Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମେଘ ବରସିଲା ଟୁପୁରୁ ଟୁପୁରୁ କେସୁର ମାଇଲା ଗଜା - Megha Barasila Tupuru Tupuru Kesura Maila Gaja Lyrics

== ଓଡ଼ିଆ ==

ଫିଲ୍ମଗୀତ : ମେଘ ବରଷିଲା ଟୁପୁରୁ ଟୁପୁରୁ
ଭାଷା : ଓଡ଼ିଆ
ଚଳଚିତ୍ର : ଶେଷ ଶ୍ରାବଣ
କଣ୍ଠ : ବାଣୀ ଜୟରାମ
ଗୀତିକାର : ଶିବବ୍ରତ ଦାସ
ସଙ୍ଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର 
ମସିହା : ୧୯୭୬



ମେଘ ବରସିଲା ଟୁପୁରୁ ଟୁପୁରୁ
କେଶୁର ମାଇଲା ଗଜା
ମେଘ ବରସିଲା ଟୁପୁରୁ ଟୁପୁରୁ
କେଶୁର ମାଇଲା ଗଜା
କେଉଁ ରାଇଜେ ରହିଲେ ମୋ ରଜା
କେଉଁ ରାଇଜେ ରହିଲେ ମୋ ରଜା
ତେଲିଙ୍ଗୀ ବାଇଦ ବଜା
ମେଘ ବରସିଲା ଟୁପୁରୁ ଟୁପୁରୁ
କେଶୁର ମାଇଲା ଗଜା ॥


ତୁ ମେଘ ମୁଁ ଜେ ବିଜୁଳି
ମୁଁ ପକ୍ଷୀ ତୁ ମୋ ଶିକୁଳି
ଓ.. ମୁଁ ଜେ ଫୁଲ ତୁ ଅଳି
ତୁ ବେଣୁ ମୁଁ ଯେ ତା ସୁର
ମୁଁ ନଦୀ ତୁହି ସାଗର
ଆରେ ଅବୁଝା...
ମୁଁ ତୋର ରାଣୀ ଆହା ତୁହି ମୋ ରଜା    
ମେଘ ବରସିଲା ଟୁପୁରୁ ଟୁପୁରୁ
କେଶୁର ମାଇଲା ଗଜା ॥୧॥


କା'ଲାଗି ଆଜି ବରଷା
କାହିଁକି ମୋର ଏ ତୃଷା
ହୋ.. କିଏ ମୋର ଭରଷା
କା' ଲାଗି ଝୁରେ ମୋ ମନ
କାହାକୁ ଦେଖେ ସପନ
ଆରେ ଅବୁଝା..
କିଏ ଦୁନିଆ କାହା ଲାଗି ଏ ପୂଜା
ମେଘ ବରସିଲା ଟୁପୁରୁ ଟୁପୁରୁ
କେଶୁର ମାଇଲା ଗଜା 
କେଉଁ ରାଇଜେ ରହିଲେ ମୋ ରଜା
କେଉଁ ରାଇଜେ ରହିଲେ ମୋ ରଜା
ତେଲିଙ୍ଗୀ ବାଇଦ ବଜା
ମେଘ ବରସିଲା ଟୁପୁରୁ ଟୁପୁରୁ
କେଶୁର ମାଇଲା ଗଜା ॥୨॥


YouTube re ମେଘ ବରସିଲା ଟୁପୁରୁ ଟୁପୁରୁ



== English ==

Song : Megha Barasila Tupuru Tupuru
Language : Odia
Movie : Shesa Shrabana
Singer : Vani Jayaram
Lyrics : Shibabrata Das
Music Director : Prafulla Kara
Year : 1976



Megha barasila tupuru tupuru
Keshura maila gaja
Megha barasila tupuru tupuru
Keshura maila gaja
Keun raije rahile mo raja
Keun raije rahile mo raja
Telingi baida baja 
Megha barasila tupuru tupuru
Keshura maila gaja ॥


Tu megha mun je bijuli
Mun pakhi tu mo shikuli
O..mun je phula tu ali
Tu benu mun je ta sura
Mun nadi tuhi sagara
Aare abujha...
Mun tora rani aha tuhi mo raja
Megha barasila tupuru tupuru
Keshura maila gaja ॥1॥


Ka’lagi aji barasa
Kahinki mora e trusa
Ho..kie mora bharasa
Ka’lagi jhure mo mana
Kahaku dekhe sapana
Aare abujha..
Kie dunia kaha lagi e puja
Megha barasila tupuru tupuru
Keshura maila gaja
Keun raije rahile mo raja
Keun raije rahile mo raja
Telingi baida baja 
Megha barasila tupuru tupuru
Keshura maila gaja ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ