Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ (ଯେବେ ଗାଁ ମୁଣ୍ଡ ମଶାଣିରେ ଜୁଇ ମୋର ଜଳିବ) - Tora Mora Prema Sara Duniata Janiba (Jebe Gaan Munda Masanire Jui Mora Jaliba) Lyrics

== ଓଡ଼ିଆ ==

ଗୀତ : ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ
ଭାଷା : ଓଡ଼ିଆ
କଣ୍ଠ : ହ୍ୟୁମାନ ସାଗର
ଗୀତିକାର : ପୁଷ୍ପକ ପରିଡ଼ା
ସଙ୍ଗୀତ ନିର୍ଦ୍ଦେଶକ : ଅବିନାଶ ମିଶ୍ର
ମସିହା : ୨୦୧୯



(ପୁ)
ଆଖିଠାରୁ ସ୍ୱପ୍ନ ଯେବେ ଅଲଗା ହବ
ବିଚରା ଏ ହୃଦୟଟା ଭାଙ୍ଗି ପଡ଼ିବ
ସେ ହୃୟକୁ କିଏ ଯୋଡ଼ିବ
ଯେବେ ଗାଁ ମୁଣ୍ଡ ମଶାଣିରେ ଜୁଇ ମୋର ଜଳିବ
ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ
ଯେବେ ଆଖି ଲୁହ ବଦଳରେ ଲହୁ ଖାଲି ଢାଳିବ
ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ

ଆଖିଠାରୁ ସ୍ୱପ୍ନ ଯେବେ ଅଲଗା ହବ
ବିଚରା ଏ ହୃଦୟଟା ଭାଙ୍ଗି ପଡ଼ିବ
ସେ ହୃୟକୁ କିଏ ଯୋଡ଼ିବ
ଯେବେ ଗାଁ ମୁଣ୍ଡ ମଶାଣିରେ ଜୁଇ ମୋର ଜଳିବ
ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ ॥


(ପୁ)
ପ୍ରେମ ଯଦି ହୁଏ ପବିତ୍ର ପାପ
ମନୁଛି ମୁଁ ଗୋଟେ ପାପୀ ପ୍ରେମିକ
ପ୍ରେମିକ..ମୁଁ ବେହିସାବୀ ବଣିକ
ପ୍ରେମ ଯଦି ହୁଏ ପବିତ୍ର ପାପ
ମନୁଛି ମୁଁ ଗୋଟେ ପାପୀ ପ୍ରେମିକ
ପ୍ରେମିକ..ମୁଁ ବେହିସାବୀ ବଣିକ
ସ୍ମୃତିକୁ ତୋର କରି ସନ୍ତକ
ଜିଇଁ ମରିବି ଜୀବନ ଯାକ
ମନ ଯେବେ ସ୍ମୃତି ତୋର ପାଶୋରି ଯିବ
ମୋ ପ୍ରେମରେ କଳଙ୍କର ଦାଗ ଲାଗିବ
ସେ ଦାଗ କିବା ଆଉ ଲିଭିବ
ଯେବେ ଗାଁ ମୁଣ୍ଡ ମଶାଣିରେ ଜୁଇ ମୋର ଜଳିବ
ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ
(ସମସ୍ତେ)
ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ
(ପୁ)
ଯେବେ ଆଖି ଲୁହ ବଦଳରେ ଲହୁ ଖାଲି ଢାଳିବ
ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ
(ସମସ୍ତେ)
ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ ॥୧॥


(ପୁ)
ସହିବାର ସୀମା ଟପିଲା ପରେ
ପାଦ ଖସିଯାଏ ଚୋରା ବାଲିରେ
ପ୍ରେମରେ ଏମିତି କାଇଁ ହୁଏରେ
ସହିବାର ସୀମା ଟପିଲା ପରେ
ପାଦ ଖସିଯାଏ ଚୋରା ବାଲିରେ
ପ୍ରେମରେ ଏମିତି କାଇଁ ହୁଏରେ
ତୋ ଆଖି ଓଦା ମୋ ଆଖି ଓଦା
ରହିଲା ପରେ ଗପଟା ଅଧା
ଅଧା ଲେଖା ଗପ ଯେବେ ପୁରା ନ ହବ
କୋହ ଭିଜା ଛାତି କିବା ସହିପାରିବ
ସେ ଛାତି ସିନା ଫାଟି ପଡ଼ିବ

ଯେବେ ଗାଁ ମୁଣ୍ଡ ମଶାଣିରେ ଜୁଇ ମୋର ଜଳିବ
ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ
(ସମସ୍ତେ)
ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ
(ପୁ)
ହୋ ଯେବେ ଆଖି ଲୁହ ବଦଳରେ ଲହୁ ଖାଲି ଢାଳିବ
ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ
(ସମସ୍ତେ)
ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ
(ପୁ)
ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ
ନିଶା..ନିଶା..ନିଶା ଧାନିରେ
ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ ॥୨॥


YouTube ରେ ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ



== English ==

Song : Tora Mora Prema Sara Duniata Janiba
Language : Odia
Singer : Humane Sagar
Lyrics : Puspak Parida
Music Director : Abinash Mishra
Year : 2019



(M)
Aakhitharu swapna jebe alaga haba
Bichara e hrudayata bhangi padiba
Se hrudayaku kie jodiba
Jebe Gaan munda mashanire jui mora jaliba
Tora mora prema sara duniata janiba
Jebe akhi luha badalare lahu khali dhaliba
Tora mora prema sara duniata janiba

Aakhitharu swapna jebe alaga haba
Bichara e hrudayata bhangi padiba
Se hrudayaku kie jodiba
Jebe Gaan munda mashanire jui mora jaliba
Tora mora prema sara duniata janiba ॥


(M)
Prema jadi hue pabitra papa
Manuchhi mun gote papi premika
Premika..mun behisabi banika
Prema jadi hue pabitra papa
Manuchhi mun gote papi premika
Premika..mun behisabi banika
Smrutiku tora kari santaka
Jiin maribi jibana jaka
Mana jebe smruti tora pashori jiba
Mo premare kalankara daga lagiba
Se daga kiba aau libhiba
Jebe Gaan munda mashanire jui mora jaliba
Tora mora prema sara duniata janiba
(All)
Tora mora prema sara duniata janiba
(M)
Jebe akhi luha badalare lahu khali dhaliba
Tora mora prema sara duniata janiba
(All)
Tora mora prema sara duniata janiba ॥1॥


(M)
Sahibara sima tapila pare
Pada khasijae chora balire
Premare emiti kain huere
Sahibara sima tapila pare
Pada khasijae chora balire
Premare emiti kain huere
To akhi oda mo akhi oda
Rahila pare gapata adha
Adha lekha gapa jebe pura na haba
Koha bhija chhati kiba sahipariba
Se chhati sina phati padiba

Jebe Gaan munda mashanire jui mora jaliba
Tora mora prema sara duniata janiba
(All)
Tora mora prema sara duniata janiba
(M)
Ho jebe akhi luha badalare lahu khali dhaliba
Tora mora prema sara duniata janiba
(All)
Tora mora prema sara duniata janiba
(M)
Tora mora prema sara duniata janiba
Nisha..nisha..nisha dhanire
Tora mora prema sara duniata janiba ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ