Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମା କୁ ମାଗିବ ଅଳିକରି - Maa Ku Magiba Alikari Lyrics

== ଓଡ଼ିଆ ==

ଗୀତ : ମା କୁ ମାଗିବ ଅଳିକରି
ଭାଷା : ଓଡ଼ିଆ
କଣ୍ଠ : ମହମ୍ମଦ ଅଜିଜ୍
ଗୀତିକାର : ବସନ୍ତରାଜ ସାମଲ
ସଂଗୀତ ନିର୍ଦ୍ଦେଶକ : ବିକାଶ ଶୁକ୍ଳା
ମସିହା : ୨୦୦୦



ମା କୁ ମାଗିବ ଅଳିକରି
ଦାଦା କୁ ମାଗିବ ଥାଳ ଧରି
ମା କୁ ମାଗିବ ଅଳିକରି
ଦାଦା କୁ ମାଗିବ ଥାଳ ଧରି
ରାଜା କୁ ମାଗିବ ହାତ ଯୋଡ଼ି
ଜଗା କୁ ମାଗିବ ଗାଳି କରି
ଗାଳି ଲାଗେ ତାକୁ ଚନ୍ଦନ ପରି
ଗାଳି ଲାଗେ ତାକୁ ଚନ୍ଦନ ପରି
ମା କୁ ମାଗିବ ଅଳିକରି
ଦାଦା କୁ ମାଗିବ ଥାଳ ଧରି ॥


ଶୁଣିବ ବୋଲି ଗୋପିଙ୍କ ଗାଳି
କରୁଥିଲା ସେ ତ ଲବଣି ଚୋରି
ମାଣିକ ଠାରୁ ଶୁଣିଲା ଗାଳି
ହାତରୁ ମୁଦି ଦେଲା ତ କାଢ଼ି
ଶ୍ରୀବଚ୍ଛ ବ୍ରାହ୍ମଣ ଦେଲା ଗାଳି
ତା ପାଦ ଆଉଁସି ଦେଲେ ହରି
ଗାଳି ଲାଗେ ତାକୁ ଚନ୍ଦନ ପରି
ଗାଳି ଲାଗେ ତାକୁ ଚନ୍ଦନ ପରି
ମା କୁ ମାଗିବ ଅଳିକରି
ଦାଦା କୁ ମାଗିବ ଥାଳ ଧରି ॥୧॥


ମନଟି ତାର ନରେନ୍ଦ୍ର ପରି
ଭକତ ଡାକରେ ଯାଏ ଚହଲି
ଗାଳି ହେଉକି ହେଉ ଗୁହାରି
ଭକତି ନଥିଲେ ପାରେନା ଶୁଣି
ଘରଣୀ ସାଥିରେ କଳି କରି
ହେରା ପଞ୍ଚମୀରେ ଶୁଣେ ଗାଳି
ଗାଳି ଲାଗେ ତାକୁ ଚନ୍ଦନ ପରି
ଗାଳି ଲାଗେ ତାକୁ ଚନ୍ଦନ ପରି
ମା କୁ ମାଗିବ ଅଳିକରି
ଦାଦା କୁ ମାଗିବ ଥାଳ ଧରି
ରାଜା କୁ ମାଗିବ ହାତ ଯୋଡ଼ି
ଜଗା କୁ ମାଗିବ ଗାଳି କରି
ଗାଳି ଲାଗେ ତାକୁ ଚନ୍ଦନ ପରି
ଗାଳି ଲାଗେ ତାକୁ ଚନ୍ଦନ ପରି
ଗାଳି ଲାଗେ ତାକୁ ଚନ୍ଦନ ପରି
ଗାଳି ଲାଗେ ତାକୁ ଚନ୍ଦନ ପରି ॥୨॥


YouTube ରେ ମା କୁ ମାଗିବ ଅଳିକରି



== English ==

Song : Maa Ku Magiba Alikari
Language : Odia
Singer : Mohammad Aziz
Lyricist : Basantaraj Samal
Music Director : Bikash Sukla 
Year : 2000



Maa ku magiba alikari
Dada ku magiba thala dhari
Maa ku magiba alikari
Dada ku magiba thala dhari
Raja ku magiba hata jodi
Jaga ku magiba gali kari
Gali lage taku chandana pari
Gali lage taku chandana pari
Maa ku magiba alikari
Dada ku magiba thala dhari ॥


Shuniba boli gopinka gali
Karuthila se ta labani chori
Manika tharu shunila gali
Hataru mudi dela ta kadhi
Shribachha brahmana dela gali
Ta pada aunsi dele Hari
Gali lage taku chandana pari
Gali lage taku chandana pari
Maa ku magiba alikari
Dada ku magiba thala dhari ॥1॥


Manati tara narendra pari
Bhakata dakare jae chahali
Gali heuki heu guhari
Bhakati nathile parena shuni
Gharani sathire kali kari
Hera panchamire shune gali
Gali lage taku chandana pari
Gali lage taku chandana pari
Maa ku magiba alikari
Dada ku magiba thala dhari
Raja ku magiba hata jodi
Jaga ku magiba gali kari
Gali lage taku chandana pari
Gali lage taku chandana pari
Gali lage taku chandana pari
Gali lage taku chandana pari ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ