ଦିନ ସରେ ନାହିଁ ରାତି କଟେ ନାହିଁ ତୋ ପାଇଁ - Dina Sare Nahin Rati Kate Nahin To Pain Lyrics
ଗୀତ : ଦିନ ସରେ ନାହିଁ ରାତି କଟେ ନାହିଁ ତୋ ପାଇଁ
ଭାଷା : ଓଡ଼ିଆ
ଚଳଚିତ୍ର : ତୋ ପାଇଁ
କଣ୍ଠ : କୁମାର ବାପି, ତପୁ ମିଶ୍ର
ଗୀତିକାର : ମନ୍ମଥ ମିଶ୍ର
ସଙ୍ଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର
ମସିହା : ୨୦୦୫
(ଝି)
ଆ..ଆ..ଆ ଆ ଆ ଆ
ଆ..ଆ..ଆ ଆ ଆ ଆ
(ପୁ)
ହୋ..ଓ..ଓ ଓ ଓ ଓ
ଆ..ଆ..ଆ ଆ ଆ ଆ
(ପୁ)
ଦିନ ସରେ ନାହିଁ
(ଝି)
ରାତି କଟେ ନାହିଁ
(ପୁ)
ଦିନ ସରେ ନାହିଁ
(ଝି)
ରାତି କଟେ ନାହିଁ
(ପୁ)
ତୋ ପାଇଁ..ତୋ ପାଇଁ
(ଝି)
ତୋ ପାଇଁ..ତୋ ପାଇଁ
(ପୁ)
ଆଖି ଝରକା ଡେଇଁ ଆସିଲୁ ଯେବେ ତୁହି
(ଝି)
ଆଖି ଝରକା ଡେଇଁ ଆସିଲୁ ଯେବେ ତୁହି
(ପୁ)
ନାହିଁ ମୁଁ ନିଜର ହୋଇ
ହୋ..
ତୋ ପାଇଁ..ତୋ ପାଇଁ
(ଝି)
ତୋ ପାଇଁ..ତୋ ପାଇଁ ॥
(ପୁ)
ଛୋଟ କଥାଟିଏ ସାଇତି ରଖିଚି
ଶୁଣ କହିଦିଏ
ଫୁଲ ପାଏ କଣ୍ଟା ପାଏ ମୁଁ ଭଲପାଏ
ତତେ ମୁଁ ସବୁଠି ପାଏ
(ଝି)
ସାତ ପଲକରେ ସାତ ଜନମର
ହଁ କଥା ହେଲା
ଦରଦିଆ ଛାତି ଟିକେ ବରଷି ଗଲା
ତୋ ପାଖେ ଭରଷି ଗଲା
(ପୁ)
ସେଇ ଓଠ ସେଇ ଆଖି
ସପନେ ଥିଲି ମୁଁ ଦେଖି
ସେଇ ଓଠ ସେଇ ଆଖି
ସପନେ ଥିଲି ମୁଁ ଦେଖି
ସପନ ହେଲା ମୋ ସତ
ହୋ..
ତୋ ପାଇଁ..ତୋ ପାଇଁ
(ଝି)
ତୋ ପାଇଁ..ତୋ ପାଇଁ ॥୧॥
(ଝି)
ଆଜି ମିଳିଗଲା ଏ ଆଖି ଖୋଜୁଥିଲା
ଠିକ୍ ତୋ ପରି
ଏ ଜନମେ ଆସ ଯିବା ସାଥୀ ହୋଇ
ଜୀବନ ସାଥୀ ହୋଇ
(ପୁ)
ପାଲିଙ୍କି ସଜେଇ ଆସିବି ତୋ ପାଖେ
ଆଉ ଡେରି ନାହିଁ
ହାତରେ ମେହେନ୍ଦୀ ନାଇ
ଥିବୁ ମୋ ବାଟ ଚାହିଁ
ହଁ ତୁ ମୋରି ପାଇଁ
(ଝି)
ଶଙ୍ଖା ସିନ୍ଦୁର ମୋ ପାଇଁ
ଆଣିବୁ ବୋଲି ତୁହି
ଶଙ୍ଖା ସିନ୍ଦୁର ମୋ ପାଇଁ
ଆଣିବୁ ବୋଲି ତୁହି
ବସିଚି ଆଶା ମୁଁ ନେଇ
ହୋ..
ତୋ ପାଇଁ..ତୋ ପାଇଁ
ତୋ ପାଇଁ..ତୋ ପାଇଁ
(ପୁ+ଝି)
ଦିନ ସରେ ନାହିଁ
ରାତି କଟେ ନାହିଁ
ତୋ ପାଇଁ..ତୋ ପାଇଁ
ତୋ ପାଇଁ..ତୋ ପାଇଁ
(ଝି)
ଆଖି ଝରକା ଡେଇଁ ଆସିଲୁ ଯେବେ ତୁହି
(ପୁ)
ଆଖି ଝରକା ଡେଇଁ ଆସିଲୁ ଯେବେ ତୁହି
(ଝି)
ନାହିଁ ମୁଁ ନିଜର ହୋଇ
ହୋ..
ତୋ ପାଇଁ..ତୋ ପାଇଁ
(ପୁ)
ତୋ ପାଇଁ..ତୋ ପାଇଁ ॥୨॥
== English ==
Song : Dina Sare Nahin Rati Kate Nahin To Pain
Language : Odia
Movie : To Pain
Singer : Kumar Bapi, Tapu Mishra
Lyrics : Manmath Mishra
Music Director : Manmath Mishra
Year : 2005
(F)
Aa..aa..aa aa aa aa
Aa..aa..aa aa aa aa
(M)
Ho..o..o o o o
Aa..aa..aa aa aa aa
(M)
Dina sare nahin
(F)
Rati kate nahin
(M)
Dina sare nahin
(F)
Rati kate nahin
(M)
To pain..to pain
(F)
To pain..to pain
(M)
Aakhi jharaka dein asilu jebe tuhi
(F)
Aakhi jharaka dein asilu jebe tuhi
(M)
Nahin mun nijara hoi
Ho..
To pain..to pain
(F)
To pain..to pain ॥
(M)
Chhota kathatie saiti rakhichi
Shun kahidie
Phula pae kanta pae mun bhalapae
Tate mun sabuthi pae
(F)
Sata palakare sata janamare
Han katha hela
Daradia chhati tike barasi gala
To pakhe bharasi gala
(M)
Sei otha sei akhi
Sapane thili mun dekhi
Sei otha sei akhi
Sapane thili mun dekhi
Sapana hela mo sata
Ho..
To pain..to pain
(F)
To pain..to pain ॥1॥
(F)
Aaji miligala e akhi khojuthila
Thik to pari
E janame asa jiba sathi hoi
Jibana sathi hoi
(M)
Palinki sajei asibi to pakhe
Aau deri nahin
Hatare mehendi nai
Thibu mo bata chahin
Han tu mori pain
(F)
Shankha sindura mo pain
Anibu boli tuhi
Shankha sindura mo pain
Anibu boli tuhi
Basichi asha mun nei
Ho..
To pain..to pain
To pain..to pain
(M+F)
Dina sare nahin
Rati kate nahin
To pain..to pain
To pain..to pain
(F)
Aakhi jharaka dein asilu jebe tuhi
(M)
Aakhi jharaka dein asilu jebe tuhi
(F)
Nahin mun nijara hoi
Ho..
To pain..to pain
(M)
To pain..to pain ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...