ଆଇନା କେବେ ମିଛ କହେନା - Aaina Kebe Michha Kahena Lyrics
ଗୀତ : ଆଇନା କେବେ ମିଛ କହେନା
ଭାଷା : ଓଡ଼ିଆ
ଆଲବମ : ଅମର ପ୍ରେମ
କଣ୍ଠ : ବାବୁଲ୍ ସୁପ୍ରିୟୋ
ଗୀତିକାର : ଶ୍ରୀକାନ୍ତ ଗୌତମ
ସଙ୍ଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ
ମସିହା : ୨୦୦୫
ଆଇନା ହଁ..ହଁ..ଆଇନା
କେବେ ମିଛ କହେନା
ସବୁବେଳେ ସତ କହେ
ହଁ..ଆଇନା କେବେ ମିଛ କହେନା
ସବୁବେଳେ ସତ କହେ
ଆଇନାରେ କାଚ ବଦଳେ ନାହିଁରେ
ଆଇନାରେ କାଚ ବଦଳେ ନାହିଁରେ
ହେଲେ ଏ ଚେହେରା ବଦଳି ଯାଏରେ
ଚେହେରା ହଁ..ହଁ..ଚେହେରା
କେବେ ସତ କହେନା
ସବୁବେଳେ ମିଛ କହେ
ହଁ..ଆଇନା କେବେ ମିଛ କହେନା
ସବୁବେଳେ ସତ କହେ
ସବୁବେଳେ ସତ କହେ ॥
ଋତୁ ଆସି ଋତୁ ଚାଲି ଗଲାପରେ
ଋତୁ ଆସି ଋତୁ ଚାଲି ଗଲାପରେ
ଯଉବନ ଚାଲିଯାଏ
ହୋ..ଜାଣିହୁଏ ନାହିଁ କେବେ ଧୀରେ ଧୀରେ
ଜାଣିହୁଏ ନାହିଁ କେବେ ଧୀରେ ଧୀରେ
ରୂପ ରଙ୍ଗ ଢଳିଯାଏ
ଦିନ ରାତି କିଛି ବଦଳେ ନାହିଁରେ
ଦିନ ରାତି କିଛି ବଦଳେ ନାହିଁରେ
ହେଲେ ଏ ସମୟ ବଦଳି ଯାଏରେ
ବୟସ ହଁ..ହଁ..ବୟସ
କେବେ ଲୁଚି ରହେନା
ଆଇନାରେ ଧରା ପଡ଼େ
ହଁ..ଆଇନା କେବେ ମିଛ କହେନା
ସବୁବେଳେ ସତ କହେ
ସବୁବେଳେ ସତ କହେ ॥୧॥
ଜହ୍ନ ଆଉ ହସେ ନାହିଁ ଲୁଚିଯାଏ
ଜହ୍ନ ଆଉ ହସେ ନାହିଁ ଲୁଚିଯାଏ
ଅମାବାସ୍ୟା ଆକାଶରେ
କୋଇଲି ତା ଗୀତ ଆଉ ଗାଏ ନାହିଁ
କୋଇଲି ତା ଗୀତ ଆଉ ଗାଏ ନାହିଁ
ଆଷାଢ଼ରେ ବରସାରେ
ସୂର୍ଯ୍ୟ ଚନ୍ଦ୍ର ତାରା ବଦଳେ ନାହିଁରେ
ସୂର୍ଯ୍ୟ ଚନ୍ଦ୍ର ତାରା ବଦଳେ ନାହିଁରେ
ସ୍ନେହ ଶ୍ରଦ୍ଧା ପ୍ରେମ ବଦଳି ଯାଏରେ
ଅତିତ ହଁ..ହଁ..ଅତିତ
କେବେ ଭୁଲି ହୁଏନା
ସବୁବେଳେ ମନେ ରହେ
ହୋ..ଆଇନା କେବେ ମିଛ କହେନା
ସବୁବେଳେ ସତ କହେ
ଆଇନାରେ କାଚ ବଦଳେ ନାହିଁରେ
ଆଇନାରେ କାଚ ବଦଳେ ନାହିଁରେ
ହେଲେ ଏ ଚେହେରା ବଦଳି ଯାଏରେ
ଚେହେରା ହଁ..ହଁ..ଚେହେରା
କେବେ ସତ କହେନା
ସବୁବେଳେ ମିଛ କହେ
ହୋ..ଆଇନା କେବେ ମିଛ କହେନା
ସବୁବେଳେ ସତ କହେ
ସବୁବେଳେ ସତ କହେ
ସବୁବେଳେ ସତ କହେ ॥୨॥
== English ==
Song : Aaina Kebe Michha Kahena
Language : Odia
Album : Amara prema
Singer : Babul Supriyo
Lyrics : Srikant Goutam
Music Director : Saroj Nanda
Year : 2005
Aaina han..han..aaina
Kebe michha kahena
Sabubele sata kahe
Han..aaina kebe michha kahena
Sabubele sata kahe
Aainare kacha badale nahinre
Aainare kacha badale nahinre
Hele e chehera badali jaere
Chehera han..han..chehera
Kebe sata kahena
Sabubele michha kahe
Han..aaina kebe michha kahena
Sabubele sata kahe
Sabubele sata kahe ॥
Rutu asi rutu chali galapare
Rutu asi rutu chali galapare
Jaubana chalijae
Ho..janihue nahin kebe dhire dhire
Janihue nahin kebe dhire dhire
Rupa ranga dhalijae
Dina rati kichhi badale nahinre
Dina rati kichhi badale nahinre
Hele e samaya badali jaere
Bayasa han..han..bayasa
Kebe luchi rahena
Aainare dhara pade
Ho..aaina kebe michha kahena
Sabubele sata kahe
Sabubele sata kahe ॥୧॥
Janha aau hase nahin luchijae
Janha aau hase nahin luchijae
Amabasya akashare
Koili ta gita aau gae nahin
Koili ta gita aau gae nahin
Aasadhare barasare
Surjya chandra tara badale nahinre
Surjya chandra tara badale nahinre
Sneha shradha prema badali jaere
Aatita han..han..atita
Kebe bhuli huena
Sabu bele mane rahe
Ho..aaina kebe michha kahena
Sabubele sata kahe
Aainare kacha badale nahinre
Aainare kacha badale nahinre
Hele e chehera badali jaere
Chehera han..han..chehera
Kebe sata kahena
Sabubele michha kahe
Ho..aaina kebe michha kahena
Sabubele sata kahe
Sabubele sata kahe
Sabubele sata kahe ॥୨॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...