶି
ପ୍ରଥମ ପ୍ରେମର ପ୍ରଥମ ଚିଠି
ଲେଖୁଛି ଅଳପ ଭାବୁଛି ବେଶି ॥
ଆହା କି ସୁନ୍ଦର ପ୍ରେମର ଦୁନିଆ
ଦେଇଛି ପାଦ ମୁଁ ଏଠି ନୂଆ ନୂଆ
ହୋ..ଆହା କି ସୁନ୍ଦର ପ୍ରେମର ଦୁନିଆ
ଦେଇଛି ପାଦ ମୁଁ ଏଠି ନୂଆ ନୂଆ
ଏଠି ନୂଆ ନୂଆ
ପ୍ରେମ ବାଟର ମୁଁ ନୂଆ ପଥିକ
ପ୍ରେମ ବାଟର ମୁଁ ନୂଆ ପଥିକ
ଚାଲୁଛି ଅଳପ ଝୁଣ୍ଟୁଛି ବେଶି
ଚାଲୁଛି ଅଳପ ଝୁଣ୍ଟୁଛି ବେଶି
ପ୍ରଥମ ପ୍ରେମର ପ୍ରଥମ ଚିଠି
ଲେଖୁଛି ଅଳପ ଭାବୁଛି ବେଶି ॥୧॥
ଜଣକୁ ଯେବେ ମୁଁ କରିଲି ନିଜର
ମତେ ଏ ଦୁନିଆ କରିଦେଲା ପର
ହୋ..ଜଣକୁ ଯେବେ ମୁଁ କରିଲି ନିଜର
ମତେ ଏ ଦୁନିଆ କରିଦେଲା ପର
କରିଦେଲା ପର
ସତ କହୁଛି ମୁଁ ଭଲପାଇକି
ସତ କହୁଛି ମୁଁ ଭଲପାଇକି
ହସୁଛି ଅଳପ କାନ୍ଦୁଛି ବେଶି
ହସୁଛି ଅଳପ କାନ୍ଦୁଛି ବେଶି
ପ୍ରଥମ ପ୍ରେମର ପ୍ରଥମ ଚିଠି
ପ୍ରଥମ ପ୍ରେମର ପ୍ରଥମ ଚିଠି
ଲେଖୁଛି ଅଳପ ଭାବୁଛି ବେଶି
ନୂଆ ଚଢ଼େଇର କଅଁଳ ଡେଣା
ନୂଆ ଚଢ଼େଇର କଅଁଳ ଡେଣା
ଉଡ଼ୁଚି ଅଳପ ପଡ଼ୁଛି ବେଶି
ଉଡ଼ୁଚି ଅଳପ ପଡ଼ୁଛି ବେଶି
ଚାଲୁଛି ଅଳପ ଝୁଣ୍ଟୁଛି ବେଶି
ହସୁଛି ଅଳପ କାନ୍ଦୁଛି ବେଶି ॥୨॥
YouTube ରେ ପ୍ରଥମ ପ୍ରେମର ପ୍ରଥମ ଚିଠି
== English ==
Song : Prathama Premara Prathama Chithi
Language : Odia
Album : Prathama Prema
Singer : Udit Narayan
Lyricist : Nizam
Music Director : Saroj Nanda
Prathama premara prathama chithi
Prathama premara prathama chithi
Lekhuchhi alapa bhabuchhi beshi
Nua chadheira kaanla dena
Nua chadheira kaanla dena
Uduchi alapa paduchhi beshi
Uduchi alapa paduchhi beshi
Prathama premara prathama chithi
Lekhuchhi alapa bhabuchhi beshi ॥
Aaha ki sundara premara dunia
Deichhi pada mun ethi nua nua
Ho..aha ki sundara premara dunia
Deichhi pada mun ethi nua nua
Ethi nua nua
Prema batara mun nua pathika
Prema batara mun nua pathika
Chaluchhi alapa jhuntuchhi beshi
Chaluchhi alapa jhuntuchhi beshi
Prathama premara prathama chithi
Lekhuchhi alapa bhabuchhi beshi ॥1॥
Janaku jebe mun karili nijara
Mate e dunia karidela para
Ho..janaku jebe mun karili nijara
Mate e dunia karidela para
Karidela para
Sata kahuchhi mun bhalapaiki
Sata kahuchhi mun bhalapaiki
Hasuchhi alapa kanduchhi beshi
Hasuchhi alapa kanduchhi beshi
Prathama premara prathama chithi
Prathama premara prathama chithi
Lekhuchhi alapa bhabuchhi beshi
Nua chadheira kaanla dena
Nua chadheira kaanla dena
Uduchi alapa paduchhi beshi
Uduchi alapa paduchhi beshi
Chaluchhi alapa jhuntuchhi beshi
Hasuchhi alapa kanduchhi beshi ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Human sagar song lyrics
ReplyDeleteWe have published many. Please search song/singer/music director at the top right of this site to find the lyrics you need.
Delete- "The Smaranika" team