Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୁଁ ପରଦେଶୀ ଚଢ଼େଇ ଗାଇବାର ସ୍ଵପ୍ନ ନେଇ - Mun Paradesi Chadhei Gaibara Swapna Nei Lyrics

== ଓଡ଼ିଆ ==

ଗୀତ : ମୁଁ ପରଦେଶୀ ଚଢ଼େଇ
ଭାଷା : ଓଡ଼ିଆ
ଚଳଚିତ୍ର : ମାନିନୀ
କଣ୍ଠ : ମହମ୍ମଦ ଅଜିଜ୍
ଗୀତିକାର : ନିଜାମ
ସଙ୍ଗୀତ ନିର୍ଦ୍ଦେଶକ : ରାଧାକୃଷ୍ଣ ଭଞ୍ଜ
ମସିହା : ୧୯୮୬



ଉଁ..ହୁଁ
ଏହେହେ..ହେ..ହେ
ମୁଁ ପରଦେଶୀ ଚଢ଼େଇ
ଚଢ଼େଇ..ଚଢ଼େଇ..ଚଢ଼େଇ

ମୁଁ ପରଦେଶୀ ଚଢ଼େଇ
ଗାଇବାର ସ୍ଵପ୍ନ ନେଇ
ଗାଇଯାଏ କାହା ପାଇଁ
ଜାଣେନା..ଜାଣେନା..ଜାଣେନା
ମୁଁ ପରଦେଶୀ ଚଢ଼େଇ
ଗାଇବାର ସ୍ଵପ୍ନ ନେଇ
ଗାଇଯାଏ କାହା ପାଇଁ
ଜାଣେନା..ଜାଣେନା..ଜାଣେନା
ମୁଁ ପରଦେଶୀ ଚଢ଼େଇ ॥


ଗୀତ ନୁହେଁ ମୋର ଜୁଇ, ଜାଇ, ହେନା
ଗୀତ ନୁହେଁ ମୋର ଜୁଇ, ଜାଇ, ହେନା
ସେ ଯେ ମୋ ମନ ମନର ମଇନା
ଆଜି ସେଇ ମଇନାଟି ଝୁରେ ପୁଣି କାହା ପାଇଁ
ଜାଣେନା..ଜାଣେନା..ଜାଣେନା
ମୁଁ ପରଦେଶୀ ଚଢ଼େଇ ॥୧॥


ମନେ ଅଛି ମୋର ଆଶା ଅସୁମାରି
ମନେ ଅଛି ମୋର ଆଶା ଅସୁମାରି
ନୀଳ ଦାରିଆର ନୀଳ ଢେଉ ପରି
ଏତେ ଆଶା ମନେ ଆଜି ସାଇତିଚି କାହା ପାଇଁ
ଜାଣେନା..ଜାଣେନା..ଜାଣେନା
ମୁଁ ପରଦେଶୀ ଚଢ଼େଇ
ଗାଇବାର ସ୍ଵପ୍ନ ନେଇ
ଗାଇଯାଏ କାହା ପାଇଁ
ଜାଣେନା..ଜାଣେନା..ଜାଣେନା
ଜାଣେନା..ଜାଣେନା..ଜାଣେନା
ଜାଣେନା..ଜାଣେନା..ଜାଣେନା ॥୨॥


YouTube ରେ ମୁଁ ପରଦେଶୀ ଚଢ଼େଇ



== English ==

Song : Mun Paradeshi Chadhei
Language : Odia
Movie : Manini
Singer : Mohammad Aziz
Lyrics : Nizam
Music Director : Radhakrushna Bhanja
Year : 1986



Un..hun
Ehehe..he..he
Mun paradeshi chadhei
Chadhei..chadhei..chadhei

Mun paradeshi chadhei
Gaibara swapna nei
Gaijae kaha pain
Janena..janena..janena
Mun paradeshi chadhei
Gaibara swapna nei
Gaijae kaha pain
Janena..janena..janena
Mun paradeshi chadhei ॥


Gita nuhen mora jui,jai,hena
Gita nuhen mora jui,jai,hena
Se je mo mana manara maina
Aaji sei mainati jhure puni kaha pain
Janena..janena..janena
Mun paradeshi chadhei ॥1॥


Mane achhi mora asha asumari
Mane achhi mora asha asumari
Nila dariara nila dheu pari
Ete asha mane aji saitichi kaha pain
Janena..janena..janena
Mun paradeshi chadhei
Gaibara swapna nei
Gaijae kaha pain
Janena..janena..janena
Janena..janena..janena
Janena..janena..janena ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ