Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

== ଓଡ଼ିଆ ==

ଭଜନ : ନୀଳାଚଳ ଧାମ ଯାଇ ମୁଁ ପାରୁନି
ଭାଷା : ଓଡ଼ିଆ
କଣ୍ଠ : ଶ୍ରୀଚରଣ ମହାନ୍ତି
ଗୀତିକାର : ଅରୁଣ ମନ୍ତ୍ରୀ


ହେ.... ଜଗନ୍ନାଥ... ହେ... ଜଗନ୍ନାଥ...
ଜଗନ୍ନାଥ... ହେ... ଜଗନ୍ନାଥ...

ନୀଳାଚଳ ଧାମ ଯାଇ ମୁଁ ପାରୁନି (୨)
ଏଇଠି କରୁଚି ଦଣ୍ଡବତ
ହେ ଜଗନ୍ନାଥ, ହେ ଜଗନ୍ନାଥ
ହେ ଜଗନ୍ନାଥ, ହେ ଜଗନ୍ନାଥ

ତୁମ ନନ୍ଦିଘୋଷ ଟାଣି ମୁଁ ପାରୁନି (୨)
ଏଇଠି ଗଢ଼ିଚି ବାଲି ରଥ
ହେ ଜଗନ୍ନାଥ, ହେ ଜଗନ୍ନାଥ
ହେ ଜଗନ୍ନାଥ, ହେ ଜଗନ୍ନାଥ ॥


ଜୀବନର ବାଟ ଭାରି ଅଙ୍କା ବଙ୍କା
ବିଚରା ବାଟୋଇ ଛାତିରେ ଛନକା
ମୁଁ ସେଇ ବାଟୋଇ ଭାରି ଏକା ଏକା
ପାଦେ ପାଦେ ଆଜି ଦଉଚି ପରୀକ୍ଷା
ଏଇଠି ଥାଇ ମୁଁ ଯାଚୁଚି ନଡ଼ିଆ (୨)
ବଢ଼େଇ ନିଅ ହେ ତୁମ ହାତ           
ହେ ଜଗନ୍ନାଥ, ହେ ଜଗନ୍ନାଥ
ହେ ଜଗନ୍ନାଥ, ହେ ଜଗନ୍ନାଥ ॥୧॥


ଭାରି ଛନ୍ଦା ଛନ୍ଦି ପାପୁଲି ର ରେଖା
ଘଟୁଚି ଘଟିବ ଯାହା ଅଛି ଲେଖା
କଉ ଦିନ ପ୍ରଭୁ ହବ ତୁମ ଦେଖା
ସେଦିନ ସେ ଯାଏଁ କରିଚି ଅପେକ୍ଷା
ଜୀବ ଯିବା ଯାଏଁ ତୁମ କୃପା ଥାଉ (୨)
ମାଗୁନି ସରଗ ପାରିଜାତ 
ହେ ଜଗନ୍ନାଥ, ହେ ଜଗନ୍ନାଥ
ହେ ଜଗନ୍ନାଥ, ହେ ଜଗନ୍ନାଥ ॥୨॥

ନୀଳାଚଳ ଧାମ ଯାଇ ମୁଁ ପାରୁନି (୨)
ଏଇଠି କରୁଚି ଦଣ୍ଡବତ
ହେ ଜଗନ୍ନାଥ, ହେ ଜଗନ୍ନାଥ
ହେ ଜଗନ୍ନାଥ, ହେ ଜଗନ୍ନାଥ ॥


YouTube ରେ ନୀଳାଚଳ ଧାମ ଯାଇ ମୁଁ ପାରୁନି



== English ==

Bhajan : Nilachala Dhama Jai Mun Paruni
Language : Odia
Singer : Sricharan Mohanty
Lyricist : Arun Mantri



He….Jagannatha… he... Jagannatha...
Jagannatha... he... Jagannatha...

Nilachala dhama jai mun paruni (2)
Eithi koruchi dandabata
He Jagannatha, he Jagannatha
He Jagannatha, he Jagannatha

Tuma nandighosa tani mun paruni (2)
Eithi gadhichi bali ratha
He Jagannatha, He Jagannatha
He Jagannatha, He Jagannatha ॥


Jibanara Bata bhari anka banka
Bichara  batoi chhatire chhanaka
Mun sei batoi bhari eka eka
Pade pade aaji dauchi parikhya
Eithi thai mun jachuchi Nadia (2)
Badhei nia he tuma hata
He Jagannatha, he Jagannatha
He Jagannatha, he Jagannatha ॥1॥ 


Bhari chhanda chhandi papuli ra rekha
Ghatuchi ghatiba jaha achhi lekha
Kau dina prabhu haba tuma dekha
Se dina se jaen karichi apekhya
Jiba jiba jaen tuma krupa thau (2)
Maguni saraga parijata
He Jagannatha, he Jagannatha
He Jagannatha, he Jagannatha ॥2॥

Nilachala dhama jai mun paruni (2)
Eithi karuchi dandabata
He Jagannatha, He Jagannatha
He Jagannatha, He Jagannatha ॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ