Posts

Showing posts with the label ଅବିନାଶ ମିଶ୍ର

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ପ୍ରେମ ତୋର ଅଢ଼େଇ ଅକ୍ଷର - Prema Tora Adhei Akhyara Lyrics

Image
== ଓଡ଼ିଆ == ଗୀତ : ପ୍ରେମ ତୋର ଅଢ଼େଇ ଅକ୍ଷର ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର, ଦିପ୍ତୀରେଖା ଗୀତିକାର : ନିର୍ମଳ ନାୟକ ସଙ୍ଗୀତ ନିର୍ଦ୍ଦେଶକ : ଅବିନାଶ ମିଶ୍ର ମସିହା : ୨୦୧୯ (ପୁ) ଲେଖି ସାରିଚି ମୋ ଜୀବନ ପ୍ରତିଟି ମୋ ଛାତି ସ୍ପନ୍ଦନ ଲେଖି ସାରିଚି ମୋ ଜୀବନ ପ୍ରତିଟି ମୋ ଛାତି ସ୍ପନ୍ଦନ ତୋ ନା'ରେ ଆୟୁଶ ମୋର ୱଉୱ..ୱ..ୱଉୱ..ୱ.. ୱଉୱ..ୱ..ୱଉୱ..ୱ.. (ଝି) ପ୍ରେମ ତୋର ଅଢ଼େଇ ଅକ୍ଷର ଲେଖି ଦେ ତୁ ହୃଦୟରେ ମୋର ପ୍ରେମ ତୋର ଅଢ଼େଇ ଅକ୍ଷର ଲେଖି ଦେ ତୁ ହୃଦୟରେ ମୋର (ପୁ) ଲେଖି ସାରିଚି ମୋ ଜୀବନ ପ୍ରତିଟି ମୋ ଛାତି ସ୍ପନ୍ଦନ ଲେଖିବାକୁ ବାକି ଅଛି ତୋ ନା'ରେ ଆୟୁଶ ମୋର ୱଉୱ..ୱ..ୱଉୱ..ୱ.. ୱଉୱ..ୱ..ୱଉୱ..ୱ.. ॥ (ଝି) ଯେବେଠୁ ସାଥେ ତୋର ଦେଖା ହେଲା ମୋର ରାତିସାରା ଗୋଟେ ସ୍ଵପ୍ନ ଦେଖେ ଶହେ ଥର (ପୁ) ଯେବେଠୁ ସାଥେ ତୋର ମିଶିଲା ମୋ ନଜର ଝିଲ୍ ମିଲ୍ ହେଇଗଲା ଆଖି ନିଦ ମୋର (ଝି) ନିଦକୁ ତୋର ପାଇଛି ମୁଁ ଆଖି ପଲକେ ରଖିଚି ମୁଁ ରଖିବାକୁ ବାକି ଅଛି ସବୁ ଦିନ ପ୍ରେମକୁ ତୋର (ପୁ) ୱଉୱ..ୱ..ୱଉୱ..ୱ.. ୱଉୱ..ୱ..ୱଉୱ..ୱ.. ॥୧॥ (ପୁ) ନ ଫେରୁ ଆଉ ପଛେ ଅଫେରା ଅତୀତ ତୁ ମୋର ଜୀବନର ଆସରା ବସନ୍ତ (ଝି) ହାଁ..ସପନ ଆଜି ସବୁ ଲାଗେ ଭାରି ସତ ଓଠ ତଳେ ମୋର ଆଜି ହେଲୁ ପଦେ ଗୀତ (ପୁ) ତୁ ମୋ ଗୀତ ତୁ ମୋ ମିତ ତୋ ହାତେ ଥିବ ମୋ ହାତ ଆସୁ ମେଘ ଆସୁ ଶୀତ...

ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ (ଯେବେ ଗାଁ ମୁଣ୍ଡ ମଶାଣିରେ ଜୁଇ ମୋର ଜଳିବ) - Tora Mora Prema Sara Duniata Janiba (Jebe Gaan Munda Masanire Jui Mora Jaliba) Lyrics

Image
== ଓଡ଼ିଆ == ଗୀତ : ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର ଗୀତିକାର : ପୁଷ୍ପକ ପରିଡ଼ା ସଙ୍ଗୀତ ନିର୍ଦ୍ଦେଶକ : ଅବିନାଶ ମିଶ୍ର ମସିହା : ୨୦୧୯ (ପୁ) ଆଖିଠାରୁ ସ୍ୱପ୍ନ ଯେବେ ଅଲଗା ହବ ବିଚରା ଏ ହୃଦୟଟା ଭାଙ୍ଗି ପଡ଼ିବ ସେ ହୃୟକୁ କିଏ ଯୋଡ଼ିବ ଯେବେ ଗାଁ ମୁଣ୍ଡ ମଶାଣିରେ ଜୁଇ ମୋର ଜଳିବ ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ ଯେବେ ଆଖି ଲୁହ ବଦଳରେ ଲହୁ ଖାଲି ଢାଳିବ ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ ଆଖିଠାରୁ ସ୍ୱପ୍ନ ଯେବେ ଅଲଗା ହବ ବିଚରା ଏ ହୃଦୟଟା ଭାଙ୍ଗି ପଡ଼ିବ ସେ ହୃୟକୁ କିଏ ଯୋଡ଼ିବ ଯେବେ ଗାଁ ମୁଣ୍ଡ ମଶାଣିରେ ଜୁଇ ମୋର ଜଳିବ ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ ॥ (ପୁ) ପ୍ରେମ ଯଦି ହୁଏ ପବିତ୍ର ପାପ ମନୁଛି ମୁଁ ଗୋଟେ ପାପୀ ପ୍ରେମିକ ପ୍ରେମିକ..ମୁଁ ବେହିସାବୀ ବଣିକ ପ୍ରେମ ଯଦି ହୁଏ ପବିତ୍ର ପାପ ମନୁଛି ମୁଁ ଗୋଟେ ପାପୀ ପ୍ରେମିକ ପ୍ରେମିକ..ମୁଁ ବେହିସାବୀ ବଣିକ ସ୍ମୃତିକୁ ତୋର କରି ସନ୍ତକ ଜିଇଁ ମରିବି ଜୀବନ ଯାକ ମନ ଯେବେ ସ୍ମୃତି ତୋର ପାଶୋରି ଯିବ ମୋ ପ୍ରେମରେ କଳଙ୍କର ଦାଗ ଲାଗିବ ସେ ଦାଗ କିବା ଆଉ ଲିଭିବ ଯେବେ ଗାଁ ମୁଣ୍ଡ ମଶାଣିରେ ଜୁଇ ମୋର ଜଳିବ ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ (ସମସ୍ତେ) ତୋର ମୋର ପ୍ରେମ ସାରା ଦୁନିଆଟା ଜାଣିବ (ପୁ) ଯେବେ ଆଖି ଲୁହ ବଦଳରେ ଲହୁ ଖାଲି ଢାଳିବ ତୋର ମୋର ପ୍...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ