Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୁଁ ଏମିତି ଲୁହ ଟୋପେ ହାଏ - Mun Emiti Luha Tope Hae Lyrics

== ଓଡ଼ିଆ ==

ଗୀତ : ମୁଁ ଏମିତି ଲୁହ ଟୋପେ ହାଏ
ଭାଷା : ଓଡ଼ିଆ
କଣ୍ଠ : ସୁରେଶ ୱାଡ଼କର୍
ଗୀତିକାର : ଅଲେଖ ବିଶ୍ଵାଳ
ସଂଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ
ମସିହା : ୨୦୦୪



ମୁଁ ଏମିତି ଲୁହ ଟୋପେ ହାଏ
ମୁଁ ଏମିତି ଲୁହ ଟୋପେ ହାଏ
ଯେଉଁ ପାଦ ଦିଶେନାହିଁ
ସେ ପାଦ ଧୋଇବା ପାଇଁ
ଯେଉଁ ପାଦ ଦିଶେନାହିଁ
ସେ ପାଦ ଧୋଇବା ପାଇଁ
ବହି ବହି ଯାଏ
ମୁଁ ଏମିତି ଲୁହ ଟୋପେ ହାଏ
ମୁଁ ଏମିତି ଲୁହ ଟୋପେ ହାଏ ॥


ସାଗର ସହିତ ମିଶୁକି ନ ମିଶୁ
ନଈ ତ ବହୁଚି ବହିବ
କାଳିଆର କାନ ଥାଉକି ନ ଥାଉ
ଭକତ ତା ଦୁଃଖ କହିବ
ସାଗର ସହିତ ମିଶୁକି ନ ମିଶୁ
ନଈ ତ ବହୁଚି ବହିବ
ଓ..କାଳିଆର କାନ ଥାଉକି ନ ଥାଉ
ଭକତ ତା ଦୁଃଖ କହିବ

ମୁଁ ଏମିତି ଦୁଃଖି ଟିଏ ହାଏ
ସେ ମହା ହସ ଭିତରେ
ସେ ମହା ହସ ଭିତରେ
ଲୁଚି ଲୁଚି ଯାଏ
ମୁଁ ଏମିତି ଲୁହ ଟୋପେ ହାଏ
ମୁଁ ଏମିତି ଲୁହ ଟୋପେ ହାଏ ॥୧॥


ମେଘରୁ ବରଷା ଝରୁକି ନ ଝରୁ
ଚାତକ ଚାହିଁଚି ଚାହିଁବ
କାଳିଆର ହାତ ଥାଉକି ନ ଥାଉ
ଦବା ପାଇଁ ଦୁଃଖି କହିବ
ଓ..ମେଘରୁ ବରଷା ଝରୁକି ନ ଝରୁ
ଚାତକ ଚାହିଁଚି ଚାହିଁବ
କାଳିଆର ହାତ ଥାଉକି ନ ଥାଉ
ଦବା ପାଇଁ ଦୁଃଖି କହିବ

ମୁଁ ଏମିତି ଆଶାଟିଏ ହାଏ
ସେ ମହା କଳ୍ପବଟରେ
ସେ ମହା କଳ୍ପବଟରେ
ଝୁଲି ଝୁଲି ଯାଏ
ମୁଁ ଏମିତି ଲୁହ ଟୋପେ ହାଏ
ମୁଁ ଏମିତି ଲୁହ ଟୋପେ ହାଏ
ଓ..ଯେଉଁ ପାଦ ଦିଶେନାହିଁ
ସେ ପାଦ ଧୋଇବା ପାଇଁ
ଯେଉଁ ପାଦ ଦିଶେନାହିଁ
ସେ ପାଦ ଧୋଇବା ପାଇଁ
ବହି ବହି ଯାଏ
ମୁଁ ଏମିତି ଲୁହ ଟୋପେ ହାଏ
ମୁଁ ଏମିତି ଲୁହ ଟୋପେ ହାଏ
ମୁଁ ଏମିତି ଲୁହ ଟୋପେ ହାଏ ॥୨॥


YouTube ରେ ମୁଁ ଏମିତି ଲୁହ ଟୋପେ ହାଏ



== English ==

Song : Mun Emiti Luha Tope Hae
Language : Odia
Singer : Suresh wadkar
Lyricist : Alekha Biswal
Music Director : Prem Anand
Year : 2004



Mun emiti luha tope hae
Mun emiti luha tope hae
Jeun pada dishenahin
Se pada dhoiba pain
Jeun pada dishenahin
Se pada dhoiba pain
Bahi bahi jae
Mun emiti luha tope hae
Mun emiti luha tope hae ॥


Sagara sahita mishuki na mishu
Nai ta bahuchi bahiba
Kaliara kana thauki na thau
Bhakata ta duhkha kahiba
Sagara sahita mishuki na mishu
Nai ta bahuchi bahiba
O..Kaliara kana thauki na thau
Bhakata ta duhkha kahiba

Mun emiti duhkhi tie hae
Se maha hasa bhitare
Se maha hasa bhitare
Luchi luchi jae
Mun emiti luha tope hae
Mun emiti luha tope hae ॥1॥


Megharu barasa jharuki na jharu
Chataka chahinchi chahinba
Kaliara hata thauki na thau
Daba pain duhkhi kahiba
O..megharu barasa jharuki na jharu
Chataka chahinchi chahinba
Kaliara hata thauki na thau
Daba pain duhkhi kahiba

Mun emiti ashatie hae
Se maha kalpabatare
Se maha kalpabatare
Jhuli jhuli jae
Mun emiti luha tope hae
Mun emiti luha tope hae
O..jeun pada dishenahin
Se pada dhoiba pain
Jeun pada dishenahin
Se pada dhoiba pain
Bahi bahi jae
Mun emiti luha tope hae
Mun emiti luha tope hae
Mun emiti luha tope hae ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ