Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଦଶଟା ବେଳେ ଚାଲ କାର୍ଯ୍ୟାଳୟ - Dashata Bele Chala Karjyalaya Lyrics

== ଓଡ଼ିଆ ==

ଗୀତ : ଦଶଟା ବେଳେ ଚାଲ କାର୍ଯ୍ୟାଳୟ
ଭାଷା : ଓଡ଼ିଆ
କଣ୍ଠ : ଅକ୍ଷୟ ମହାନ୍ତି
ମସିହା : ୧୯୭୦



ଦଶଟା ବେଳେ ଚାଲ କାର୍ଯ୍ୟାଳୟ
ପାଞ୍ଚଟା ହେଲେ ଫେର ଭାର୍ଯ୍ୟାଳୟ
ଦଶଟା ବେଳେ ଚାଲ କାର୍ଯ୍ୟାଳୟ
ପାଞ୍ଚଟା ହେଲେ ଫେର ଭାର୍ଯ୍ୟାଳୟ
ଜୀବନଟା ହୋଇଗଲା ସୁଲଭ ଶୌଚାଳାୟ 
ଜୀବନଟା ହୋଇଗଲା ସୁଲଭ ଶୌଚାଳାୟ
ଦଶଟା ବେଳେ ଚାଲ କାର୍ଯ୍ୟାଳୟ
ପାଞ୍ଚଟା ହେଲେ ଫେର ଭାର୍ଯ୍ୟାଳୟ
ଜୀବନଟା ହୋଇଗଲା ସୁଲଭ ଶୌଚାଳାୟ 
ଜୀବନଟା ହୋଇଗଲା ସୁଲଭ ଶୌଚାଳାୟ॥


ଘରଣୀ ତ ଗୋଟେ ଚିତ୍ରାଳୟ
ଆଲମାରି ତାଙ୍କ ବସ୍ତ୍ରାଳୟ
ଘରଣୀ ତ ଗୋଟେ ଚିତ୍ରାଳୟ
ଆଲମାରି ତାଙ୍କ ବସ୍ତ୍ରାଳୟ
ସଉକ ତାଙ୍କର ପ୍ରେକ୍ଷାଳୟ
ସ୍ଵାମୀଙ୍କ ପକେଟ ମୁଦ୍ରାଳୟ
ସଉକ ତାଙ୍କର ପ୍ରେକ୍ଷାଳୟ
ସ୍ଵାମୀଙ୍କ ପକେଟ ମୁଦ୍ରାଳୟ
ସ୍ଵାମୀଙ୍କର ଲାଗି ଘର ବିଚାରାଳାୟ 
ସ୍ଵାମୀଙ୍କର ଲାଗି ଘର ବିଚାରାଳାୟ
ସ୍ତିରିଙ୍କର ଲାଗି ଘର ସଚିବାଳାୟ
ସ୍ତିରିଙ୍କର ଲାଗି ଘର ସଚିବାଳାୟ
ଦଶଟା ବେଳେ ଚାଲ କାର୍ଯ୍ୟାଳୟ
ପାଞ୍ଚଟା ହେଲେ ଫେର ଭାର୍ଯ୍ୟାଳୟ
ଜୀବନଟା ହୋଇଗଲା ସୁଲଭ ଶୌଚାଳାୟ 
ଜୀବନଟା ହୋଇଗଲା ସୁଲଭ ଶୌଚାଳାୟ ॥୧॥


ଅଫିସି ଟା ଆଜି ନିଦ୍ରାଳୟ 
ବାଟଘାଟ ସବୁ ପ୍ରେମାଳୟ
ଅଫିସି ଟା ଆଜି ନିଦ୍ରାଳୟ 
ବାଟଘାଟ ସବୁ ପ୍ରେମାଳୟ
ଝିଅଙ୍କର ମେଳ ଚର୍ଚ୍ଚାଳୟ
ଘରଣୀଙ୍କୁ ବିଷ ଶଶୁରାଳୟ
ଝିଅଙ୍କର ମେଳ ଚର୍ଚ୍ଚାଳୟ
ଘରଣୀଙ୍କୁ ବିଷ ଶଶୁରାଳୟ
ଘର ହୁଏ ବନ୍ଧୁଙ୍କର ବିଶ୍ରାମାଳୟ  
ଘର ହୁଏ ବନ୍ଧୁଙ୍କର ବିଶ୍ରାମାଳୟ
ପାଲଟେ ଉତ୍କୃଷ୍ଟ ହିନ୍ଦୁ ଭୋଜନାଳୟ    
ପାଲଟେ ଉତ୍କୃଷ୍ଟ ହିନ୍ଦୁ ଭୋଜନାଳୟ 
ଦଶଟା ବେଳେ ଚାଲ କାର୍ଯ୍ୟାଳୟ
ପାଞ୍ଚଟା ହେଲେ ଫେର ଭାର୍ଯ୍ୟାଳୟ
ଜୀବନଟା ହୋଇଗଲା ସୁଲଭ ଶୌଚାଳାୟ 
ଜୀବନଟା ହୋଇଗଲା ସୁଲଭ ଶୌଚାଳାୟ ॥୨॥


YouTube ରେ ଦଶଟା ବେଳେ ଚାଲ କାର୍ଯ୍ୟାଳୟ



== English ==

Song : Dashata Bele Chala Karjyalaya
Language : Odia
Singer : Akshaya Mohanty
Year : 1970



Dashata bele chala karjyalaya
Panchata hele phera bhajyalaya
Dashata bele chala karjyalaya
Panchata hele phera bhajyalaya
Jibanata hoigala sulabha sauchalaya
Jibanata hoigala sulabha sauchalaya
Dashata bele chala karjyalaya
Panchata hele phera bhajyalaya
Jibanata hoigala sulabha sauchalaya
Jibanata hoigala sulabha sauchalaya ॥


Gharani ta gote chitralaya
Aalamari tanka bastralaya
Gharani ta gote chitralaya
Aalamari tanka bastralaya
Sauka tanka prekhyalaya
Swaminka paketa mudralaya
Sauka tanka prekhyalaya
Swaminka paketa mudralaya
Swaminka lagi ghara bicharalaya
Swaminka lagi ghara bicharalaya
Stirinka lagi ghara sachibalaya
Stirinka lagi ghara sachibalaya
Dashata bele chala karjyalaya
Panchata hele phera bhajyalaya
Jibanata hoigala sulabha sauchalaya
Jibanata hoigala sulabha sauchalaya ॥1॥


Offici ta aji nidralaya
Bataghata sabu premalaya
Offici ta aji nidralaya
Bataghata sabu premalaya
Jhiankara mela charchalaya
Gharaninku bisa shashuralaya
Jhiankara mela charchalaya
Gharaninku bisa shashuralaya
Ghara hue bandhunkara bishramalaya
Ghara hue bandhunkara bishramalaya
Palate utkrusta Hindu bhojanalaya
Palate utkrusta Hindu bhojanalaya
Dashata bele chala karjyalaya
Panchata hele phera bhajyalaya
Jibanata hoigala sulabha sauchalaya
Jibanata hoigala sulabha sauchalaya ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on nari tuhi debi puni mamata lyrics odia: “Bahut sundar ”

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ