Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୋ ଆଖିରେ ମୁଁ ମୋ ଆଖିରେ ତୁ - To Akhire Mun Mo Akhire Tu Lyrics

== ଓଡ଼ିଆ ==

ଫିଲ୍ମଗୀତ : ତୋ ଆଖିରେ ମୁଁ ମୋ ଆଖିରେ ତୁ
ଭାଷା : ଓଡ଼ିଆ
ଚଳଚିତ୍ର : ଆକାଶେ କି ରଙ୍ଗ ଲାଗିଲା
କଣ୍ଠ : ନିବେଦିତା (ନମିତା ଅଗ୍ରୱାଲ)
ଗୀତିକାର : ବିଜୟ ମଲ୍ଲ
ସଙ୍ଗୀତ ନିର୍ଦ୍ଦେଶକ : ବିକାଶ ଦାସ
ମସିହା : ୨୦୦୯



(ଝି)
ତୋ ଆଖିରେ ମୁଁ ମୋ ଆଖିରେ ତୁ
ତୋ ଓଠରେ ମୁଁ ମୋ ଓଠରେ ତୁ
ଲା..ଲାଲାଲା
ଲାଲାଲା..ଲାଲାଲା
ଲାଲା..ହାଁହାଁହାଁ
ତୋ ଆଖିରେ ମୁଁ ମୋ ଆଖିରେ ତୁ
ତୋ ଓଠରେ ମୁଁ ମୋ ଓଠରେ ତୁ
ତୋ ଆଖିରେ ମୁଁ ମୋ ଆଖିରେ ତୁ
ତୋ ଓଠରେ ମୁଁ ମୋ ଓଠରେ ତୁ
ଏଇ ରାତି ପାହିଯିବ ଏଇ ଋତୁ ବଦଳିବ
ହେଲେ ମୋ ଗୀତରେ ଗୁଣୁ ଗୁଣୁ
ହାଁ..ମୋ ଗୀତରେ ଗୁଣୁଗୁଣୁ ଗୁଣୁଗୁଣୁ
ହୋ..ମୋ ଗୀତରେ ଗୁଣୁ ଗୁଣୁ ହଉଥିବୁ ତୁ
ହଉଥିବୁ ତୁ
ତୋ ଆଖିରେ ମୁଁ ମୋ ଆଖିରେ ତୁ
ତୋ ଓଠରେ ମୁଁ ମୋ ଓଠରେ ତୁ ॥୧॥


(ସମସ୍ତେ)
ନିନି..ସାସା..ସାଗାରେ
ନିନି..ସାସା..ସାରେସା
ନିନି..ସାସା..ସାଗାରେ
ନିନି..
(ଝି)
ପାନି..ସାରି..ନିଶା
ପାନି..ସାରି..ନିଶା
ପାନି..ସାରି..ନିଶା
ପାନି..ସାରି..ନିଶା
(ଝି)
ଟିକି ଟିକି ମୋର ଟିକି ଟିକି ଆଶା
ଚୁନା ଚୁନା ସ୍ୱପ୍ନ ଝୁମା ଝୁମା ନିଶା
ହେ..ଟିକି ଟିକି ମୋର ଟିକି ଟିକି ଆଶା
ଚୁନା ଚୁନା ସ୍ୱପ୍ନ ଝୁମା ଝୁମା ନିଶା
ଦୂରେ ଦୂରେ ବହୁ ଦୂରେ ଋତୁ ଅଗଣାରେ
ସୁରେ ସୁରେ ଗୀତ ସୁରେ ହଜିଯାଏ ମୁଁ ରେ
ପବନର ହାତ ଧରି ଆସୁଥିବି ଫେରି ଫେରି
ମୋ ପାଉଁଜୀ ରୁଣୁ ଝୁଣୁ
ହଁ..ମୋ ପାଉଁଜୀ ରୁଣୁଝୁଣୁ ରୁଣୁଝୁଣୁ
ହୋ..ମୋ ପାଉଁଜୀ ରୁଣୁ ଝୁଣୁ ଶୁଣୁଥିବୁ ତୁ
ଶୁଣୁଥିବୁ ତୁ
ତୋ ଆଖିରେ ମୁଁ ମୋ ଆଖିରେ ତୁ
ତୋ ଓଠରେ ମୁଁ ମୋ ଓଠରେ ତୁ ॥୨॥

(ସମସ୍ତେ)
ଆ..ଆ..ଆ..ଆ..    


(ଝି)
ଗୀତ ମୋର ସେତ କୁଳୁ କୁଳୁ ନଈ
ବିଲ ବଣ ଡେଇଁ ଯାଏ ବହି ବହି
ହାଁ..ଗୀତ ମୋର ସେତ କୁଳୁକୁଳୁ ନଈ
ବିଲ ବଣ ଡେଇଁ ଯାଏ ବହି ବହି
ଦୁଇ କୁଳେ ଫୁଟେ ତାର କେତେ ଜାତି ଫୁଲ
ସେଇ ଫୁଲ ସୁରଭିରେ ଲେଖା ନା ମୋର
ଫୁଲ ସିନା ଝରି ଯିବ ନଈ ସିନା ଶୁଖିଯିବ
ତୋ ବାଟରେ ଝର ଝର
ହଁ..ତୋ ବାଟରେ ଝରଝର ଝରଝର
ହୋ..ତୋ ବାଟରେ ଝର ଝର ଝରୁଥିବି ମୁଁ
ଝରୁଥିବି ମୁଁ
ତୋ ଆଖିରେ ମୁଁ ମୋ ଆଖିରେ ତୁ
ତୋ ଓଠରେ ମୁଁ ମୋ ଓଠରେ ତୁ
ତୋ ଆଖିରେ ମୁଁ ମୋ ଆଖିରେ ତୁ
ତୋ ଓଠରେ ମୁଁ ମୋ ଓଠରେ ତୁ ॥୩॥


YouTube ରେ ତୋ ଆଖିରେ ମୁଁ ମୋ ଆଖିରେ ତୁ



== English ==

Song : To Akhire Mun Mo Akhire Tu
Language : Odia
Movie : Akashe Ki Ranga Lagila
Singer : Nibedita (Namita Agrawal)
Lyrics : Bijaya Malla
Music Director : Bikash Das
Year : 2009



(F)
To akhire mun mo akhire tu
To othare mun mo othare tu
La..lalala
Lalala..lalala
Lala..hanhanhan
To akhire mun mo akhire tu
To othare mun mo othare tu
To akhire mun mo akhire tu
To othare mun mo othare tu
Ei rati pahijiba ei rutu badaliba
Hele mo gitare gunu gunu
Han..mo gitare gunugunu gunugunu
Ho..mo gitare gunu gunu hauthibu tu
Hauthibu tu
To akhire mun mo akhire tu
To othare mun mo othare tu ॥1॥


(All)
Nini..sasa..sagare
Nini..sasa..saresa
Nini..sasa..sagare
Nini..
(F)
Pani..sari..nisha 
Pani..sari..nisha
Pani..sari..nisha 
Pani..sari..nisha
(F)
Tiki tiki mora tiki tiki asha
Chuna chuna swapna jhuma jhuma nisha
He..tiki tiki mora tiki tiki asha
Chuna chuna swapna jhuma jhuma nisha
Dure dure bahu dure rutu aganare
Sure sure gita sure hajijae mun re
Pabanara hata dhari asuthibi pheri pheri
Mo paunji runu jhunu
Han..mo paunji runujhunu runujhunu
Ho..mo paunji runu jhunu shunuthibu tu
Shunuthibu tu
To akhire mun mo akhire tu
To othare mun mo othare tu ॥2॥

(All)
Aan..aan..aan..aan..


(F)
Gita mora seta kulu kulu nai
Bila bana dein jae bahi bahi
Han..gita mora seta kulukulu nai
Bila bana dein jae bahi bahi
Dui kule phute tara kete jati phula
Sei phula surabhire lekha na mora
Phula sina jhari jiba nai sina shukhijiba
To batare jhara jhara
Han..to batare jharajhara jharajhara
Ho..to batare jhara jhara jharuthibi mun
Jharuthibi mun
To akhire mun mo akhire tu
To othare mun mo othare tu
To akhire mun mo akhire tu
To othare mun mo othare tu ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ