Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଏ ଦଦୁଲୁ ବାପା (ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି) - E Dadulu Bapa (Toka Chhanduru Manduru Karuchi) Lyrics

== ଓଡ଼ିଆ ==

ଗୀତ : ଏ ଦଦୁଲୁ ବାପା
ଭାଷା : ଓଡ଼ିଆ
ଆଲବମ : ବାଡୁଅ ପାଣି
କଣ୍ଠ : ସଙ୍ଗିତା ମିଶ୍ର, ଶୁଭାଶିଷ ମହାକୁଡ  
ମସିହା : ୨୦୦୦



(ଝି)
ଏ ଦଦୁଲୁ ବାପା
(ପୁ)
ଓ..
(ଝି)
ଏ ଦଦୁଲୁ ବାପା
(ପୁ)
ଆଏଁ..
(ଝି)
ଖାଇଲ ପିଇଲ ଝୁଅକୁ ଦେଖିଲ
ଯାହାତ କଲ କଲ
ଏଏଣ୍ ମାଗୁଚ ତେଏଣ୍ ମାଗୁଚ
ପୁଅକି ଅମୂଲମୂଲ
ପୁଅ କ'ଣ କରୁଚି କି ?
(ପୁ)
ଆମ ଟୋକା
ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି
ହେଲେ ବହୁତ ହୁନ୍ଦର ଜାଣିଚି
ସିଏ ଯେତେକ ନଫଡ଼ା କରୁଚି
ଏବେ କଲେଜରୁ ତଡ଼ା ଖାଇଚି
ନେତାଗିରି ଟିକେ କରୁ କରୁ ସିଏ
ଠିକାଦାର ବନିଯାଇଚି
ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି
ତାର ଚା'ଲ ବଦଳି ଯାଇଚି
କେବେ ହାଲ ବେହାଲ ହେଉଚି
ସିଏ ବହୁତ ସୁନ୍ଦର ଜାଣିଚି
(ଝି)
ଏ ବୋପା ଲୋ
ଏ ଦଦୁଲୁ ବାପା
(ପୁ)
ଓ..
(ଝି)
ଏ ଦଦୁଲୁ ବାପା
(ପୁ)
ଆଏଁ.. ॥୧॥


(ଝି)
ଏ ଦଦୁଲୁ ବାପା
(ପୁ)
ଓ..
(ଝି)
ଏ ଦଦୁଲୁ ବାପା
(ପୁ)
ଆଏଁ..
(ଝି)
ଅକଲ କଇଲ ଚକଲ କଇଲ
ହୋସ୍ ଉଡ଼େଇ ଦଲ
ଜମି ମାଗୁଚ ବାଡ଼ି ମାଗୁଚ
କଥାଟା କହୁଚ ଭଲ
ପୁଅ ଘର କରିନି କି ?
(ପୁ)
ଆମ ଟୋକା
ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି
ଏବେ ବିଲିଡର ବନିଯାଇଚି
ପୁଣି ବୋତଲ ପାଣି ସେ ପିଉଚି
ଖାଲି ଚିକେନ୍ ପକୋଡ଼ା ଖାଉଚି
ଫୁଲନଖରାରୁ ରାଜଧାନୀ ଯାଏଁ
ପ୍ଲଟିଙ୍ଗ୍ କରି ସେ ବିକୁଚି

ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି
ପୁଣି ଭୁବନେଶ୍ୱର ରେ ରହୁଚି
ହେଲେ ବହୁତ ହୁନ୍ଦର ଜାଣିଚି
ଖାଲି ଛନ୍ଦୁରୁ ମନ୍ଦୁରୁ କରୁଚି
(ଝି)
ଏ ବୋପା ଲୋ
ଏ ଦଦୁଲୁ ବାପା
(ପୁ)
ଆଏଁ..
(ଝି)
ଏ ଦଦୁଲୁ ବାପା
(ପୁ)
ଓ.. ॥୨॥


(ଝି)
ଏ ଦଦୁଲୁ ବାପା
(ପୁ)
ଓ..
(ଝି)
ଏ ଦଦୁଲୁ ବାପା
(ପୁ)
କଣ
(ଝି)
ଘୁଟୁକା ଖାଇଲ ଝଟକା ମାଇଲ
କଥାକୁ ବଙ୍କାଇ ଦଲ
ଗାଡ଼ି ମାଗୁଚ ଘୋଡ଼ା ମାଗୁଚ
ଏ ଯାଏଁ କଉଁଠି ଥଲ
ପୁଅର ଗାଡ଼ି ନାଇ କି ?
(ପୁ)
ଆମ ଟୋକା
ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି
ପୁଣି ସ୍କରପିଅ ଗାଡ଼ି ଚଢ଼ୁଚି
ସିଏ ବହୁତ ହୁନ୍ଦର ଜାଣିଚି
ଏବେ କନ୍ଦରପୁରରେ ରହୁଚି
ପନ୍ଦର ଏକର ଜମି କିଣି ଖାଲି
ହରବାଲ ଚାଷ କରୁଚି

ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି
ନୁଆ କ୍ଲବ ମେମ୍ବର ହେଇଚି
ପୁଣି ବିଉଟି ପାର୍ଲର ଯାଉଚି
ଖାଲି ଉଁଉଁଆଁ ଇଁଇଁଆଁ କରୁଚି
(ଝି)
ଏ ବୋପା ଲୋ
ଏ ଦଦୁଲୁ ବାପା
(ପୁ)
ଓ..
(ଝି)
ଏ ଦଦୁଲୁ ବାପା
(ପୁ)
ଆଏଁ
(ଝି)
ଏଃ..ଏଃ..ଏଃ.. ॥୩॥


(ଝି)
ଏ ଦଦୁଲୁ ବାପା
(ପୁ)
ଓ..
(ଝି)
ଏ ଦଦୁଲୁ ବାପା
(ପୁ)
ଆଏଁ..
(ଝି)
ଆଲ୍ କଇଲେ କାଲ୍ ବୁଝୁଚ
ଚାଲ୍ ତମର ଭଲ
ଚଅଟ୍ ଭାବିଲ ଫଅଟ୍ କହିଲ
କଥାକୁ ବନେଇ ଦଲ
ପୁଅର ଆଉ କିଛି ଗୁଣ ଅଛିନା ?
(ପୁ)
ହାଁ..
ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି
ହେଲେ ସବୁଥେରେ ଫେଲ ମାରିଚି
ପୁଣି ବେଲରେ ଏବେ ଆଇଚି
ସିଏ ବହୁତ ହୁନ୍ଦର ଜାଣିଚି
ସରକାରି ଜାଗା ମାଡିବସି ଏବେ
ଆଶ୍ରମ ଖୋଲି ଦେଇଚି

ଟୋକା ଛନ୍ଦୁରୁ ମନ୍ଦୁରୁ କରୁଚି
ଟୋକା ପ୍ରବଚନ ଭଲ ଦଉଚି
ସେଠି ନେତାଙ୍କର ଭିଡ଼ ଜମୁଚି
ସିଏ ବହୁତ ହୁନ୍ଦର ଜାଣିଚି
(ଝି)
ଏ ବୋପା ଲୋ
ଏ ଦଦୁଲୁ ବାପା
(ପୁ)
ଓ..
(ଝି)
ଏ ଦଦୁଲୁ ବାପା
(ପୁ)
ଆଇଁ.. ॥୪॥


YouTube ରେ ଏ ଦଦୁଲୁ ବାପା



== English ==

Song : E Dadulu Bapa
Language : Odia
Album : Badua Pain
Singer : Sangita Mishra, Subhasis
Year : 2000



(F)
E Dadulu Bapa
(M)
O..
(F)
E Dadulu Bapa
(M)
Aaen..
(F)
Khaila piila jhuaku dekhila
Jahata kala kala
Eena magucha teen magucha
Puaki amula mula
Pua ka’na karuchi ki ?
(M)
Aama toka
Toka chhanduru manduru karuchi
Hele bahuta hundara janichi
Sie jeteka naphada karuchi
Ebe collegeru tada khaichi
Netagiri tike karu karu sie
Thikadara banijaichi
Toka chhanduru manduru karuchi
Tara cha’la badali jaichi
Kebe hala behala heuchi
Sie bahuta sundara janichi
(F)
E Bopa lo
E Dadulu Bapa
(M)
O..
(F)
E Dadulu Bapa
(M)
Aaen.. ॥1॥


(F)
E Dadulu Bapa
(M)
O..
(F)
E Dadulu Bapa
(M)
Aaen..
(F)
Akala kaila chakala kaila
Hosa udei dala
Jami magucha badi magucha
Kathata kahucha bhala
Pua ghara karini ki ?
(M)
Aama toka
Toka chhanduru manduru karuchi
Ebe bilidara banijaichi
Puni botala pani se piuchi
Khali chicken pakoda khauchi
Phulanakhararu rajadhani jaen
Ploting kari se bikuchi

Toka chhanduru manduru karuchi
Puni Bhubaneswar re rahuchi
Hele bahuta hundara janichi
Khali chhanduru manduru karuchi
(F)
E Bopa lo
E Dadulu Bapa
(M)
O..
(F)
E Dadulu Bapa
(M)
Aaen.. ॥2॥


(F)
E Dadulu Bapa
(M)
O..
(F)
E Dadulu Bapa
(M)
Kana
(F)
Ghutuka khaila jhataka maila
Kathaku bankai dala
Gadi magucha ghoda magucha
E jaen kaunthi thala
Puara gadi nai ki ?
(M)
Aama toka
Toka chhanduru manduru karuchi
Puni Scorpio gadi chadhuchi
Sie bahuta hundara janichi
Ebe kandarapurare rahuchi
Pandara ekara jami kini khali
Harbala chasa karuchi

Toka chhanduru manduru karuchi
Nua club member heichi
Puni beauty parlour jauchi
Khali ununaan ininaan karuchi
(F)
E Bopa lo
E Dadulu Bapa
(M)
O..
(F)
E Dadulu Bapa
(M)
Aaen..
(F)
Eh..eh..eh.. ॥3॥


(F)
E Dadulu Bapa
(M)
O..
(F)
E Dadulu Bapa
(M)
Aaen..
(F)
Aal kaile kal bujhucha
Chal tamara bhala
Chat bhabila phat kahila
Kathaku banei dala
Puara aau kichhi guna achhina ?
(M)
Han..
Toka chhanduru manduru karuchi
Hele sabuthire fail marichi
Puni belre ebe aichi
Sie bahuta hundara janichi
Sarakari jaga madibasi ebe
Aashrama kholi deichi

Toka chhanduru manduru karuchi
Toka prabachana bhala dauchi
Sethi netankara bhida jamuchi
Sie bahuta hundara janichi
(F)
E Bopa lo
E Dadulu Bapa
(M)
O..
(F)
E Dadulu Bapa
(M)
Aaen.. ॥4॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...


Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ