Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଛାତି ତଳେ ଗୋଟେ ହୃଦୟ ଅଛି ସେଇ ହୃଦୟରେ ପ୍ରିୟା ବସିଛି - Chhati Tale Gote Hrudaya Achhi Sei Hrudayare Priya Basichhi Lyrics

== ଓଡ଼ିଆ ==

ଗୀତ : ଛାତି ତଳେ ଗୋଟେ ହୃଦୟ ଅଛି
ଭାଷା : ଓଡ଼ିଆ
ଆଲବମ : କଣ୍ଢେଇ
କଣ୍ଠ :  କୁମାର ସାନୁ
ଗୀତିକାର : ପଞ୍ଚାନନ ନାୟକ
ସଙ୍ଗୀତ ନିର୍ଦ୍ଦେଶକ : ଗଣ ବିହାରି



ଏହେ..ହେ..ହେ..ହେ..
ଏହେ..ହେ..ହେ..ହେ..
ହେ..ହେ..ହେ..ହେ..ହେ..ହେ..
ହୁଁ..ଛାତି ତଳେ ଗୋଟେ ହୃଦୟ ଅଛି
ସେଇ ହୃଦୟରେ ପ୍ରିୟା ବସିଛି
ଛାତି ତଳେ ଗୋଟେ ହୃଦୟ ଅଛି
ସେଇ ହୃଦୟରେ ପ୍ରିୟା ବସିଛି
ଯେ ଦିନୁ ସେ ମତେ ଭଲ ପାଉଚି
ସେ ଦିନୁ ବାଟ ମୁଁ ଭୁଲି ଯାଇଚି
ସବୁ ରାତି ଉଜାଗରେ ମୋ ପାହି ଯାଉଚି
ଛାତି ତଳେ ଗୋଟେ ହୃଦୟ ଅଛି
ସେଇ ହୃଦୟରେ ପ୍ରିୟା ବସିଛି ॥


ଫୁଲକୁ ମଳୟ ଛୁଇଁଗଲା ପରି
ସେ ମତେ ଯାଇଚି ଛୁଇଁ
ସବୁଦିନ ମତେ ଫଗୁଣ ଲାଗୁଚି
କେବଳ ମୋ ପ୍ରିୟା ପାଇଁ
ହାଁ..ଫୁଲକୁ ମଳୟ ଛୁଇଁଗଲା ପରି
ସେ ମତେ ଯାଇଚି ଛୁଇଁ
ସବୁଦିନ ମତେ ଫଗୁଣ ଲାଗୁଚି
କେବଳ ମୋ ପ୍ରିୟା ପାଇଁ
ସେ ଦିନୁ ଏ ମନ ଚଗଲା ହେଇଚି
ବାଟ ଭୁଲିଯାଇ ଅବାଟେ ଯାଉଚି
ନ ଦେଖିଲେ ଦିନେ ତାକୁ ମୋ
ଛାତି ଥରୁଚି
ଛାତି ତଳେ ଗୋଟେ ହୃଦୟ ଅଛି
ସେଇ ହୃଦୟରେ ପ୍ରିୟା ବସିଛି ॥୧॥


ରାତିର ବୟସ ବଢ଼ିଯାଏ ଯେତେ
ମନେ ପଡ଼େ ସିଏ ମୋର
କଲମରୁ ଝରେ କବିତାର ଧାଡ଼ି
ନୂଆ ଗୀତ ନୂଆ ସୁର
ହୋ..ରାତିର ବୟସ ବଢ଼ିଯାଏ ଯେତେ
ମନେ ପଡ଼େ ସିଏ ମୋର
କଲମରୁ ଝରେ କବିତାର ଧାଡ଼ି
ନୂଆ ଗୀତ ନୂଆ ସୁର
ବିଦ୍ୟାରାଣ ଖାଇ ସତ ମୁଁ କହୁଚି
ସିଏ ବି ମୋ ପାଇଁ ଅଧିର ହଉଚି
ଲିଭେ ନାହିଁ ଏମିତିକା ସେ
ଚିହ୍ନ ଦେଇଚି

ଛାତି ତଳେ ଗୋଟେ ହୃଦୟ ଅଛି
ସେଇ ହୃଦୟରେ ପ୍ରିୟା ବସିଛି
ଛାତି ତଳେ ଗୋଟେ ହୃଦୟ ଅଛି
ସେଇ ହୃଦୟରେ ପ୍ରିୟା ବସିଛି
ଯେ ଦିନୁ ସେ ମତେ ଭଲ ପାଉଚି
ସେ ଦିନୁ ବାଟ ମୁଁ ଭୁଲି ଯାଇଚି
ସବୁ ରାତି ଉଜାଗରେ ମୋ ପାହି ଯାଉଚି
ଛାତି ଥରୁଚି
ହାଁ..ଚିହ୍ନ ଦେଇଚି
ହାଁ..ପାହି ଯାଉଚି ॥୨॥


YouTube ରେ ଛାତି ତଳେ ଗୋଟେ ହୃଦୟ ଅଛି



== English ==

Song : Chhati Tale Gote Hrudaya Achhi
Language : Odia
Album : Kandhei
Singer : Kumar Sanu
Lyrics : Panchanana Nayak
Music Director : Gana Bihari



Ehe..he..he..he..
Ehe..he..he..he..
He..he..he..he..he..he..
Han..chhati tale gote hrudaya achhi
Sei hrudayare priya basichhi
Chhati tale gote hrudaya achhi
Sei hrudayare priya basichhi
Je dinu se mate bhla pauchi
Se dinu bata mun bhuli jaichi
Sabu rati ujagare mo pahi jauchi
Chhati tale gote hrudaya achhi
Sei hrudayare priya basichhi ॥


Phulaku malaya chhuingala pari
Se mate jaichi chhuin
Sabudina mate phaguna laguchi
Kebala mo priya pain
Han..phulaku malaya chhuingala pari
Se mate jaichi chhuin
Sabudina mate phaguna laguchi
Kebala mo priya pain
Se dinu e mana chagala heichi
Bata bhulijai abate jauchi
Na dekhile dine taku mo
Chhati tharuchi
Chhati tale gote hrudaya achhi
Sei hrudayare priya basichhi ॥1॥


Ratira bayasa badhijae jete
Mane pade sie mora
Kalamaru jhare kabitara dhadi
Nua gita nua sura
Ho..Ratira bayasa badhijae jete
Mane pade sie mora
Kalamaru jhare kabitara dhadi
Nua gita nua sura
Bidyarana khai sata mun kahuchi
Sie bi mo pain adhira hauchi
Libhe nahin emitika se
Chihna deichi

Chhati tale gote hrudaya achhi
Sei hrudayare priya basichhi
Chhati tale gote hrudaya achhi
Sei hrudayare priya basichhi
Je dinu se mate bhla pauchi
Se dinu bata mun bhuli jaichi
Sabu rati ujagare mo pahi jauchi
Chhati tharuchi
Han..chihna deichi
Han..pahi jauchi ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ