Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଏ ଜୀବନ ଯଉବନ ସବୁ ପରା ତୁମ ଦାନ - E Jibana Jaubana Sabu Para Tuma Dana Lyrics

== ଓଡ଼ିଆ ==

ଭଜନ : ଏ ଜୀବନ ଯଉବନ ସବୁ ପରା ତୁମ ଦାନ
ଭାଷା : ଓଡ଼ିଆ
ଆଲବମ : ଏ ଜୀବନ ତୁମ ଦାନ
କଣ୍ଠ : ପଙ୍କଜ ଜାଲ
ଗୀତିକାର : ଅରୁଣ ମନ୍ତ୍ରୀ
ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର
ମସିହା : ୨୦୦୯



ଏ ଜୀବନ ଯଉବନ ସବୁ ପରା ତୁମ ଦାନ
ଏ ଜୀବନ ଯଉବନ ସବୁ ପରା ତୁମ ଦାନ
କିଛି ଦେଇନାହଁ ବୋଲି କରିବିକି ଅଭିମାନ
କିଛି ଦେଇନାହଁ ବୋଲି କରିବିକି ଅଭିମାନ ॥


ତୁମରି ଦୁଆରେ ଠିଆ ହେବା ପାଇଁ
ଦେଇଛ ଦି'ପାଦ ମାଟି           
ଗଣ୍ତେ ଖାଇ ଦଣ୍ଡେ ବଞ୍ଚିବା ପାଇଁକି
ଦଉଛ ଅବଢ଼ା ବାଣ୍ଟି
ତୁମରି ଦୁଆରେ ଠିଆ ହେବା ପାଇଁ
ଦେଇଛ ଦି'ପାଦ ମାଟି           
ଗଣ୍ତେ ଖାଇ ଦଣ୍ଡେ ବଞ୍ଚିବା ପାଇଁକି
ଦଉଛ ଅବଢ଼ା ବାଣ୍ଟି
ଏ ଧରମ ଏ କରମ ସବୁ ପରା ତୁମ ଦାନ
ଏ ଧରମ ଏ କରମ ସବୁ ପରା ତୁମ ଦାନ
କିଛି ଦେଇନାହଁ ବୋଲି କରିବିକି ଅଭିମାନ
କିଛି ଦେଇନାହଁ ବୋଲି କରିବିକି ଅଭିମାନ ॥୧॥


ଧନ୍ୟ ମୁଁ ହେଇଛି ଆହେ ମହାପ୍ରଭୁ
ତୁମରି ସଂସାରେ ଥାଇ
କୀଟ କି ପତଙ୍ଗ ପଶୁ ନୁହେଁ ପୁଣି                              
ମଣିଷ ଜନମ ପାଇ 
ଧନ୍ୟ ମୁଁ ହେଇଛି ଆହେ ମହାପ୍ରଭୁ
ତୁମରି ସଂସାରେ ଥାଇ
କୀଟ କି ପତଙ୍ଗ ପଶୁ ନୁହେଁ ପୁଣି                              
ମଣିଷ ଜନମ ପାଇ                           
ଏ ଜନମ ଏ ମରଣ ସବୁ ପରା ତୁମ ଦାନ
ଏ ଜନମ ଏ ମରଣ ସବୁ ପରା ତୁମ ଦାନ
କିଛି ଦେଇନାହଁ ବୋଲି କରିବିକି ଅଭିମାନ
କିଛି ଦେଇନାହଁ ବୋଲି କରିବିକି ଅଭିମାନ

ଏ ଜୀବନ ଯଉବନ ସବୁପରା ତୁମ ଦାନ
ଏ ଜୀବନ ଯଉବନ ସବୁପରା ତୁମ ଦାନ
କିଛି ଦେଇନାହଁ ବୋଲି କରିବିକି ଅଭିମାନ
କିଛି ଦେଇନାହଁ ବୋଲି କରିବିକି ଅଭିମାନ
କିଛି ଦେଇନାହଁ ବୋଲି କରିବିକି ଅଭିମାନ ॥୨॥


YouTube ରେ ଏ ଜୀବନ ଯଉବନ



== English ==

Bhajan : E Jibana Jaubana Sabu Para Tuma Dana
Language : Odia
Album : E Jibana Tuma Dana
Singer : Pankaj Jal
Lyricist : Arun Mantri
Music Director : Malaya Mishra
Year : 2009



E jibana jaubana sabu para tuma dana
E jibana jaubana sabu para tuma dana
Kichhi deinahan boli karibiki abhimana
Kichhi deinahan boli karibiki abhimana ॥


Tumari duare thia heba pain
Deichha di’pada mati
Gande khai dande banchiba painki
Dauchha abadha banti
Tumari duare thia heba pain
Deichha di’pada mati
Gande khai dande banchiba painki
Dauchha abadha banti
E dharama e karama sabu para tuma dana
E dharama e karama sabu para tuma dana
Kichhi deinahan boli karibiki abhimana
Kichhi deinahan boli karibiki abhimana ॥1॥


Dhanya mun heichhi ahe Mahaprabhu
Tumari sansare thai
Kita ki patanga pashu nuhen puni
Manisa janama pai
Dhanya mun heichhi ahe Mahaprabhu
Tumari sansare thai
Kita ki patanga pashu nuhen puni
Manisa janama pai
E janama e marana sabu para tuma dana
E janama e marana sabu para tuma dana
Kichhi deinahan boli karibiki abhimana
Kichhi deinahan boli karibiki abhimana

E jibana jaubana sabu para tuma dana
E jibana jaubana sabu para tuma dana
Kichhi deinahan boli karibiki abhimana
Kichhi deinahan boli karibiki abhimana
Kichhi deinahan boli karibiki abhimana ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Replies
    1. ସୁରଭି

      ଆପଣଙ୍କ ଅମୂଲ୍ୟ ମତାମତ ପାଇଁ ଅଶେଷ ଧନ୍ୟବାଦ । ଆଉ କେଉଁ ଗୀତ ଆପଣଙ୍କ ପସନ୍ଦ କମେଣ୍ଟ କରି ଜଣାଇବେ ।

      - "ଦି ସ୍ମରଣିକା" ଟିମ୍

      Delete
  2. ବହୁତ୍ ବଢିଆ... ଜୟ ଜଗନ୍ନାଥ

    ReplyDelete
    Replies
    1. ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।

      - "ଦି ସ୍ମରଣିକା" ଟିମ୍

      Delete
  3. Replies
    1. ଅଶେଷ ଧନ୍ୟବାଦ । ଆଉ କେଉଁ ଗୀତ ଆପଣଙ୍କ ପସନ୍ଦ କମେଣ୍ଟ କରି ଜଣାଇବେ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on kala manikare dhire ghena lyrics odia: “Odia meaning of Dankuni”

Anonymous commented on kala manikare dhire ghena lyrics odia: “Dankuni ଓଡ଼ିଆ ଅର୍ଥ ”

Anonymous commented on baichadhei o pimpudi bhai lyrics odia: “Thank u Google”

The Smaranika commented on sita lo aji jaluchhi jahara lyrics odia: “ମତାମତ ପାଇଁ ଅଶେଷ ଧନ୍ୟବାଦ ।– ଦି ସ୍ମରଣିକା ଟିମ୍‌”

Anonymous commented on sita lo aji jaluchhi jahara lyrics odia: “Very helpful ”

The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on nari tuhi debi puni mamata lyrics odia: “Bahut sundar ”

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ