Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଅବଢ଼ା ମୁଠିଏ ମୋତେ ମିଳୁ ମହାବାହୁ - Abadha Muthie Mote Milu Mahabahu Lyrics

== ଓଡ଼ିଆ ==

ଗୀତ : ଅବଢ଼ା ମୁଠିଏ ମୋତେ ମିଳୁ ମହାବାହୁ
ଭାଷା : ଓଡ଼ିଆ
କଣ୍ଠ : ବସନ୍ତ ପାତ୍ର
ଗୀତିକାର : ଅରବିନ୍ଦ ମୁଦୁଲି
ସଂଗୀତ ନିର୍ଦ୍ଦେଶକ : ଅରବିନ୍ଦ ମୁଦୁଲି
ମସିହା : ୨୦୦୬



ଅବଢ଼ା ମୁଠିଏ ମୋତେ ମିଳୁ ମହାବାହୁ
ତୁଳସୀ ଟିକିଏ ମୋତେ ମିଳୁ ମହାବାହୁ
ରଜାକୁ ମାଗିଲେ ରାଜ୍ୟ
ଦେଇ ସାରନ୍ତାଣି ସେତ
ରଜାକୁ ମାଗିଲେ ରାଜ୍ୟ
ଦେଇ ସାରନ୍ତାଣି ସେତ
ତୁମକୁ ମୁଁ ମାଗିଲିଣି ଯେଉଁ କାଳୁ
ଅବଢ଼ା ମୁଠିଏ ମୋତେ ମିଳୁ
ମହାବାହୁ..ମହାବାହୁ ॥


କେତେ କାହାକୁ ଦେଉଛ ସବୁ ମୁଁ ଦେଖୁଛି
ମୋତେ ଦେବାକୁ କିଆଁ ତମ ମନ ପଛଉଚି
ଚୌବର୍ଗ ଦାନି ବୋଲି ପ୍ରଭୁ ବାଜୁଛି ବାଜଣା
ପଣେ ଦେଲେ କି ମାଣେ ତୁମ ସରିବ ମଣିମା
ହେ ସାଆନ୍ତ ବଡ଼ବାବୁ
ତୁମେ ତ ମଅର ସବୁ
ହେ ସାଆନ୍ତ ବଡ଼ବାବୁ
ତୁମେ ତ ମଅର ସବୁ
ନିର୍ଦ୍ଦୟ କାହିଁକି ମୋତେ ଆହେ କୃପାଳୁ
ଅବଢ଼ା ମୁଠିଏ ମୋତେ ମିଳୁ
ମହାବାହୁ..ମହାବାହୁ ॥୧॥ 


ନୀଳାଚଳେ ରହି ଯେବେ ଭୋକରେ ମରିବି
ମଣିମା ତୁମକୁ ନିନ୍ଦା କାହିଁକି କରିବି
ଜାଣିବି ମୁଁ କର୍ମ ବାଙ୍କ ଫଟା ମୋ କପାଳ
କିଏ ସେ ଭରିବ ଆଉ ମୋର ଶୂନ୍ୟଥାଳ
ଦୁଃଖେ ଶୂନ୍ୟଥାଳ ନେଇ
ଫେରିଯିବି ଭାବଗ୍ରାହୀ
ଦୁଃଖେ ଶୂନ୍ୟଥାଳ ନେଇ
ଫେରିଯିବି ଭାବଗ୍ରାହୀ
ସରଗ ଦ୍ଵାରକୁ ଆହେ ଦୟାଳୁ

ଅବଢ଼ା ମୁଠିଏ ମୋତେ ମିଳୁ ମହାବାହୁ
ତୁଳସୀ ଟିକିଏ ମୋତେ ମିଳୁ ମହାବାହୁ
ରଜାକୁ ମାଗିଲେ ରାଜ୍ୟ
ଦେଇ ସାରନ୍ତାଣି ସେତ
ରଜାକୁ ମାଗିଲେ ରାଜ୍ୟ
ଦେଇ ସାରନ୍ତାଣି ସେତ
ତୁମକୁ ମୁଁ ମାଗିଲିଣି ଯେଉଁ କାଳୁ
ଅବଢ଼ା ମୁଠିଏ ମୋତେ ମିଳୁ ମହାବାହୁ
ତୁଳସୀ ଟିକିଏ ମୋତେ ମିଳୁ
ମହାବାହୁ..ମହାବାହୁ
ମହାବାହୁ..ମହାବାହୁ ॥୨॥


YouTube ରେ ଅବଢ଼ା ମୁଠିଏ ମୋତେ ମିଳୁ ମହାବାହୁ



== English ==

Song : Abadha Muthie Mote Milu Mahabahu
Language : Odia
Singer : Basanta Patra
Lyricist : Arabinda Muduli
Music Director : Arabinda Muduli
Year : 2006



Abadha muthie mote milu Mahabahu
Tulasi tikie mote milu Mahabahu
Rajaku magile rajya
Dei sarantani seta
Rajaku magile rajya
Dei sarantani seta
Tumaku mun magilini jeun kalu
Abadha muthie mote milu
Mahabahu..Mahabahu ॥


Kete kahahku deuchha sabu mun dekhuchhi
Mote debaku kiaan tama mana pachhauchi
Chaubarga dani boli prabhu bajuchhi bajana
Pane dele ki mane tuma sariba manima
He saanta badababu
Tume ta maara sabu
He saanta badababu
Tume ta maara sabu
Nirddaya kahinki mote aahe krupalu
Abadha muthie mote milu
Mahabahu..Mahabahu ॥1॥ 


Nilachale rahi jebe bhokare maribi
Manima tumaku ninda kahinki karibi
Janibi mun karma banka phata mo kapala
Kie se bhariba aau mora shunyathala
Duhkhe shunyathala nei
Pherijibi bhabagrahi
Duhkhe shunyathala nei
Pherijibi bhabagrahi
Saraga dwaraku aahe dayalu

Abadha muthie mote milu Mahabahu
Tulasi tikie mote milu Mahabahu
Rajaku magile rajya
Dei sarantani seta
Rajaku magile rajya
Dei sarantani seta
Tumaku mun magilini jeun kalu
Abadha muthie mote milu Mahabahu
Tulasi tikie mote milu Mahabahu
Mahabahu..Mahabahu
Mahabahu..Mahabahu ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ବହୁତ ବହୁତ ଧନ୍ୟବାଦ... ଅଶେଷ ଅଶେଷ ପ୍ରଶଂସା ର ଯୋଗ୍ୟ ଆପଣ ।

    ReplyDelete
    Replies
    1. ଧନ୍ୟବାଦ ! ଆପଣଙ୍କ ଦିପଦ କଥା ଆମକୁ ସର୍ବଦା ପ୍ରେରଣା ଯୋଗାଉଥିବ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ